Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
No video available

ଜଗତପୁର: ବାରଙ୍ଗ ତ୍ରିଶୂଳିଆ ମୁଖ୍ୟରାସ୍ତାରେ ମଙ୍ଗଳବାର ସନ୍ଧ୍ୟା ରେ ଦୁଇଟି କାର ଧକ୍କା ହୋଇଥିବା ବେଳେ  ଅଳ୍ପକେ ବର୍ତ୍ତିଯାଇଛନ୍ତି ଚାଳକ।

Jagatpur, Cuttack | May 27, 2025
ତ୍ରିଶୂଳିଆ ଗ୍ରାମ ନିକଟ ବାରଙ୍ଗ ତ୍ରିଶୂଳିଆ ମୁଖ୍ୟରାସ୍ତାରେ ଦୁଇଟି କାର ଧକ୍କା ହୋଇଥିବା ବେଳେ  ଅଳ୍ପକେ ବର୍ତ୍ତିଯାଇଛନ୍ତି ଚାଳକ। ମଙ୍ଗଳବାର ସଂନ୍ଧ୍ୟା ୬ ଟା ସମୟରେ ତ୍ରିଶୂଳିଆ ବଜାରରୁ ବାଙ୍କୀ ଅଭିମୁଖେ ଯାଉଥିବା କାରକୁ ପଛ ପଟରୁ ଅନ୍ୟ ଏକ କାର ଆସି ଦୃତଗତିରେ  ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଉଭୟ କାର ଚାଳକ ଅଳ୍ପକେ ସୁରକ୍ଷିତ ଭାବରେ ବର୍ତ୍ତି ଯାଇଥିଲେ। ଖବର ପାଇ ବାରଙ୍ଗ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୃଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଜାରି ରଖିଛି।