Public App Logo
ରାଉରକେଲା ହେଉଛି ଆଧୁନିକ ସହର ମଧ୍ୟରେ ଓଡ଼ିଶାର ଅନ୍ୟତମ ସହର। ଲଗାଣ ବର୍ଷାରେ ଘରେ ଘରେ ପଶିଲା ପାଣି। ଆର. ଏସ. ପି.ର ଯେଉଁମାନେ ଦାୟିତ୍ୱରେ ସେମାନେ ଦେଖିବା କଥା। ସେମାନଙ୍କ ଉପରେ କ୍ରିମନେଲ କେସ ହେବା କଥା -ରଘୁନାଥପାଲ୍ଲୀ ବିଧାୟକ ଶ୍ରୀଯୁକ୍ତ ଦୁର୍ଗା ଚରଣ ତନ୍ତୀ - Raurkela M News