#ଛାତ୍ର_ସଂସଦ_ନିର୍ବାଚନ_ପାଇଁ_ନାମାଙ୍କନ_ଆଜି
ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟରେ ଆଜି ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଅନୁଷ୍ଠିତ ହୋଇଛି। ଏହି ଅବସରରେ ବିଜୁ ଛାତ୍ର ଜନତା ଦଳ (BCJD)ର ଛାତ୍ରଛାତ୍ରୀ ମାନେ ବିଶାଳ ପଟୁଆରରେ ଆସି ନାମାଙ୍କନ ଭରିଥିଲେ । ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।
#mahimatv #basta #jamusuli
Rajesh Behera Naveen Patnaik Manas Ranjan Behera Kanak News Rajesh Giri Ajit Kumar Sahoo Journalist Rajkishore Behera
Basta, Balasore | Oct 9, 2026