Public App Logo
ପଦ୍ମପୁର ପାଇଁ ଐତିହାସିକ ଦିନ କେନ୍ଦ୍ର ବିଦ୍ୟାଳୟ, ପଦ୍ମପୁର ଠାରେ ଆରମ୍ଭ ହେଲା ବିଦ୍ୟାଦାନ ପ୍ରକ୍ରିୟା। ପଦ୍ମପୁର ମାଟି ପାଇଁ ଏହା ଏକ ଐତିହାସିକ ଦିନ। ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ କେନ୍ଦ୍ର ବିଦ୍ୟାଳୟରେ ଆଜିଠାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହୋଇଛି। ଶିକ୍ଷାର ଏହି ନୂଆ ଅଧ୍ୟାୟ ପଦ୍ମପୁରର ଭବିଷ୍ୟତ ପିଢ଼ି ପାଇଁ ଆଣିଦେଉ ନୂଆ ସୁଯୋଗ ଓ ସୁବର୍ଣ୍ଣ ଭବିଷ୍ୟତ। #PadampurTv #KendriyaVidyalaya #Padampur #PadampurNews #Education #HistoricalDay #padampurtv #everyonefollowers #viralreelschallenge - Bargarh News