Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
Congress
Modi
Delhi
Viral
मारपीट
Crime
Jharkhand
Dm
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh

ଜମନକିରା: ଆମଲାଙ୍ଗ ବୁଳାଣୀରେ ତେଲ ବୋଝେଇ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ

Jamankira, Sambalpur | Feb 16, 2026
ଜମନକିରା ୫୩ ନମ୍ବର ଜାତୀୟ ରାଜପଥ ସ୍ଥିତ ଆମଲାଙ୍ଗ ବୁଲାଣି ରେ ସୋମବାର ଦିନ ଏକ ଟ୍ୟାଙ୍କର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏଥିରେ ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଉକ୍ତ ଟ୍ୟାଙ୍କର ଦେବଗଡ଼ ପଟରୁ ସମ୍ବଲପୁର ପଟକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ସେଥିରେ ଖାଇବା ତେଲ ଥିବା ବେଳେ ଦୁର୍ଘଟଣା ପରେ ସମସ୍ତ ତେଲ ରାସ୍ତା ରେ ପଡ଼ି ଯିବା କାରଣ ରୁ ଯାତାୟାତ ପ୍ରଭାବିତ ହୋଇଥିଲା। ଖବର ପାଇ ଜମନକିରା ଦମକଳ ବାହିନୀ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ।