Public App Logo
Profile Picture

KUCHINDA BAMRA JMK

@9937766039
308619Followers
279Following
ରେଙ୍ଗାଲି: ହୀରାକୁଦ ଜଳଭଣ୍ଡାରେ ତ୍ରିରଙ୍ଗା ଧରି ବିରୋଧ ପ୍ରଦର୍ଶନ କଲେ ହୀରାକୁଦ ବିସ୍ଥାପିତ
କୁଚିଣ୍ଡା: ଗଡପୋଷ ରେ ପ୍ରେମ ସମ୍ପର୍କରେ ବିବାଦ ପରେ ପ୍ରେମିକଙ୍କ ଘରରେ ଯୁବତୀଙ୍କ ଆତ୍ମହତ୍ୟା, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
କୁଚିଣ୍ଡା: ବାମରା ବ୍ଲକ ଲାରିଆପାଲି ନୂଆଡ଼ିହି ପୂଖ୍ରାମାଲ ରାସ୍ତା ଲଗାଣ ବର୍ଷା ରେ ଧୋଇଗଲା, ରାସ୍ତା ଓ ପୋଲିସ ନିର୍ମାଣ ପାଇଁ ଦାବି
କୁଚିଣ୍ଡା: କେଲିପଦର୍ ଠାରେ ସ୍ବେଚ୍ଛାସେବୀଙ୍କ ଉଦ୍ୟମରେ ଡ୍ରେନ ସଫେଇ, ଜଳ ନିଷ୍କାସନ ସମସ୍ୟାରୁ ମିଳିଲା ଆଶ୍ୱସ୍ତି
କୁଚିଣ୍ଡା: ସାଲେଭଡ଼ି ଗାଁରେ ଜମିକୁ ଯାଇ ଫସିଲେ ଚାଷୀ, ଗଛ ଉପରେ ଚଢ଼ି ଜୀବନ ବଞ୍ଚାଇଲେ
କୁଚିଣ୍ଡା: ଲଗାଣ ବର୍ଷାରେ ରେଙ୍ଗାଲବେଡାର ୫ ପରିବାରଙ୍କ ବାସଗୃହ ଭାଙ୍ଗିଲା
ରେଙ୍ଗାଲି: କିଣ୍ଡିରାରେ ବୃକ୍ଷରୋପଣ: ପରିବେଶ ସୁରକ୍ଷାର ବାର୍ତ୍ତା ଦେଲା ବିଜୁ ପାଠାଗାର ଟ୍ରଷ୍ଟ
କୁଚିଣ୍ଡା: ବନ୍ୟା ପାଣି ଘେରରେ ଚକଧର ତ୍ରିକାଳେଶ୍ୱର ଶିବ ମନ୍ଦିର, ପୂଜକଙ୍କୁ ଉଦ୍ଧାର ପାଇଁ ପ୍ରଶାସନର ଉଦ୍ୟମ
କୁଚିଣ୍ଡା: ବାମରା ଡ୍ରାଇଭର ମହାସଂଘ ପକ୍ଷରୁ ନୁଆଡିହି ମୁଣ୍ଡାପଡ଼ା ଗ୍ରାମରେଶୋକସଭା
କୁଚିଣ୍ଡା: ଗଡ଼ସ ପାୱାର ଏଣ୍ଡ ବ୍ଲେସିଙ୍ଗସ୍ ମିନିଷ୍ଟ୍ରି ପକ୍ଷରୁ ଜମନକିରା ରେ ସ୍ୱାଧୀନତା ଦିବସ ଓ ବୃକ୍ଷରୋପଣ
କୁଚିଣ୍ଡା: କୁଚିଣ୍ଡା ରେ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ
କୁଚିଣ୍ଡା: ଲଗାଣ ବର୍ଷା ଯୋଗୁଁ ବାମରା ବ୍ଲକ ଜରାବଗା ପଞ୍ଚାୟତ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି
କୁଚିଣ୍ଡା: ବାମରାରେ ଉତ୍ସାହର ସହ ସ୍ଵାଧୀନତା ଦିବସ ପାଳିତ
ରେଙ୍ଗାଲି: ରେଙ୍ଗାଲି ଠାରେ ଗ୍ରୀନ ଆସୋସିଏସନ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ
ରେଙ୍ଗାଲି: ବାମରା ବ୍ଲକ ରଘୁନାଥପାଲି ପୋଲ ଉପରେ ବନ୍ୟାଜଳ, ଯାତାୟାତ ପ୍ରଭାବିତ।
କୁଚିଣ୍ଡା: ରାସ୍ତା ନଥିବାରୁ ଅଟକିଲା ଶବ ବ୍ୟବଚ୍ଛେଦ, ଦୁର୍ଗନ୍ଧରେ ଫାଟି ପଡ଼ୁଛି ଗୋବିନ୍ଦପୁର ଡାକ୍ତରଖାନା
କୁଚିଣ୍ଡା: କେଶାଇବାହାଲ ବିଜିଡ଼ି କଲେଜରେ ତ୍ରିରଙ୍ଗା ଯାତ୍ରା
କୁଚିଣ୍ଡା: ତୁରେଇ ତାରିଣୀ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି
କୁଚିଣ୍ଡା: କୁଚିଣ୍ଡାରେ ତ୍ରିରଙ୍ଗା ଶୋଭାଯାତ୍ରା
କୁଚିଣ୍ଡା: କୁଚିଣ୍ଡାରେ କଂଗ୍ରେସର BLA-୨ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
କୁଚିଣ୍ଡା: AgriStackକୁ ବିରୋଧ, ଗୋବିନ୍ଦପୁର LAMPSରେ ଚାଷୀଙ୍କ ତାଲାବନ୍ଦ
କୁଚିଣ୍ଡା: ଚିନିମହୁଲ ପୋଷ୍ଟ ଅଫିସରେ ଚୋରି, ଟଙ୍କା ସହ ଲୁହା ଟ୍ରେଜେରି ନେଇଗଲେ ଦୁର୍ବୃତ୍ତ
କୁଚିଣ୍ଡା: ଏଗ୍ରିଷ୍ଟାକ୍‌କୁ ବିରୋଧ, କେଶାଇବାହାଲ ଲ୍ୟାମ୍ପସରେ ଚାଷୀଙ୍କ ତାଲାବନ୍ଦ
ରେଙ୍ଗାଲି: ସମ୍ବଲପୁର ରାଇଘାଟ ରେ ଅସହାୟ ମହିଳାଙ୍କ ଅନ୍ତିମ ସଂସ୍କାର କଲେ ରେଙ୍ଗାଲି ବିଧାୟକ
କୁଚିଣ୍ଡା: ଗଡ଼ପୋଷ ଓ ଟାଙ୍ଗରମୁଣ୍ଡା ବିଦ୍ୟାଳୟରେ ସାଇବର ସୁରକ୍ଷା ସଚେତନତା