Public App Logo
ଭଦ୍ରକ: ବୈତରଣୀ ନଦୀରେ ପ୍ରଭାବିତ ହେଉଛି ବନ୍ୟା ଜଳ। 🚨 BIG BREAKING 🚨 ଆଖୁଆପଦା ଆନିକଟ ଠାରେ ବିପଦ ସଂକେତ ଟପିଲା ବୈତରଣୀ ନଦୀର ବନ୍ୟାଜଳ। 🔴 ବିପଦ ସଂକେତ: ୧୨:୩୦ ସୁଦ୍ଧା: ୧୯.୫୨ ମିଟର। #FloodAlert #flood #FloodRescue #floodrelief #Bhadraknews #ciktykhabarbhadrak - Bhadrak Rural News