Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर

କେନ୍ଦୁଝର ସହର: କଳିଙ୍ଗ ଦୁର୍ଗାପୂଜା ମଣ୍ଡପ ନିକଟସ୍ଥ ମୁଖ୍ୟ ରାସ୍ତାରେ ଟ୍ରଲରକୁ ପିଟିଲା ବାଇକ, ୨ ମୃତ

ବଡ଼ବିଲ ଥାନା ଅନ୍ତର୍ଗତ କଳିଙ୍ଗ ଦୁର୍ଗାପୂଜା ମଣ୍ଡପ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ ଟ୍ରଲରକୁ ଧକ୍କା ଦେବାରୁ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ବାଇକରେ ଥିବା ଦୁଇଜଣ ଘଟଣା ସ୍ଥଳରେ ପ୍ରାଣ ହରାଇଥିବା ବେଳେ ପୋଲିସ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି।

MORE NEWS

#ବର୍ଷାରେ_ଭୁଶୁଡ଼ିଲା_ଘର
#ଅଳ୍ପକେ_ବର୍ତ୍ତିଲା_ପରିବାର
କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରି ଗ୍ରାମରେ ଲଗାଣ ବର୍ଷା ଯୋଗୁଁ ଏକ ମାଟିଘର ଭୁଶୁଡ଼ି ପଡ଼ିଛି। ଗ୍ରାମର ପୁରୁଷୋତ୍ତମ ମହାନ୍ତଙ୍କ ବାସଗୃହର ମାଟି କାନ୍ଥ ଭାଙ୍ଗି ପଡ଼ିବା ସହ ଘରର ଛାଉଣୀ ଓ ଘରୋଇ ସାମଗ୍ରୀ କ୍ଷତିଗ୍ରସ୍ତ ହୋଇଛି।
#Latastnews #Patna #keonjhar #Pabitranewsodisha #odishanews #odianews

#ବର୍ଷାରେ_ଭୁଶୁଡ଼ିଲା_ଘର #ଅଳ୍ପକେ_ବର୍ତ୍ତିଲା_ପରିବାର କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରି ଗ୍ରାମରେ ଲଗାଣ ବର୍ଷା ଯୋଗୁଁ ଏକ ମାଟିଘର ଭୁଶୁଡ଼ି ପଡ଼ିଛି। ଗ୍ରାମର ପୁରୁଷୋତ୍ତମ ମହାନ୍ତଙ୍କ ବାସଗୃହର ମାଟି କାନ୍ଥ ଭାଙ୍ଗି ପଡ଼ିବା ସହ ଘରର ଛାଉଣୀ ଓ ଘରୋଇ ସାମଗ୍ରୀ କ୍ଷତିଗ୍ରସ୍ତ ହୋଇଛି। #Latastnews #Patna #keonjhar #Pabitranewsodisha #odishanews #odianews

Kendujhar Town, Kendujhar | Aug 17, 2026

ଲଗାଣ ବର୍ଷାର ଯୋଗୁଁ ଆଜି ବାରିପଦା ସହରର ଷ୍ଟେସନବଜାର-ଶୁନଗଡ଼ିଆ ନିକଟରେ ପ୍ରାୟ ୫୦ ମିଟର ରେଳଧାରଣା ଦବିଯାଇଛି। ଫଳରେ ରେଳ ବିଭାଗ ପକ୍ଷରୁ ଏହି ରୁଟ୍‌ରେ ସମସ୍ତ ରେଳ ଚଳାଚଳକୁ ବନ୍ଦ ରଖାଯାଇଛି।
#Pabitranewsodisha #Baripada #OdishaNews #Train #Trainrouteclosed
#mayurbhanj

ଲଗାଣ ବର୍ଷାର ଯୋଗୁଁ ଆଜି ବାରିପଦା ସହରର ଷ୍ଟେସନବଜାର-ଶୁନଗଡ଼ିଆ ନିକଟରେ ପ୍ରାୟ ୫୦ ମିଟର ରେଳଧାରଣା ଦବିଯାଇଛି। ଫଳରେ ରେଳ ବିଭାଗ ପକ୍ଷରୁ ଏହି ରୁଟ୍‌ରେ ସମସ୍ତ ରେଳ ଚଳାଚଳକୁ ବନ୍ଦ ରଖାଯାଇଛି। #Pabitranewsodisha #Baripada #OdishaNews #Train #Trainrouteclosed #mayurbhanj

Kendujhar Town, Kendujhar | Aug 17, 2026

#ରାସ୍ତା_ନିର୍ମାଣ_ମାସେ_ପରେ_ଭୁସୁଡ଼ିଲା_ରାସ୍ତା 
ଚଣ୍ଡିଖୋଲ - ପାରାଦୀପ ୫ ନମ୍ବର ଜାତୀୟ ରାଜପଥ ରାସ୍ତା ନିର୍ମାଣ ମାସ ପରେ ଭୁସୁଡିଲା ରାସ୍ତା ତିନୋଟି ଟ୍ରକ ଦୁର୍ଘଟଣା ଗ୍ରସ୍ତ | 
#pabitranewsodisha #OdishaNews #OdiaNews #chandikhol #paradip #Odishanews

#ରାସ୍ତା_ନିର୍ମାଣ_ମାସେ_ପରେ_ଭୁସୁଡ଼ିଲା_ରାସ୍ତା ଚଣ୍ଡିଖୋଲ - ପାରାଦୀପ ୫ ନମ୍ବର ଜାତୀୟ ରାଜପଥ ରାସ୍ତା ନିର୍ମାଣ ମାସ ପରେ ଭୁସୁଡିଲା ରାସ୍ତା ତିନୋଟି ଟ୍ରକ ଦୁର୍ଘଟଣା ଗ୍ରସ୍ତ | #pabitranewsodisha #OdishaNews #OdiaNews #chandikhol #paradip #Odishanews

Kendujhar Town, Kendujhar | Aug 17, 2026