Public App Logo
କେନ୍ଦ୍ରାପଡ଼ା ଜିଲ୍ଲା NH-53 ନିଳାଞ୍ଚଳ ବଜାର ଅଞ୍ଚଳରେ ବଡ଼ ଅଘଟଣ। ପ୍ରବଳ ବର୍ଷା ମଧ୍ୟରେ ନୂତନ ରାସ୍ତା ଧସିଯିବାରୁ ତିନିଟି ଟ୍ରକ ଓଲଟିପଡ଼ିଛି। ରାସ୍ତା ନିର୍ମାଣରେ ନିମ୍ନମାନର କାମ ଯୋଗୁଁ ଏଭଳି ଘଟିଥିବା ଅଭିଯୋଗ ହେଉଛି | - Raurkela M News