Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
No video available

ଜଗତପୁର: ବାରଙ୍ଗ ଗୋଡିସାହିକୁ ସଂଯୋଗ କରୁଥିବା ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତା ପାଟପୁର ଠାରେ ମଙ୍ଗଳବାର ଅଜଣା ଗାଡ଼ି ଧକ୍କାରେ ଜଣକ ମୃତ୍ୟୁ।

Jagatpur, Cuttack | May 12, 2025
ବାରଙ୍ଗ ବ୍ଲକ ଛକ ଦେଇ ଗୋଡି ସାହିକୁ ସଂଯୋଗ କରୁଥିବା ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତା ପାଟପୁର ଠାରେ ମଙ୍ଗଳବାର ସନ୍ଧ୍ୟା ସାଢେ ୭ଟାରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଲୁନା ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକର ପରିଚୟ ମିଳିପାରିନଥିବା ବେଳେ ଉକ୍ତ ବ୍ୟକ୍ତି ଜଣକ ଜଣେ ବେପାରୀ ବୋଲି ଅନୁମାନ କରାଯାଉଛି । ବାରଙ୍ଗ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତକକୁ କଟକ ବଡ ଡାକ୍ତରଖାନା ପଠାଇ ତଦନ୍ତ ଜାରି ରଖିଛି। ବ୍ୟକ୍ତି ଜଣକ ଲୁନା ଯୋଗେ କେନାଲ ବନ୍ଧ ରାସ୍ତାରେ ଗୋଡିସାହି ଅଭିମୁଖେ ଘରକୁ ଫେରୁଥିବା ବେଳେ ଅଜଣା ଗାଡି ଧକ୍କା ଦେଇଥିଲା।