Public App Logo
ଦିଲ୍ଲୀ ଚାଲ" ଅଭିଯାନ ସଫଳ ପାଇଁ ସିପିଆଇ ର ଜନସମ୍ପର୍କ ପଦଯାତ୍ରା ଜୟପୁର ଠାରେ ସିପିଆଇ ତରଫରୁ ପଦଯାତ୍ରା ଅନୁଷ୍ଠିତ ସେପ୍ଟେମ୍ବର - ୧ ଦେଶର ରାଜଧାନୀ ଦିଲ୍ଲୀର ରାମଲୀଳା ମୈଦାନରେ "ପରିବର୍ତ୍ତନ ଜରୁରୀ ମହାସମାବେଶ" ସଫଳ କରିବା ପାଇଁ ବ୍ୟାପକ ପ୍ରଚାର ଅଭିଯାନ ଚାଲିଛି - Jeypore News