ଗୁମ୍ମା: ପ୍ରବାସୀ ଶ୍ରମିକଙ୍କ ଆଇନଗତ ଅଧିକାର ନେଇ ସଚେତନତା
Gumma, Gajapati | Sep 30, 2026
ଗଜପତି ଜିଲ୍ଲାର ବଡ଼କଳାକୋଟ ପଞ୍ଚାୟତରେ ପ୍ରବାସୀ ଶ୍ରମିକଙ୍କ ପାଇଁ ଆଇନଗତ ଅଧିକାର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ଶ୍ରମିକଙ୍କ ସମସ୍ୟା, ଆଇନଗତ ସହାୟତା ଏବଂ ମାଗଣା ଆଇନ ସେବା ସମ୍ପର୍କରେ ସୂଚନା ଦିଆଯାଇଛି ।