Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
No video available

ଜଗତପୁର: ବାରଙ୍ଗ ଥାନା ଗୋଡିସାହି ଅଞ୍ଚଳରେ ଶୁକ୍ରବାର ଜଣେ ଯୁବକକୁ ପିଟିପିଟି ହତ୍ୟା। ଘଟଣାସ୍ଥଳରେ ଗୋଟିଏ ଟାଭେରା ଗାଡିକୁ ପୋଡିଦେଲେ ଦୁର୍ବୃତ।

Jagatpur, Cuttack | May 9, 2025
ବାରଙ୍ଗ ଥାନା ଗୋଡିସାହି ଅଞ୍ଚଳରେ ଶୁକ୍ରବାର ସକାଳ ପ୍ରାୟ ୬ ଟା ରେ ଜଣେ ଯୁବକକୁ ପିଟିପିଟି ହତ୍ୟା କରାଯାଇଛି। ଘଟଣାସ୍ଥଳରେ ଗୋଟିଏ ଟାଭେରା ଗାଡିକୁ ପୋଡିଦେଲେ ଦୁର୍ବୃତ।ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି। ଘଟଣାସ୍ଥଳରୁ ରକ୍ତ ଭିଜା ଲୁହା ରଡ଼ ଜବତ କଲା ପୋଲିସ୍।