Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh

ବୌଦ୍ଧ ସଦର: କନେକ୍ ପୁର ଗୋଷ୍ଟି ମଣ୍ଡପ ଉଦ୍ଘାଟନ କଲେ କଣ୍ଟାମାଲ୍ ବିଧାୟକ

ବୌଦ୍ଧ ବ୍ଳକ୍ କନେକ୍ ପୁର ଗୋଷ୍ଟି ମଣ୍ଡପର ଶୁଭ ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଛି l ଉକ୍ତ କାର୍ଯ୍ୟକ୍ରମରେ କଣ୍ଟାମାଲ୍ ବିଧାୟକ ଶ୍ରୀଯୁକ୍ତ କହ୍ନାଇ ଚରଣ ଡାଙ୍ଗ ଯୋଗ ଦେଇ ଉକ୍ତ ଗୋଷ୍ଟି ମଣ୍ଡପର ଶୁଭ ଉଦଘାଟନ କରିଥିଲେ l ପୂଜକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମବାସମାନେ ଉପସ୍ଥିତ ଥିଲେ

MORE NEWS

ଶଗଡ଼ା ବାଘ ବ୍ୟାରେଜ ପ୍ରକଳ୍ପ: ଠିକାଦାର-ଯନ୍ତ୍ରୀ-ନେତାଙ୍କ ମଧୁଚନ୍ଦ୍ରିକା, ବଳି ପଡ଼ୁଛନ୍ତି ନିରୀହ ଚାଷୀ! 
​ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ ଅନ୍ତର୍ଗତ ଶଗଡ଼ା ଗ୍ରାମପଞ୍ଚାୟତର ବାଘ ନଦୀ ଉପରେ ନିର୍ମିତ ଆନିକଟ/ବ୍ୟାରେଜକୁ ନେଇ ଏବେ ସୃଷ୍ଟି ହୋଇଛି ଗଭୀର ଅସନ୍ତୋଷ। ଚାଷୀଙ୍କ ସୁବିଧା ପାଇଁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଏବେ ଦୁର୍ନୀତିର ପାଚେରୀ ସାଜିଛି!
​ମେନ୍ କେନାଲର ପୁନଃରୁଦ୍ଧାର ପାଇଁ ହୋଇଥିବା କଂକ୍ରିଟ୍ କାର୍ଯ୍ୟ ବର୍ଷଟିଏ ପୂରିବା ଆଗରୁ ହିଁ ଧୋଇଯାଇଛି। କେନାଲର ଉଭୟ ପାର୍ଶ୍ୱରେ ଘାଇ ସୃଷ୍ଟି ହୋଇଥିବାରୁ ବର୍ତ୍ତମାନ ଚାଷ ସମୟରେ ପାଣି ପାଇବାରୁ ବଞ୍ଚିତ ହେବା ଭୟରେ ଆଶଙ୍କିତ ଚାଷୀକୂଳ।
​୧୦ ବର୍ଷ ହେଲା ଗୋଟିଏ ଜାଗାରେ କନିଷ୍ଠ ଯନ୍ତ୍ରୀ: ସରକାରୀ ନିୟମାନୁସାରେ ଜଣେ କର୍ମଚାରୀ ୩ ବର୍ଷରୁ ଅଧିକ ସମୟ ଗୋଟିଏ ଜାଗାରେ ରହିବା କଥା ନୁହେଁ। ହେଲେ କନିଷ୍ଠ ଯନ୍ତ୍ରୀ ଅନାଦି ବେହେରା ଆଜକୁ ପ୍ରାୟ ୧୦ ବର୍ଷ ହେଲା କାହା ସ୍ୱାର୍ଥରେ ଓ କାହା ରାଜନୈତିକ ଛାତ୍ରଛାୟା ତଳେ ଗୋଟିଏ ସ୍ଥାନରେ ପଡ଼ିରହିଛନ୍ତି?
​ଠିକାଦାର-ଅଫିସରଙ୍କ ଭିତିରିଆ ବୁଝାମଣା: ଠିକାଦାର, ବିଭାଗୀୟ ଯନ୍ତ୍ରୀ (SDO ଓ JE) ଏବଂ ଶାସକ ଗୋଷ୍ଠୀର ମଧୁଚନ୍ଦ୍ରିକା ଯୋଗୁଁ ନିମ୍ନମାନର କାମ ହୋଇଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।
ଯଦି ତୁରନ୍ତ ଏହି କେନାଲର ସ୍ଥାୟୀ ସମାଧାନ କରାଯାଇ ଚାଷୀଙ୍କୁ ପାଣି ଯୋଗାଇ ଦିଆନଯାଏ ଏବଂ ନିୟମ ବିରୋଧୀ ଭାବେ ରହିଥିବା କନିଷ୍ଠ ଯନ୍ତ୍ରୀ ଅନାଦି ବେହେରାଙ୍କୁ ବଦଳି କରାନଯାଏ, ତେବେ ଆଗାମୀ ଦିନରେ ଅଞ୍ଚଳର ଚାଷୀମାନଙ୍କୁ ନେଇ ବ୍ୟାପକ ଆନ୍ଦୋଳନ କରାଯିବ। ବୋଲି ​କଂଗ୍ରେସ ନେତା ରଘୁନାଥ ପଲିଆ ଓ ଶଗଡ଼ା ପୂର୍ବତନ ସରପଞ୍ଚ ସୁରଥ କୁମାର ମିଶ୍ର
​#Boudh #ChasiSamasya #SagadaBaghProject #CorruptionAllegation #OdishaNews #FarmersIssue #PublicProtests

ଶଗଡ଼ା ବାଘ ବ୍ୟାରେଜ ପ୍ରକଳ୍ପ: ଠିକାଦାର-ଯନ୍ତ୍ରୀ-ନେତାଙ୍କ ମଧୁଚନ୍ଦ୍ରିକା, ବଳି ପଡ଼ୁଛନ୍ତି ନିରୀହ ଚାଷୀ! ​ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ ଅନ୍ତର୍ଗତ ଶଗଡ଼ା ଗ୍ରାମପଞ୍ଚାୟତର ବାଘ ନଦୀ ଉପରେ ନିର୍ମିତ ଆନିକଟ/ବ୍ୟାରେଜକୁ ନେଇ ଏବେ ସୃଷ୍ଟି ହୋଇଛି ଗଭୀର ଅସନ୍ତୋଷ। ଚାଷୀଙ୍କ ସୁବିଧା ପାଇଁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଏବେ ଦୁର୍ନୀତିର ପାଚେରୀ ସାଜିଛି! ​ମେନ୍ କେନାଲର ପୁନଃରୁଦ୍ଧାର ପାଇଁ ହୋଇଥିବା କଂକ୍ରିଟ୍ କାର୍ଯ୍ୟ ବର୍ଷଟିଏ ପୂରିବା ଆଗରୁ ହିଁ ଧୋଇଯାଇଛି। କେନାଲର ଉଭୟ ପାର୍ଶ୍ୱରେ ଘାଇ ସୃଷ୍ଟି ହୋଇଥିବାରୁ ବର୍ତ୍ତମାନ ଚାଷ ସମୟରେ ପାଣି ପାଇବାରୁ ବଞ୍ଚିତ ହେବା ଭୟରେ ଆଶଙ୍କିତ ଚାଷୀକୂଳ। ​୧୦ ବର୍ଷ ହେଲା ଗୋଟିଏ ଜାଗାରେ କନିଷ୍ଠ ଯନ୍ତ୍ରୀ: ସରକାରୀ ନିୟମାନୁସାରେ ଜଣେ କର୍ମଚାରୀ ୩ ବର୍ଷରୁ ଅଧିକ ସମୟ ଗୋଟିଏ ଜାଗାରେ ରହିବା କଥା ନୁହେଁ। ହେଲେ କନିଷ୍ଠ ଯନ୍ତ୍ରୀ ଅନାଦି ବେହେରା ଆଜକୁ ପ୍ରାୟ ୧୦ ବର୍ଷ ହେଲା କାହା ସ୍ୱାର୍ଥରେ ଓ କାହା ରାଜନୈତିକ ଛାତ୍ରଛାୟା ତଳେ ଗୋଟିଏ ସ୍ଥାନରେ ପଡ଼ିରହିଛନ୍ତି? ​ଠିକାଦାର-ଅଫିସରଙ୍କ ଭିତିରିଆ ବୁଝାମଣା: ଠିକାଦାର, ବିଭାଗୀୟ ଯନ୍ତ୍ରୀ (SDO ଓ JE) ଏବଂ ଶାସକ ଗୋଷ୍ଠୀର ମଧୁଚନ୍ଦ୍ରିକା ଯୋଗୁଁ ନିମ୍ନମାନର କାମ ହୋଇଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଯଦି ତୁରନ୍ତ ଏହି କେନାଲର ସ୍ଥାୟୀ ସମାଧାନ କରାଯାଇ ଚାଷୀଙ୍କୁ ପାଣି ଯୋଗାଇ ଦିଆନଯାଏ ଏବଂ ନିୟମ ବିରୋଧୀ ଭାବେ ରହିଥିବା କନିଷ୍ଠ ଯନ୍ତ୍ରୀ ଅନାଦି ବେହେରାଙ୍କୁ ବଦଳି କରାନଯାଏ, ତେବେ ଆଗାମୀ ଦିନରେ ଅଞ୍ଚଳର ଚାଷୀମାନଙ୍କୁ ନେଇ ବ୍ୟାପକ ଆନ୍ଦୋଳନ କରାଯିବ। ବୋଲି ​କଂଗ୍ରେସ ନେତା ରଘୁନାଥ ପଲିଆ ଓ ଶଗଡ଼ା ପୂର୍ବତନ ସରପଞ୍ଚ ସୁରଥ କୁମାର ମିଶ୍ର ​#Boudh #ChasiSamasya #SagadaBaghProject #CorruptionAllegation #OdishaNews #FarmersIssue #PublicProtests

Baudh Sadar, Boudh (Bauda) | Aug 18, 2026

#୨_କ୍ୱିଣ୍ଟାଲ_ଗଞ୍ଜେଇ_ଜବତ_୨_ଗିରଫ
-ମାଲକାନଗିରି: କାଲିମେଳା ନିକଟରୁ ୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ଗିରଫ
-ସୁଧାକୁଣ୍ଡା ଜଙ୍ଗଲରୁ ଗଞ୍ଜେଇ  ଲୋଡିଂ ହୋଇ ମହାରାଷ୍ଟ୍ର ଚାଲାଣ ହେଉଥିଲା
-ଆମ୍ବୁଲାନ୍ସ ପାଲଟିଥିଲା ଗଞ୍ଜେଇ ଚାଲାଣର ମାଧ୍ୟମ
#Malkangiri #GanjaSeized #Kalimela #DrugBust #OdishaPolice

#୨_କ୍ୱିଣ୍ଟାଲ_ଗଞ୍ଜେଇ_ଜବତ_୨_ଗିରଫ -ମାଲକାନଗିରି: କାଲିମେଳା ନିକଟରୁ ୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ଗିରଫ -ସୁଧାକୁଣ୍ଡା ଜଙ୍ଗଲରୁ ଗଞ୍ଜେଇ ଲୋଡିଂ ହୋଇ ମହାରାଷ୍ଟ୍ର ଚାଲାଣ ହେଉଥିଲା -ଆମ୍ବୁଲାନ୍ସ ପାଲଟିଥିଲା ଗଞ୍ଜେଇ ଚାଲାଣର ମାଧ୍ୟମ #Malkangiri #GanjaSeized #Kalimela #DrugBust #OdishaPolice

Baudh Sadar, Boudh (Bauda) | Aug 17, 2026