Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Bollywood
दिल्ली
Patna
Breakingnews
Madhya_pradesh
Mp
Nsui
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
Sambalpur
Rjd
bouddhatimes7
Previous slide
Next slide
ମାନବସେବା ହିଁ ମାଧବସେବା! ଆଜି ସକାଳେ 'ମିଶନ୍ ଆଶ୍ରା' ସେବା ସଂଗଠନର ସହାୟତାରେ ଜଣେ ମାନସିକ ଅସହାୟ ବୃଦ୍ଧଙ୍କ ଅନ୍ତିମ ଯାତ୍ରାରେ ଯୋଗଦାନ ଦେଇ ତାଙ୍କର ଶେଷ ସଂସ୍କାର/ଅନ୍ତିମ ସଂସ୍କାର ସମ୍ପନ୍ନ କରାଗଲା। ଅସହାୟଙ୍କୁ ସାହାରା ଦେବା ଏବଂ ମାନବିକତାର କର୍ତ୍ତବ୍ୟ ତୁଲାଇବା ହିଁ ଆମର ମୂଳ ଲକ୍ଷ୍ୟ। ଈଶ୍ଵର ଅମର ଆତ୍ମାକୁ ସଦଗତି ପ୍ରଦାନ କରନ୍ତୁ। #SocialService #MissionAshra #Humanity #HumanityFirst #Odisha #SocialWork #Respect #restinpeace
Baudh Sadar, Boudh (Bauda)
| Oct 4, 2026
#socialservice
#missionashra
#humanity
#humanityfirst
#odisha
#socialwork
#respect
#restinpeace
MORE NEWS
ପୋଲିସ କୁ ଗୋଡେଇ ଗୋଡେଇ ମାଡ଼ I ମାଡ଼ ଭୟ ରେ ଦୌଡିଲେ ପୋଲିସ I ଏହି ଘଟଣା ଦିଲ୍ଲୀର ଦିଲ୍ଲୀ ଆନ୍ଦୋଳନ ବେଳେ ପୁଲିସକୁ ଗୋଡେଇ ଗୋଡେଇ...
Baudh Sadar, Boudh (Bauda) | Oct 4, 2026
ହମଲା ଅଚାନକ ହବା I ଆଉ ହେଲା I ପୋଲିସ କୁ ଚେତାବନୀ ଯୁବକ ନିଶା ଉତାରି ଉଟବସ କଲା ପୋଲିସ ଦେଖନ୍ତୁ ଭିଡିଓ I ସମ୍ବଲପୁର ଅଂଚଳର
Baudh Sadar, Boudh (Bauda) | Oct 4, 2026
ସଂସ୍କୃତି, ପରମ୍ପରା ଓ ଭାଇଚାରାର ମହାନ ପର୍ବ 'ନୂଆଖାଇ ଭେଟଘାଟ'! ଭାରତୀୟ ଜନତା ପାର୍ଟି,ସାଂସ୍କୃତିକ ପ୍ରକୋଷ୍ଠ (ବୌଦ୍ଧ ଜିଲ୍ଲା ଶାଖା) ତରଫରୁ ଚାରିଛକ ଠାରେ ଜିଲ୍ଲା ସ୍ତରୀୟ 'ନୂଆଖାଇ ଭେଟଘାଟ' କାର୍ଯ୍ୟକ୍ରମ ଆନନ୍ଦ ଓ ଉଲ୍ଲାସର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଯୋଗଦେଇ କାର୍ଯ୍ୟକ୍ରମର ଶୋଭାବର୍ଦ୍ଧନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ: ବୌଦ୍ଧ ବିଧାୟକ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ କଣ୍ଟାମାଳ ବିଧାୟକ ଶ୍ରୀଯୁକ୍ତ କହ୍ନାଇ ଚରଣ ଡାଙ୍ଗ ଏଵଂ ଲୋକପ୍ରିୟ ଅଭିନେତ୍ରୀ ବିଦୁସ୍ମିତା ସାମିଲ ହୋଇ ସମସ୍ତଙ୍କ ସହ ନୂଆଖାଇର ଶୁଭେଚ୍ଛା ଆଦାନପ୍ରଦାନ କରିବା ସହ ସାଂସ୍କୃତିକ ଭାଇଚାରାର ବାର୍ତ୍ତା ଦେଇଥିଲେ। ସଂସ୍କୃତିର ଏହି ମହାମିଳନରେ ଜିଲ୍ଲାର ବହୁ ଦଳୀୟ କାର୍ଯ୍ୟକର୍ତ୍ତା, ସଂସ୍କୃତିପ୍ରେମୀ ଓ ବୁଦ୍ଧିଜୀବୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ। #NuakhaiBhetghat #NuakhaiJuhar #Boudh #BJP #BJPOdisha #CultureAndHeritage #nuakhaiutshav
Baudh Sadar, Boudh (Bauda) | Oct 4, 2026
ସ୍ୱର୍ଗତ ଶୁଭେନ୍ଦୁ ପଟ୍ଟନାୟକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ମହାନଦୀ ଆଳତି ଘାଟ ପକ୍ଷରୁ ଶ୍ରଦ୍ଧାଞ୍ଜଳି ବୌଦ୍ଧ ସହରର ପରିଚିତ ସମାଜସେବୀ ତଥା ମିଷ୍ଟଭାସୀ ସ୍ୱର୍ଗତ ଶୁଭେନ୍ଦୁ ପଟ୍ଟନାୟକଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ମହାନଦୀ ଆଳତି ଘାଟ କମିଟିର ସଭାପତି ଦେବାଶିଷ ପୁରୋହିତଙ୍କ ତତ୍ତ୍ୱାବଧାନରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୨ ମିନିଟ୍ ନୀରବ ପ୍ରାର୍ଥନା ସହ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ରବିନ୍ଦ୍ର ପଟ୍ଟନାୟକ ପରିଚାଳନା କରିଥିବା ବେଳେ LIC ର କର୍ମକର୍ତ୍ତା, 'ବେଞ୍ଚରର୍ସ-୯୨' ର ସଦସ୍ୟ ଏବଂ ବୌଦ୍ଧର ଅନେକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। 🙏 ଓଁ ଶାନ୍ତି! 🙏 . . #Tribute #Condolence #Boudh #BoudhNews #MahanadiAaratiGhat #SubhenduPattnaik #RestInPeace #OmShanti #SocialWorker #BoudhDiaries #odishanewstoday
Baudh Sadar, Boudh (Bauda) | Oct 4, 2026
ବାପରେ ବାପ.. ଏତେ ବଡ଼ ଜେନେରେଟର ପୁଣି ରେଳ ସୁଡ଼ଙ୍ଗ ଉପରେ #RailwayTunnel #Generater #BigRailwayTunnel #RailwayTunnelPowerHouse #AdenigarhRailwayStation #BigUpdate #RailwayLineUpdate #RailwayTunnelWork #OdishaTour #OdishaRailway #OdishaTourUpdate
Baudh Sadar, Boudh (Bauda) | Oct 4, 2026
ବୌଦ୍ଧ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ଗୁପ୍ତ ପୂଜା ଆରମ୍ଭ, ବନ୍ଦ ରହିବ ମାତ୍ର ଙ୍କ ଦର୍ଶନ #MaaBhairabi #JaiMaaBhairabi #Odisha #Boudh #OdishaTour
Baudh Sadar, Boudh (Bauda) | Oct 4, 2026
ଏତିକି ଆଗେଇଲାଣି ଆଡ଼େଣିଗଡ଼ ରେଳ ଷ୍ଟେସନ ର ଷ୍ଟେସନ ବିଲଡିଂ କାମ #AdenigarhRailwayStation #StationBulding #IndianRailway #OdishaRailway #RailwayLine #LatestRailwayInformation #OdishaTour #TrainLineUpdate #OdishaTourUpdate #BeautifulRailwayStation
Baudh Sadar, Boudh (Bauda) | Oct 4, 2026
ଗୁଟା ଗୁଟା ଗିଲି ପକା ରାମ ନାମ ଭାଇ ଆରିସା ପିଠା l ରାଜ୍ୟସ୍ତରୀୟ କୀର୍ତ୍ତନ ମହୋତ୍ସବ କଣ୍ଟାମାଲ ଲ #viralpost #tending #kirtan #sambalpuri #fbpost #Viralpostfacebook
Baudh Sadar, Boudh (Bauda) | Oct 4, 2026