#ଛାତ୍ର_ସଂସଦ_ନିର୍ବାଚନ_ପାଇଁ_ନାମାଙ୍କନ,
#ଛାତ୍ରଛାତ୍ରୀଙ୍କ_ସହ_ଯୋଗଦେଲେ_ମହାଦେବ_ଦାସ ।
ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟରେ ଆଜି ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଅନୁଷ୍ଠିତ ହୋଇଛି। ଏହି ଅବସରରେ ବିଜୁ ଛାତ୍ର ଜନତା ଦଳ (BCJD)ର ଛାତ୍ରଛାତ୍ରୀଙ୍କ ସହ ବସ୍ତା ନିର୍ବାଚନ ମଣ୍ଡଳୀର ସଂଯୋଜକ ମହାଦେବ ଦାସ ଯୋଗଦେଇଥିଲେ।
ଛାତ୍ରଛାତ୍ରୀଙ୍କ ସହ ଉପସ୍ଥିତ ରହି ନିର୍ବାଚନ ସମ୍ପର୍କିତ କାର୍ଯ୍ୟକ୍ରମରେ ସେ ସାମିଲ ହୋଇଥିଲେ। ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।
#mahimatv #basta #jamusuli
Ajit Kumar Sahoo Journalist Rajkishore Behera
Basta, Balasore | Oct 9, 2026