Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
Congress
Modi
Delhi
Viral
मारपीट
Crime
Jharkhand
Dm
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh

News in Puruna Katak

୫୭ ନଂ ଜାତୀୟ ରାଜପଥ ନୂଆପାଲି ଛକଠାରେ ମାଗଣା ଅନ୍ନ ପ୍ରସାଦ ବଣ୍ଟନ 
​ପବିତ୍ର ଶ୍ରାବଣ ମାସ ପରିପ୍ରେକ୍ଷୀରେ ବୌଦ୍ଧ ୫୭ ନଂ ଜାତୀୟ ରାଜପଥ ନୂଆପାଲି ଛକ ନିକଟରେ "ବହାଜୁର ସନ୍ଧେଶ୍ୱର୍ ବାବା ବୋଲବମ୍ କମିଟି" ପକ୍ଷରୁ ଏକ ମହତ ପଦକ୍ଷେପ ଗ୍ରହଣ କରାଯାଇଛି।
​ଦୂରଦୂରାନ୍ତରୁ କାବଡ଼ି ନେଇ ଜଳଲାଗି ପାଇଁ ଯାଉଥିବା ଶହ ଶହ ବୋଲବମ୍ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ କମିଟି ସଦସ୍ୟମାନଙ୍କ ଦ୍ୱାରା ମାଗଣା ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଶ୍ରଦ୍ଧା ଓ ଭକ୍ତିର ସହ କମିଟିର ସମସ୍ତ ସଦସ୍ୟ ମିଳିମିଶି କାଉଡ଼ିଆ ଭକ୍ତମାନଙ୍କୁ ପ୍ରସାଦ ବାଣ୍ଟିବା ସହ ସେମାନଙ୍କ ସେବା କରିଥିଲେ।
​"ହର ହର ମହାଦେବ" ଓ "ବୋଲବମ୍" ଧ୍ୱନିରେ ସମ୍ପୂର୍ଣ୍ଣ ନୂଆପାଲି ଛକ ପରିବେଶ ଆଧ୍ୟାତ୍ମିକମୟ ହୋଇଉଠିଥିଲା। କମିଟିର ଏହି ନିସ୍ୱାର୍ଥପର ସେବା ମନୋଭାବକୁ ସ୍ଥାନୀୟ ଅଞ୍ଚଳବାସୀ ଓ ବୋଲବମ୍ ଭକ୍ତମାନେ ଭୂୟସୀ ପ୍ରଶଂସା କରିଛନ୍ତି। 🙏✨
​🚩 ଜୟ ବାବା ଶନ୍ଧେଶ୍ୱର୍! 🚩
🚩 ହର ହର ମହାଦେବ! 🚩
​#Boudh #BoudhNews #NH57 #Nuapali #BolBam #SravanMonth #SandheswarBaba #BolbamSeva #HarHarMahadev #Odisha

୫୭ ନଂ ଜାତୀୟ ରାଜପଥ ନୂଆପାଲି ଛକଠାରେ ମାଗଣା ଅନ୍ନ ପ୍ରସାଦ ବଣ୍ଟନ ​ପବିତ୍ର ଶ୍ରାବଣ ମାସ ପରିପ୍ରେକ୍ଷୀରେ ବୌଦ୍ଧ ୫୭ ନଂ ଜାତୀୟ ରାଜପଥ ନୂଆପାଲି ଛକ ନିକଟରେ "ବହାଜୁର ସନ୍ଧେଶ୍ୱର୍ ବାବା ବୋଲବମ୍ କମିଟି" ପକ୍ଷରୁ ଏକ ମହତ ପଦକ୍ଷେପ ଗ୍ରହଣ କରାଯାଇଛି। ​ଦୂରଦୂରାନ୍ତରୁ କାବଡ଼ି ନେଇ ଜଳଲାଗି ପାଇଁ ଯାଉଥିବା ଶହ ଶହ ବୋଲବମ୍ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ କମିଟି ସଦସ୍ୟମାନଙ୍କ ଦ୍ୱାରା ମାଗଣା ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଶ୍ରଦ୍ଧା ଓ ଭକ୍ତିର ସହ କମିଟିର ସମସ୍ତ ସଦସ୍ୟ ମିଳିମିଶି କାଉଡ଼ିଆ ଭକ୍ତମାନଙ୍କୁ ପ୍ରସାଦ ବାଣ୍ଟିବା ସହ ସେମାନଙ୍କ ସେବା କରିଥିଲେ। ​"ହର ହର ମହାଦେବ" ଓ "ବୋଲବମ୍" ଧ୍ୱନିରେ ସମ୍ପୂର୍ଣ୍ଣ ନୂଆପାଲି ଛକ ପରିବେଶ ଆଧ୍ୟାତ୍ମିକମୟ ହୋଇଉଠିଥିଲା। କମିଟିର ଏହି ନିସ୍ୱାର୍ଥପର ସେବା ମନୋଭାବକୁ ସ୍ଥାନୀୟ ଅଞ୍ଚଳବାସୀ ଓ ବୋଲବମ୍ ଭକ୍ତମାନେ ଭୂୟସୀ ପ୍ରଶଂସା କରିଛନ୍ତି। 🙏✨ ​🚩 ଜୟ ବାବା ଶନ୍ଧେଶ୍ୱର୍! 🚩 🚩 ହର ହର ମହାଦେବ! 🚩 ​#Boudh #BoudhNews #NH57 #Nuapali #BolBam #SravanMonth #SandheswarBaba #BolbamSeva #HarHarMahadev #Odisha

Baudh Sadar, Boudh (Bauda) | Aug 16, 2026

ରାଜଧାନୀ ଭୁବନେଶ୍ଵର ର ଏହା କେଉଁ ସ୍ଥାନରେ ଥିବା ରେଳ ଲେବୁଲ କ୍ରସିଂ ର ଭିଡିଓ ? ଜାଣିଥିଲେ ଲାଇକ,କମେଣ୍ଟ, ସେୟାର କରନ୍ତୁ #IndianRailway #RailwayLeveleCroshing #BBSR 
#PatiaRailwayCroshinh #OdishaTour #OdishaTourUpdate

ରାଜଧାନୀ ଭୁବନେଶ୍ଵର ର ଏହା କେଉଁ ସ୍ଥାନରେ ଥିବା ରେଳ ଲେବୁଲ କ୍ରସିଂ ର ଭିଡିଓ ? ଜାଣିଥିଲେ ଲାଇକ,କମେଣ୍ଟ, ସେୟାର କରନ୍ତୁ #IndianRailway #RailwayLeveleCroshing #BBSR #PatiaRailwayCroshinh #OdishaTour #OdishaTourUpdate

Baudh Sadar, Boudh (Bauda) | Aug 16, 2026

ବୌଦ୍ଧ ସଦର: ବୌଦ୍ଧ ଜିଲ୍ଲାର ବିଭିନ୍ନ ପୋଲିସ୍ ପୋସ୍ଟରେ  ମର୍ନ୍ନିଂ ବ୍ରିଫିଂ ପାରେଡ ଆୟୋଜିତ

ବୌଦ୍ଧ ସଦର: ବୌଦ୍ଧ ଜିଲ୍ଲାର ବିଭିନ୍ନ ପୋଲିସ୍ ପୋସ୍ଟରେ ମର୍ନ୍ନିଂ ବ୍ରିଫିଂ ପାରେଡ ଆୟୋଜିତ

Baudh Sadar, Boudh (Bauda) | Aug 16, 2026