Public App Logo
Profile Picture

Odisha City News

@odishacitynews3
528Followers
0Following
ଗଞ୍ଜାମ ଜିଲ୍ଲା ଅ।ସିକା ଉପଖଣ୍ଡ ପୋଲିସ ପ୍ରଶାସନକୁ ଏକ ବଡ ସଫଳତା ମିଳିଛି । ଗତ ଜୁଲାଇ ମାସ 26 ତାରିଖ ଦିନ ଛତିଶିଗଡ ରାଜ୍ୟ ସିତାପୁର ଥାନା ଇଲାକା କାଷି ବିଶ୍ଵନାଥ ସୁନା ଦୋକାନରୁ ଏକ ବଡ ଧରଣର ଲୁଟ ଘଟଣା ଘଟିଥିଲା । ମାଲିକ ସକାଳୁ ସକାଳୁ ଦୋକାନ ଖୋଲିବା ବେଳେ ଦୁଇଟି ସ୍କୁଟିରେ ଚାରିଜଣ ଯୁବକ ଅ।ସି ଅଚାନ ମାଲିକ ହାତରୁ ସୁନା ବ୍ୟାଗ ଛଡାଇ ନେଇଥିଲେ । ତେବେ ସିସି ଟିଭି ଅ।ଧାରରେ ଡକାୟତି ମାନେ ଗଂଜାମ ଜିଲ୍ଲାର ବୋଲି ପୋଲିସ ଜାଣିବାକୁ ପାଇଥିଲା । ଏଥିସହ ପୋଲିସ ପ୍ରଶାସନ ଏକ ଟିମ ଗଠନ କରି ସୋରଡା ଥାନା ଇଲାକାର ଏକ ଅଜଣାସ୍ଥାନରୁ ପ୍ରାୟ 1 କିଲୋ ରୂପା ଓ 300 ଗ୍ରାନ ସୁନା ଜବତ କରିଥିବା ଅ।ସିକା ଏସଡିପିଓ ସୂଚନା ଦେଇଛନ୍ତି । ଏଥିସହ ଡକାୟତି ମାନଙ୍କୁ ମଧ୍ୟ ଚିହ୍ନଟ କରାଯାଇଥିବା ଅ।ସିକା ଏସଡିପିଓ କହିଥିବା ବେଳେ ତୁରନ୍ତ ଗିରଫ କରାଯିବ ବୋଲି ମଧ୍ୟ ସେ କହିଛନ୍ତି । 
<nis:link nis:type=tag nis:id=chhattisgarh nis:value=Chhattisgarh nis:enabled=true nis:link/> <nis:link nis:type=tag nis:id=sorada nis:value=Sorada nis:enabled=true nis:link/> <nis:link nis:type=tag nis:id=soradanews nis:value=SoradaNews nis:enabled=true nis:link/> <nis:link nis:type=tag nis:id=goldloot nis:value=GoldLoot nis:enabled=true nis:link/> <nis:link nis:type=tag nis:id=silverloot nis:value=SilverLoot nis:enabled=true nis:link/> <nis:link nis:type=tag nis:id=jewellerytheft nis:value=JewelleryTheft nis:enabled=true nis:link/> <nis:link nis:type=tag nis:id=theftcase nis:value=TheftCase nis:enabled=true nis:link/> <nis:link nis:type=tag nis:id=policeinvestigation nis:value=PoliceInvestigation nis:enabled=true nis:link/> <nis:link nis:type=tag nis:id=crimenews nis:value=CrimeNews nis:enabled=true nis:link/> <nis:link nis:type=tag nis:id=ganjamnews nis:value=GanjamNews nis:enabled=true nis:link/> <nis:link nis:type=tag nis:id=odishanews nis:value=OdishaNews nis:enabled=true nis:link/> <nis:link nis:type=tag nis:id=breakingnews nis:value=BreakingNews nis:enabled=true nis:link/> <nis:link nis:type=tag nis:id=latestnews nis:value=LatestNews nis:enabled=true nis:link/> <nis:link nis:type=tag nis:id=crimereport nis:value=CrimeReport nis:enabled=true nis:link/> <nis:link nis:type=tag nis:id=odishacitynews nis:value=odishacitynews nis:enabled=true nis:link/>
*ମିଡ଼ିଆ କ୍ଲବ, ରାଉରକେଲା ପରିସରରେ ଧୁମଧାମରେ ପାଳିତ ହେଲା 80ତମ ସ୍ୱାଧୀନତା ଦିବସ*

*ରାଉରକେଲା:* ଦେଶବାସୀଙ୍କ ସହ ତାଳ ଦେଇ ମିଡ଼ିଆ କ୍ଲବ, ରାଉରକେଲା ପକ୍ଷରୁ କ୍ଲବ ପରିସରେ ଅତ୍ୟନ୍ତ ଉତ୍ସାହ ଓ ଦେଶଭକ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ 80ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି।

ଏହି ବର୍ଷ ସ୍ୱାଧୀନତା ଦିବସର ମୁଖ୍ୟ ବିଷୟବସ୍ତୁ ଥିଲା *"ୟୁବା ଶକ୍ତି ପାଇଁ ବିକଶିତ ଭାରତ ଏବଂ ବନ୍ଦେ ମାତରମର 150 ବର୍ଷ"*। ଦେଶ ଗଠନରେ ଯୁବପିଢ଼ିଙ୍କ ଅବଦାନ, ସ୍ୱଦେଶୀ ପ୍ରଯୁକ୍ତି, ସବୁଜ ରୂପାନ୍ତର ଏବଂ ଆତ୍ମନିର୍ଭରଶିଳତା ଓ ପ୍ରତିରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା। 

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଉରକେଲା ଚାମ୍ବର ଅଫ କମର୍ସ ଓ ଇଣ୍ଡଷ୍ଟ୍ରିର ପୂର୍ବତନ ସଭାପତି *ଶ୍ରୀ ସୁନୀଲ କାଏଲ* ଯୋଗ ଦେଇ ଜାତୀୟ  ପତାକା ଉତ୍ତୋଳନ କରିଥିଲେ। ସମ୍ମାନିତ ଅତିଥି ଭାବେ *ଇଂ ବିମଲ ବିଶି* ଓ *ଇଂ ଗୋପୀନାଥ ପଟ୍ଟନାୟକ*, ପି. ପି ରାୟ ଉପସ୍ଥିତ ରହି ସ୍ୱାଧୀନତା ସଂଗ୍ରାମର ଇତିହାସ ଓ ବର୍ତମାନର ବିକଶିତ ଭାରତ ଗଠନରେ ଗଣମାଧ୍ୟମର ଭୂମିକା ଉପରେ ବକ୍ତବ୍ୟ ରଖିଥିଲେ।

କାର୍ଯ୍ୟକ୍ରମର ଆରମ୍ଭରେ ସାଧାରଣ ସମ୍ପାଦକ *ଶ୍ରୀ ବିବେକାନନ୍ଦ ଦାସ* ସ୍ୱାଗତଭାଷଣ ଦେବାସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସେ କହିଲେ ଯେ ଯୁବଶକ୍ତି ହିଁ ଆଗାମୀ ଭାରତର ଭିତ୍ତି ଏବଂ ମିଡ଼ିଆ ସେମାନଙ୍କ କଥାକୁ ଜନତା ପର୍ଯ୍ୟନ୍ତ ପହଞ୍ଚାଇବାର ବଡ଼ ଦାୟିତ୍ୱ ବହନ କରେ।

ଜାତୀୟ ପତାକା ଉତ୍ତୋଳନ ପରେ ଦେଶଭକ୍ତିପୂର୍ଣ୍ଣ ଗୀତ, କବିତା ପାଠ ଏବଂ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ କ୍ଲବର ସଦସ୍ୟ *ଶ୍ରୀ ସଂଗ୍ରାମ କେଶରୀ ଭୂୟାଁ* ସମସ୍ତ ଅତିଥି, ସଦସ୍ୟ ଓ ଶୁଭେଛୁମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

ଏହି ଅବସରରେ କ୍ଲବର ସଦସ୍ୟ ଓ ଶୁଭେଛୁ ଙ୍କ ମଧ୍ୟରେ କୁଞ୍ଜ ବିହାରୀ ରାଉତ,  କମଳା କାନ୍ତ ରାଉତ, ଡଃ ବସନ୍ତ କୁମାର ଦାସ, ମନୋରଞ୍ଜନ ଦାଶ, ସତ୍ୟାନନ୍ଦ ବେହେରା, ସନ୍ତୋଷ କୁମାର ସ୍ୱାଇଁ, ବସନ୍ତ ଦାସ, ଡ଼. ସୁବାଷ ଚନ୍ଦ୍ର ଲେଙ୍କା, ରାଜେନ୍ଦ୍ର ପଣ୍ଡା                ସରୋଜ ବେହେରା,ଶରତ ଚନ୍ଦ୍ର ପଣ୍ଡା, କୁନିଆ ବାରିକ,  ଜଗନ୍ନାଥ ମହନ୍ତ,ବଙ୍କେଶ୍ୱର ସିଂହ , ରବୀନ୍ଦ୍ରନାଥ ଦୁବେ, ଅରୁଣ କୁମାର ଦାଶ, ସସ୍ମିତା ପ୍ରଧାନ, ପ୍ରିୟଙ୍କା ପାଣି  
ହେମନ୍ତ ଚନ୍ଦ୍ର ପଣ୍ଡା , ସୁଭଶ୍ରୀ ଦାଶ,  ଦିଲୀପ ଶର୍ମା,   
ସୁରେନ୍ଦ୍ର ରାୟ ,ସୌମ୍ୟ ରାଉତ,  ସୁଧୀର ଦାସ  
ନବୀନ ପ୍ରଧାନ, ଅମର ବର୍ମା,   
ରାଜକୁମାର ଯାଦବ, ଶୈଳେନ୍ଦ୍ର ସାହୁ, 
ଅନିଲ କୁମାର ସାହୁ  
ଏମ.ଦାଶ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

ସମଗ୍ର କାର୍ଯ୍ୟକ୍ରମ ଦେଶପ୍ରେମ ଓ ଏକତାର ବାର୍ତା ଦେଇ ଶେଷ ହୋଇଥିଲା।
୫୨ତମ ଇଣ୍ଡିପେଣ୍ଡେନ୍ସ୍ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ <nis:link nis:type=tag nis:id=odishacitynews nis:value=odishacitynews nis:enabled=true nis:link/> <nis:link nis:type=tag nis:id=rajgangapur nis:value=rajgangapur nis:enabled=true nis:link/> <nis:link nis:type=tag nis:id=football nis:value=football nis:enabled=true nis:link/> <nis:link nis:type=tag nis:id=footballplayer nis:value=footballplayer nis:enabled=true nis:link/> <nis:link nis:type=tag nis:id=odisha nis:value=Odisha nis:enabled=true nis:link/> <nis:link nis:type=tag nis:id=odishanews nis:value=OdishaNews nis:enabled=true nis:link/>
୮୦ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରକୁ ରଙ୍ଗୀନ ଆଲୋକମାଳରେ ସୁନ୍ଦରଭାବେ ସଜାଯାଇଛି।
ଆସନ୍ତା କାଲି ବାଲେଶ୍ୱର ଜିଲ୍ଲାର ସବୁ ସ୍କୁଲ ଛୁଟି, ପ୍ରବଳ ବର୍ଷା କାରଣରୁ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ଦେଲେ ନିର୍ଦ୍ଦେଶ।
<nis:link nis:type=tag nis:id=sip nis:value=sip nis:enabled=true nis:link/> <nis:link nis:type=tag nis:id=marketupdate nis:value=MarketUpdate nis:enabled=true nis:link/> <nis:link nis:type=tag nis:id=marketingonline nis:value=MarketingOnline nis:enabled=true nis:link/>
<nis:link nis:type=tag nis:id=ପାଣିପାଗ nis:value=ପାଣିପାଗ nis:enabled=true nis:link/> 🌪️⚡ ⛈️ 
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୩ ଦିନ ଭିଜିବ ଓଡ଼ିଶା।<nis:link nis:type=tag nis:id=ଓଡ଼ିଶା nis:value=ଓଡ଼ିଶା nis:enabled=true nis:link/> <nis:link nis:type=tag nis:id=odishacitynews nis:value=odishacitynews nis:enabled=true nis:link/> <nis:link nis:type=tag nis:id=viralpost nis:value=viralpost nis:enabled=true nis:link/> <nis:link nis:type=tag nis:id=climatechange nis:value=climatechange nis:enabled=true nis:link/> <nis:link nis:type=tag nis:id=rainyday nis:value=rainyday nis:enabled=true nis:link/> <nis:link nis:type=tag nis:id=deeppressure nis:value=deeppressure nis:enabled=true nis:link/>
ଭୁବନେଶ୍ୱର ଓ ବାଲେଶ୍ୱର ଭଳି ରାଉରକେଲା ରେ ହେବ ଆଇ. ଟି. ହବ <nis:link nis:type=tag nis:id=odisha nis:value=Odisha nis:enabled=true nis:link/> <nis:link nis:type=tag nis:id=odyssey nis:value=Odyssey nis:enabled=true nis:link/> <nis:link nis:type=tag nis:id=bhubaneswar nis:value=Bhubaneswar nis:enabled=true nis:link/> <nis:link nis:type=tag nis:id=baleswor nis:value=baleswor nis:enabled=true nis:link/> <nis:link nis:type=tag nis:id=rourkela nis:value=rourkela nis:enabled=true nis:link/> <nis:link nis:type=tag nis:id=ithub nis:value=ITHub nis:enabled=true nis:link/>
ରାଉରକେଲା ହେଉଛି ଆଧୁନିକ ସହର ମଧ୍ୟରେ ଓଡ଼ିଶାର ଅନ୍ୟତମ ସହର। ଲଗାଣ ବର୍ଷାରେ ଘରେ ଘରେ ପଶିଲା ପାଣି। ଆର. ଏସ. ପି.ର ଯେଉଁମାନେ ଦାୟିତ୍ୱରେ ସେମାନେ ଦେଖିବା କଥା। ସେମାନଙ୍କ ଉପରେ କ୍ରିମନେଲ କେସ ହେବା କଥା -ରଘୁନାଥପାଲ୍ଲୀ ବିଧାୟକ ଶ୍ରୀଯୁକ୍ତ ଦୁର୍ଗା ଚରଣ ତନ୍ତୀ
ରାଉରକେଲା ଅବକାରୀ ବିଭାଗ ସୁନ୍ଦରଗଡ Collector Dr. ଶୁଭଙ୍କର ମହାପାତ୍ର ଙ୍କ ନିର୍ଦେଶ କ୍ରମେ ରାଉରକେଲା ଅବକାରୀ ବିଭାଗ ଅବକାରୀ ଅଧିକ୍ଷକ ଧନେଶ୍ୱର ବରାଡ଼ ଙ୍କ ତତ୍ୱାବଧାନରେ ଲାଠିକଟା ଏବଂ ଶୀତଳପଡ଼ା ଅଞ୍ଚଳରେ ଚଢ଼ାଉ କରି ଦୁଇ ଗୋଟି NDPS ( Ganja) କେସ ରୁଜୁ କରା ଯାଇଛି | 7.100 kg Ganja ଜବତ କରା ଯିବା ସହିତ ଦୁଇ ଜଣ ଆସାମୀ ଉଦୟ ସଂଙ୍କର ସାହୁ ଏବଂ ସୁଧାଂଶୁ ରଞ୍ଜନ ପଣ୍ଡା ଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ାଉ ରେ  Excise Inspector ଦୁର୍ବାଦଲ ବିଶ୍ୱାଳ, SI ଜ୍ଞାନେଶ୍ବରୀ ବିଶ୍ୱାଳ, SI ରୋହିତ ଦନସେନା,SI ଯତୀନ ଦେବସା, ASI ଆଲୋକ ପଧାନ ଓ ବିଭାଗୀୟ ଷ୍ଟାଫ ସାମିଲ ଥିଲେ l
୮୦ ତମ ସ୍ୱାଧୀନତା ଦିବସ ଅବସରରେ ଲୋକ ଭବନ ଠାରେ ରାଜ୍ୟପାଳ ଡଃ ହରିବାବୁ କମ୍ଭମପାଟି ଙ୍କ ଦ୍ଵାରା ଆୟୋଜିତ "AT HOME PARTY " ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ।

୧୫ ଅଗଷ୍ଟ ୨୦୨୬
ରାଉରକେଲା ଇସ୍ପାତ ଷ୍ଟାଡିୟମ ରେ ସ୍ୱାଧୀନତା ଦିବସ ସମାରୋହ ୨୦୨୬
<nis:link nis:type=tag nis:id=ଡକାୟତ_ଗ୍ୟାଙ୍ଗ_ଗିରଫ nis:value=ଡକାୟତ_ଗ୍ୟାଙ୍ଗ_ଗିରଫ nis:enabled=true nis:link/> 
ବ୍ରହ୍ମପୁର ଗୋଳନ୍ଥରା ଥାନା ପୁଲିସ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର ୪ ଜଣକୁ ଗିରଫ କରିଛି l ସେମାନଙ୍କୁ ଠାରୁ ପୁଲିସ ନଗଦ ୬.୯୨ ଲକ୍ଷ ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି l ଗିରଫ ମଧ୍ୟରେ ୩ ଜଣ ଆନ୍ଦ୍ରପ୍ରଦେ ଶ ରାଜ୍ୟର ହୋଇଥିବା ବେଳେ ଜଣେ ବ୍ରହ୍ମପୁର ଟାଉନ୍ ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି l
<nis:link nis:type=tag nis:id=odishacitynews nis:value=odishacitynews nis:enabled=true nis:link/>  <nis:link nis:type=tag nis:id=sp nis:value=SP nis:enabled=true nis:link/> Brahmapur <nis:link nis:type=tag nis:id=silkcity nis:value=silkcity nis:enabled=true nis:link/> <nis:link nis:type=tag nis:id=rubery nis:value=rubery nis:enabled=true nis:link/> <nis:link nis:type=tag nis:id=arrested nis:value=arrested nis:enabled=true nis:link/> <nis:link nis:type=tag nis:id=interstate nis:value=interstate nis:enabled=true nis:link/> <nis:link nis:type=tag nis:id=gang nis:value=GANG nis:enabled=true nis:link/> <nis:link nis:type=tag nis:id=6lakhsmoney nis:value=6Lakhsmoney nis:enabled=true nis:link/>
*ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନ ରାଉରକେଲା ପକ୍ଷରୁ ୮୦ତମ ସ୍ଵାଧୀନତା ଦିବସ ପାଳିତ*

ରାଉରକେଲା ୧୫/୮, ଆଜି ସମଗ୍ର ଦେଶ ପାଳନ କରୁଛି ୮୦ତମ ସ୍ଵାଧୀନତା ଦିବସ।  ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନ, ରାଉରକେଲା ପକ୍ଷରୁ ୮୦ତମ ସ୍ବାଧିନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନର ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକଙ୍କ ଆବାହକତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ରାଉରକେଲା ଗଭର୍ଣ୍ଣମେଣ୍ଟ କଣ୍ଟ୍ରାକ୍ଟର ଆସୋସିଏସନର ସଭାପତି ତାପସ କୁମାର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି, ସାମ୍ବାଦିକ ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ। ମୁଖ୍ଯ ଅତିଥି ଶ୍ରୀ ଆଚାର୍ଯ୍ୟ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଦେଶ ଆଜି ୮୦ତମ ସ୍ବାଧିନତା ଦିବସ ପାଳନ କରୁଛି। କିନ୍ତୁ ଏ ଦେଶ ପାଇଁ ପ୍ରାଣବଳି ଦେଇଥିବା ଦେଶଭକ୍ତ ତଥା ସଂଗ୍ରାମୀମାନଙ୍କୁ ଆମେ ଭୁଲି ଯାଉଛନ୍ତି। ତାଙ୍କୁ ଆଜିର ଦିନରେ ମନେପକାଇବା ସହିତ ସ୍ଵଚ୍ଛ ଭାରତ ପାଇଁ ସ୍ବଚ୍ଛ ଶାସନର ଆବଶ୍ୟକତା ରହିଛି। ସାମ୍ବାଦିକମାନେ ହେଉଛନ୍ତି ସ୍ଵଚ୍ଛ ଶାସନର ମୂଳ ପିଣ୍ଡ, ତାଙ୍କ କଲମ ମୁନରେ ସ୍ବଚ୍ଛ ଶାସନ ହିଁ ସମ୍ଭବ ହୋଇପାରିବ। 
     କାର୍ଯ୍ୟକ୍ରମରେ ଅତିଥି ଭାବେ ବିମଲ କୁମାର ବିଶି, ମନୋରଞ୍ଜନ ଦାଶ, ପି ପି ରାୟଙ୍କ ସମେତ ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନର ସଭାପତି ବିରଞ୍ଚିନାରାୟଣ ପଟ୍ଟନାୟକ, ସାଧାରଣ ସମ୍ପାଦକ ଅରୁଣ କୁମାର ଦାସ, ଉପସଭାପତି କୁଞ୍ଜବିହାରୀ ରାଉତ, ସହସମ୍ପାଦକ ଗନ୍ଦୁର ଓରାମ, କୋଷାଧ୍ୟକ୍ଷ ସୁମନ୍ତ ଜେନା, କାର୍ଯ୍ୟକାରୀ ସଦସ୍ୟ ଶୈଳେନ୍ଦ୍ର କୁମାର ସାହୁ, ସୁଦୀପ ଦେ, ଦିଲ୍ଲୀପ ଶର୍ମା, ଅଶୋକ କୁମାର ଦାଶ, ରଞ୍ଜିତ କୁମାର ପ୍ରଧାନ (ପଲଟୁ ଭାଇ), ବସନ୍ତ ମିଶ୍ର, ଅନୀଲ ମହାନ୍ତି, ସସ୍ମିତା ପ୍ରଧାନ, କମଳାକାନ୍ତ ରାଉତ,  ବିପ୍ଳବ ରଂଜନ ଦାଶ, ସରୋଜ ଜେନା, ସଂଗ୍ରାମ ଭୂୟାଁ, ସରୋଜ କୁମାର ବେହେରା, ସନ୍ତୋଷ କୁମାର ସ୍ବାଇଁ, ସତ୍ଯାନନ୍ଦ ବେହେରା, ରାଜେନ୍ଦ୍ର ପଣ୍ଡା, ସୌମ୍ୟରଞ୍ଜନ ରାଉତ, ରାଜ ମହାନ୍ତି, ଡ଼.ବସନ୍ତ କୁମାର ଦାସ ପ୍ରମୁଖ  ୮୦ତମ ସ୍ଵାଧୀନତା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
ରାଜ୍ୟ ସ୍ତରୀୟ ପଦକ ପ୍ରଦାନ ଉତ୍ସବ - ୨୦୨୬ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ  ଲୋକସେବା ଭବନ ସ୍ଥିତ କନ୍ ଭେନ୍ ସନ୍ ସେଣ୍ଟରଠାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ  ପଦକ ପ୍ରଦାନ କରୁଛନ୍ତି ।
15th Independence day ରେ ମୁଁ ବହୁତ ସୌଭାଗ୍ୟବାନ ଯେ ମୁଁ ସୁନାର ଚିଡ଼ିଆ ଭାରତ ମାତାର ସନ୍ତାନ, ଏ ହେଲା ମୋର ମେନ ପରିଚୟ ଦୀକ୍ଷିତ ଆତ୍ମନିର୍ଭର ଭାରତ କରିବାକୁ ପଡ଼ିବ। ଏ ହେଲା ସବୁ ଭରାତବାସୀଙ୍କ ଏକ ମାତ୍ର ସ୍ୱପ୍ନ <nis:link nis:type=tag nis:id=independenceday nis:value=IndependenceDay nis:enabled=true nis:link/> <nis:link nis:type=tag nis:id=odisha nis:value=Odisha nis:enabled=true nis:link/> <nis:link nis:type=tag nis:id=indiana nis:value=Indiana nis:enabled=true nis:link/> <nis:link nis:type=tag nis:id=odishanews nis:value=OdishaNews nis:enabled=true nis:link/> <nis:link nis:type=tag nis:id=viralreelsシ nis:value=viralreelsシ nis:enabled=true nis:link/> <nis:link nis:type=tag nis:id=viralreelschallenge nis:value=viralreelschallenge nis:enabled=true nis:link/> <nis:link nis:type=tag nis:id=viralpost nis:value=viralpost nis:enabled=true nis:link/>
୮୦ ତମ ସ୍ୱାଧୀନତା ଦିବସ ପାଳନ କଲେ କନକ ମଞ୍ଜରୀ ଇନଷ୍ଟିଟିୟୁଟ ଅଫ ଫାର୍ମାସିଷ୍ଟକାଲ ସାଇନ୍ସ, ଛେଣ୍ଡ, ରାଉରକେଲା <nis:link nis:type=tag nis:id=kmips nis:value=kmips nis:enabled=true nis:link/> <nis:link nis:type=tag nis:id=rourkela nis:value=rourkela nis:enabled=true nis:link/> <nis:link nis:type=tag nis:id=odisha nis:value=Odisha nis:enabled=true nis:link/> <nis:link nis:type=tag nis:id=independenceday nis:value=IndependenceDay nis:enabled=true nis:link/>
ରାଉରକେଲାର ଓଡ଼ିଶା ଆଦର୍ଶ ମାଇନିଂ ବିଦ୍ୟାଳୟ ଅନ୍ତେବାସୀ ଛାତ୍ରଛାତ୍ରୀ ମାନେ ୮୦ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଛେଣ୍ଡ ସ୍ଥିତ ଏୟାର ଠାରେ ପ୍ରଭାତ କ୍ରମାକରୁଛନ୍ତି <nis:link nis:type=tag nis:id=odisha nis:value=Odisha nis:enabled=true nis:link/> <nis:link nis:type=tag nis:id=independence nis:value=independence nis:enabled=true nis:link/> <nis:link nis:type=tag nis:id=oamv nis:value=oamv nis:enabled=true nis:link/>  <nis:link nis:type=tag nis:id=ଛେଣ୍ଡ nis:value=ଛେଣ୍ଡ nis:enabled=true nis:link/> <nis:link nis:type=tag nis:id=rourkela nis:value=rourkela nis:enabled=true nis:link/> <nis:link nis:type=tag nis:id=indepenceday nis:value=indepenceday nis:enabled=true nis:link/> <nis:link nis:type=tag nis:id=2026goals nis:value=2026Goals nis:enabled=true nis:link/>
Today, (dt.14.08.2026, evening), on behalf of, DCC, Rourkela, Odisha carried out " The Padayatra & Satyagraha " to protest against Haldawani incidence..... DCC, Rourkela.
୮୦ ତମ ସ୍ୱାଧୀନତା ଦିବସ ପାଳନ କଲେ କନକ ମଞ୍ଜରୀ ଇଣ୍ଟରନେସନାଲ ସ୍କୁଲ , ଛେଣ୍ଡ, ରାଉରକେଲା <nis:link nis:type=tag nis:id=kmis nis:value=kmis nis:enabled=true nis:link/> <nis:link nis:type=tag nis:id=rourkela nis:value=rourkela nis:enabled=true nis:link/> <nis:link nis:type=tag nis:id=odisha nis:value=Odisha nis:enabled=true nis:link/> <nis:link nis:type=tag nis:id=independenceday nis:value=IndependenceDay nis:enabled=true nis:link/>
*Grand Celebration of 150  years of our National Song *Vande Matram* at Victoria Memorial, Kolkata.
*Worth watching and sharing.Proud moment.*🇮🇳✌️🙏
🚨 <nis:link nis:type=tag nis:id=ପତାକା_ଉତ୍ତୋଳନ_ବେଳେ_ଅଘଟଣ! nis:value=ପତାକା_ଉତ୍ତୋଳନ_ବେଳେ_ଅଘଟଣ! nis:enabled=true nis:link/> 😢 ବିଦ୍ୟୁତ୍ ସଂସ୍ପର୍ଶରେ ଶିକ୍ଷକଙ୍କ ମୃତ
ବାଲେଶ୍ୱର ମଇତାପୁରର ଏକ ଘରୋଇ ସ୍କୁଲରେ ପତାକା ଉତ୍ତୋଳନ ପୂର୍ବରୁ ଘଟିଲା ଅଘଟଣ। ପତାକା ଖୁଣ୍ଟି ପୋତିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଶିକ୍ଷକ ପ୍ରିୟବ୍ରତ ବେହେରା ଗୁରୁତର ହୋଇଥିଲେ। ତୁରନ୍ତ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 😢🙏

ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା।

📰 ଏଭଳି ତାଜା ଓଡ଼ିଶା ଖବର ପାଇଁ odisha city news କୁ Follow କରନ୍ତୁ।

🔥 Hastag:-
<nis:link nis:type=tag nis:id=nonfollowers nis:value=nonfollowers nis:enabled=true nis:link/> <nis:link nis:type=tag nis:id=follower nis:value=follower nis:enabled=true nis:link/> <nis:link nis:type=tag nis:id=trendingnow nis:value=trendingnow nis:enabled=true nis:link/> <nis:link nis:type=tag nis:id=foryouシ nis:value=foryouシ nis:enabled=true nis:link/> 
<nis:link nis:type=tag nis:id=odishacitynews nis:value=odishacitynews nis:enabled=true nis:link/> <nis:link nis:type=tag nis:id=breakingnews nis:value=BreakingNews nis:enabled=true nis:link/> <nis:link nis:type=tag nis:id=odishanews nis:value=OdishaNews nis:enabled=true nis:link/> <nis:link nis:type=tag nis:id=balasorenews nis:value=BalasoreNews nis:enabled=true nis:link/> <nis:link nis:type=tag nis:id=bhadraknews nis:value=BhadrakNews nis:enabled=true nis:link/> <nis:link nis:type=tag nis:id=teacherdeath nis:value=TeacherDeath nis:enabled=true nis:link/> <nis:link nis:type=tag nis:id=electricshock nis:value=ElectricShock nis:enabled=true nis:link/> <nis:link nis:type=tag nis:id=flaghoisting nis:value=FlagHoisting nis:enabled=true nis:link/> <nis:link nis:type=tag nis:id=odishabreaking nis:value=OdishaBreaking nis:enabled=true nis:link/> <nis:link nis:type=tag nis:id=viralnews nis:value=ViralNews nis:enabled=true nis:link/> <nis:link nis:type=tag nis:id=newsupdate nis:value=NewsUpdate nis:enabled=true nis:link/> <nis:link nis:type=tag nis:id=odishacitynewsplus nis:value=odishacitynewsplus nis:enabled=true nis:link/>
ଭୁବନେଶ୍ୱରକୁ ଫେରିଲା କରୋନା

<nis:link nis:type=tag nis:id=covid19 nis:value=COVID19 nis:enabled=true nis:link/> <nis:link nis:type=tag nis:id=bhubaneswar nis:value=Bhubaneswar nis:enabled=true nis:link/> <nis:link nis:type=tag nis:id=baramunda nis:value=Baramunda nis:enabled=true nis:link/> <nis:link nis:type=tag nis:id=odisha nis:value=Odisha nis:enabled=true nis:link/> <nis:link nis:type=tag nis:id=healthnews nis:value=HealthNews nis:enabled=true nis:link/> <nis:link nis:type=tag nis:id=odishacitynews nis:value=odishacitynews nis:enabled=true nis:link/>
ରାଉରକେଲାର ଓ ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣଙ୍କୁ ୮୦ ତମ ସ୍ୱାଧୀନତା ଦିବସ ହାର୍ଦିକ ଶୁଭେଚ୍ଛା ଓ ଶୁଭକାମନା <nis:link nis:type=tag nis:id=odisha nis:value=Odisha nis:enabled=true nis:link/> <nis:link nis:type=tag nis:id=independence nis:value=independence nis:enabled=true nis:link/> <nis:link nis:type=tag nis:id=sabirhussain nis:value=sabirhussain nis:enabled=true nis:link/>  <nis:link nis:type=tag nis:id=ରଘୁନାଥପଲ୍ଲୀ nis:value=ରଘୁନାଥପଲ୍ଲୀ nis:enabled=true nis:link/> <nis:link nis:type=tag nis:id=rourkela nis:value=rourkela nis:enabled=true nis:link/> <nis:link nis:type=tag nis:id=indepenceday nis:value=indepenceday nis:enabled=true nis:link/> <nis:link nis:type=tag nis:id=2026 nis:value=2026 nis:enabled=true nis:link/>
ରାଉରକେଲା ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣଙ୍କୁ ୮୦ ତମ ସ୍ୱାଧୀନତା ଦିବସ ହାର୍ଦିକ ଶୁଭେଚ୍ଛା ଓ ଶୁଭକାମନା <nis:link nis:type=tag nis:id=odisha nis:value=Odisha nis:enabled=true nis:link/> <nis:link nis:type=tag nis:id=independence nis:value=independence nis:enabled=true nis:link/> <nis:link nis:type=tag nis:id=rabiray nis:value=rabiray nis:enabled=true nis:link/> <nis:link nis:type=tag nis:id=rourkelajillacongress nis:value=rourkelajillacongress nis:enabled=true nis:link/> <nis:link nis:type=tag nis:id=ଏକ୍ସପ୍ରେସିଡେଣ୍ଟ nis:value=ଏକ୍ସପ୍ରେସିଡେଣ୍ଟ nis:enabled=true nis:link/> <nis:link nis:type=tag nis:id=congress nis:value=congress nis:enabled=true nis:link/>