Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर

ଜମନକିରା: ଜମନକିରା ଷ୍ଟେଟ ବ୍ୟାଙ୍କ ଶାଖାରେ ଜଣେ ଗ୍ରାହକ ଙ୍କୁ ଦୁର୍ବ୍ୟବହାର ଅଭିଯୋଗ

Jamankira, Sambalpur | Feb 16, 2026
ସମ୍ବଲପୁର ଜିଲ୍ଲା ଜମନକିରା ସ୍ଥିତ ଷ୍ଟେଟ ବ୍ୟାଙ୍କ ଶାଖାରେ ଜଣେ ଚାଷୀଙ୍କୁ ହଇରାଣ ଓ ଦୁର୍ବ୍ୟବହାର କରାଯାଇଥିବା ନେଇ ଅଭିଯୋଗ ରହିଛି। ସୂଚନା ଅନୁସାରେ ଫାଶୀମାଲ ଅଞ୍ଚଳର ସୁବାସ ମୁଣ୍ଡାଙ୍କ ଜମନକିରା ଷ୍ଟେଟ ବ୍ୟାଙ୍କ ରେ ଖାତା ଥିବା ବେଳେ ସେ କିଛି ଦିନ ପୂର୍ବରୁ ଟଙ୍କା ଜମା କରିବା ପାଇଁ ବ୍ୟାଙ୍କ କୁ ଯାଇଥିଲେ। ମାତ୍ର ସେଠାରେ ଥିବା ଜଣେ କର୍ମଚାରୀ ତାଙ୍କୁ ଙ୍ଅଯଥା ରେ ଅପେକ୍ଷା କରାଇବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏହାକୁ ନେଇ ସେ ବ୍ୟାଙ୍କ ମ୍ୟାନେଜରଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ସେ ଷୋମବାର ସନ୍ଧ୍ୟା ୭ ଟାରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।