Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
Congress
Modi
Delhi
Viral
मारपीट
Crime
Jharkhand
Dm
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh

News in Kendujhar Town

ପବିତ୍ର ୮୦ତମ ସ୍ଵାଧୀନତା ଦିବସ ଅବସରରେ ଓଡିଶାର ପ୍ରତିଷ୍ଠିତ ଚାନ୍ଦବାଲିର ନୃତ୍ୟ ସଙ୍ଗୀତ ଓ କଳା ମହାବିଦ୍ୟାଳୟ "ମିରମ୍ବିକା"ର ୨୭ତମ ପ୍ରତିଷ୍ଠା ଉତ୍ସବ ଅଧ୍ୟକ୍ଷା ସାଗରିକା ମଲ୍ଲିକଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। 
#latastnews #pabitranewsodishalive #Bhadrak #IndependenceDay

ପବିତ୍ର ୮୦ତମ ସ୍ଵାଧୀନତା ଦିବସ ଅବସରରେ ଓଡିଶାର ପ୍ରତିଷ୍ଠିତ ଚାନ୍ଦବାଲିର ନୃତ୍ୟ ସଙ୍ଗୀତ ଓ କଳା ମହାବିଦ୍ୟାଳୟ "ମିରମ୍ବିକା"ର ୨୭ତମ ପ୍ରତିଷ୍ଠା ଉତ୍ସବ ଅଧ୍ୟକ୍ଷା ସାଗରିକା ମଲ୍ଲିକଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। #latastnews #pabitranewsodishalive #Bhadrak #IndependenceDay

Kendujhar Town, Kendujhar | Aug 16, 2026

#ପତାକା_ବାନ୍ଧୁଥିଲେ_ଚାଲିଗଲା_ଜୀବନ
ବାଲେଶ୍ୱର ସିମୁଳିଆର ରୟାଲ ସ୍କୁଲରେ ବଡ଼ ଅଘଟଣ। ପତାକା ବାନ୍ଧିବା ବେଳେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଖେଳ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଛାତ୍ର ଗୁରୁତର ଆହତ ହୋଇଛନ୍ତି ମୃତ ଶିକ୍ଷକହେଲେ ପ୍ରିୟ ବ୍ରତ ବେହେରା | #latastnews #BreakingNews #latastnewsupdate #pabitranewsodishalive #electrishot

#ପତାକା_ବାନ୍ଧୁଥିଲେ_ଚାଲିଗଲା_ଜୀବନ ବାଲେଶ୍ୱର ସିମୁଳିଆର ରୟାଲ ସ୍କୁଲରେ ବଡ଼ ଅଘଟଣ। ପତାକା ବାନ୍ଧିବା ବେଳେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଖେଳ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଛାତ୍ର ଗୁରୁତର ଆହତ ହୋଇଛନ୍ତି ମୃତ ଶିକ୍ଷକହେଲେ ପ୍ରିୟ ବ୍ରତ ବେହେରା | #latastnews #BreakingNews #latastnewsupdate #pabitranewsodishalive #electrishot

Kendujhar Town, Kendujhar | Aug 16, 2026

#ସକାଳର_ବଡ଼_ଖବର 
Sakala Bulletin | 16 August 2026 | Morning Headline | ସକାଳର ବଡ଼ ଖବର | Odia News | Pabitra News Odisha 
#latastnewsupdate #pabitranews #MorningHeadlineodisha #sakalakhabar #odishaheadline #odianews #BreakingNews
#odianews #sakalanews #odishanews #rain #barshanews #todaymorningnews #pabitranewsodishalive #ajisakalaranews #latastnewsupdate #pabitranewsodishalive

#ସକାଳର_ବଡ଼_ଖବର Sakala Bulletin | 16 August 2026 | Morning Headline | ସକାଳର ବଡ଼ ଖବର | Odia News | Pabitra News Odisha #latastnewsupdate #pabitranews #MorningHeadlineodisha #sakalakhabar #odishaheadline #odianews #BreakingNews #odianews #sakalanews #odishanews #rain #barshanews #todaymorningnews #pabitranewsodishalive #ajisakalaranews #latastnewsupdate #pabitranewsodishalive

Kendujhar Town, Kendujhar | Aug 16, 2026

#ଚାନ୍ଦବାଲି_ମତୋ_ପରମାନନ୍ଦପୁରରେ_ଭୟାବହ_ଅଗ୍ନିକାଣ୍ଡ_ବୃଦ୍ଧଙ୍କ_ମୃତ୍ୟୁ
ଭଦ୍ରକ ଜିଲ୍ଲା ଚାନ୍ଦବାଲି ମତୋ ପରମାନନ୍ଦପୁର ଅଞ୍ଚଳରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ସୂଚନା ଅନୁଯାୟୀ, ଗତ ରାତି ପ୍ରାୟ ୧୧ଟା ୩୦ ମିନିଟ ସମୟରେ ରବି ପାତ୍ରଙ୍କ ବାଣ ଗୋଦାମରେ କୌଣସି କାରଣରୁ ହଠାତ୍ ନିଆଁ ଲାଗିଯାଇଥିଲା।
#latastnews #breakingnews #bhadrak #chandbali #fire

#ଚାନ୍ଦବାଲି_ମତୋ_ପରମାନନ୍ଦପୁରରେ_ଭୟାବହ_ଅଗ୍ନିକାଣ୍ଡ_ବୃଦ୍ଧଙ୍କ_ମୃତ୍ୟୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ମତୋ ପରମାନନ୍ଦପୁର ଅଞ୍ଚଳରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ସୂଚନା ଅନୁଯାୟୀ, ଗତ ରାତି ପ୍ରାୟ ୧୧ଟା ୩୦ ମିନିଟ ସମୟରେ ରବି ପାତ୍ରଙ୍କ ବାଣ ଗୋଦାମରେ କୌଣସି କାରଣରୁ ହଠାତ୍ ନିଆଁ ଲାଗିଯାଇଥିଲା। #latastnews #breakingnews #bhadrak #chandbali #fire

Kendujhar Town, Kendujhar | Aug 16, 2026

ଭଦ୍ରକ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଏବଂ କାର୍ଯ୍ୟକର୍ତ୍ତା ମାନେ ଚାନ୍ଦବାଲି ବୈତରଣୀ ନଦୀରେ ନୈଯାତ୍ରାରେ ତିନିଶହ ଫୁଟର ତ୍ରିରଙ୍ଗା ଶୋଭାଯାତ୍ରା କରି ପାଳନ କଲେ ସ୍ୱାଧିନତା ଦିବସ |
 #IndependenceDay #bhadrak #chandbali #Pabitranewsodisha

ଭଦ୍ରକ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଏବଂ କାର୍ଯ୍ୟକର୍ତ୍ତା ମାନେ ଚାନ୍ଦବାଲି ବୈତରଣୀ ନଦୀରେ ନୈଯାତ୍ରାରେ ତିନିଶହ ଫୁଟର ତ୍ରିରଙ୍ଗା ଶୋଭାଯାତ୍ରା କରି ପାଳନ କଲେ ସ୍ୱାଧିନତା ଦିବସ | #IndependenceDay #bhadrak #chandbali #Pabitranewsodisha

Kendujhar Town, Kendujhar | Aug 16, 2026

#ହାଟଡ଼ିହି_ବ୍ଲକରେ_୮୦ତମ_ସ୍ୱାଧୀନତା_ଦିବସ_ପାଳିତ  
କେନ୍ଦୁଝର ହାଟଡ଼ିହି ବ୍ଲକର କାର୍ଯ୍ୟାଳୟ ପରିସରରେ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। 
#Latastnews #Hatadihi #Keonjhar #IndependenceDay #HappyIndependenceDay

#ହାଟଡ଼ିହି_ବ୍ଲକରେ_୮୦ତମ_ସ୍ୱାଧୀନତା_ଦିବସ_ପାଳିତ କେନ୍ଦୁଝର ହାଟଡ଼ିହି ବ୍ଲକର କାର୍ଯ୍ୟାଳୟ ପରିସରରେ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। #Latastnews #Hatadihi #Keonjhar #IndependenceDay #HappyIndependenceDay

Kendujhar Town, Kendujhar | Aug 15, 2026

#ଚାଷ_କାମ_ବିଲ_ଭିତରେ_ପତାକା_ଉଡ଼ାଇଲେ_ଚାଷୀ 
ଆଜି ହେଉଛି ୮୦ ତମ ସ୍ୱାଧୀନତା ଦିବସ। ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ସବୁଠି ଉଡ଼ିଛି ତ୍ରିରଙ୍ଗା। କ୍ଷେତକୁ ଧାନ ରୁଆ ପୋତା ପାଇଁ ଯାଇଥିବା ଚାଷୀମାନେ ବି ତ୍ରିରଙ୍ଗା ଉଡାଇବାକୁ ଭୁଲି ନାହାନ୍ତି। ଏପରି ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶିବ ନାରାୟଣ ପୁର ଗ୍ରାମରେ। 
#latastnewsupdate #pabitranewsodisha #HappyIndependenceDay #Thetricolorflewintheagriculturalfield

#ଚାଷ_କାମ_ବିଲ_ଭିତରେ_ପତାକା_ଉଡ଼ାଇଲେ_ଚାଷୀ ଆଜି ହେଉଛି ୮୦ ତମ ସ୍ୱାଧୀନତା ଦିବସ। ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ସବୁଠି ଉଡ଼ିଛି ତ୍ରିରଙ୍ଗା। କ୍ଷେତକୁ ଧାନ ରୁଆ ପୋତା ପାଇଁ ଯାଇଥିବା ଚାଷୀମାନେ ବି ତ୍ରିରଙ୍ଗା ଉଡାଇବାକୁ ଭୁଲି ନାହାନ୍ତି। ଏପରି ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶିବ ନାରାୟଣ ପୁର ଗ୍ରାମରେ। #latastnewsupdate #pabitranewsodisha #HappyIndependenceDay #Thetricolorflewintheagriculturalfield

Kendujhar Town, Kendujhar | Aug 15, 2026

#ଚାନ୍ଦବାଲିରେ_ଭିନ୍ନ_ଭିନ୍ନ_ସ୍ଥାନରେ_୮୦ତମ_ସ୍ୱାଧିନତା_ଦିବସ_ପାଳିତ । 
ଭଦ୍ରକ ଜିଲ୍ଲା  ଚାନ୍ଦବାଲି ପ୍ରେସ୍ କ୍ଲବ ପକ୍ଷରୁ ସକାଳ ୭ ଘଟିକା ସମୟରେ ଚାନ୍ଦବାଲି ବିଡ଼ିଓ ଙ୍କ ଦ୍ବାରା ପତକା ଉତ୍ତୋଳନ କରାଯାଇଥିଲା ଚଳିତବର୍ଷ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ ମାନେ ଉତ୍ସାହର ସହିତ ସ୍ୱାଧୀନତା ଦିବସ ପାଳନ କରିଛନ୍ତି |
#pabitranewsodisha #latastnewsupdate #IndependenceDay #HappyIndependenceDay #bhadrak

#ଚାନ୍ଦବାଲିରେ_ଭିନ୍ନ_ଭିନ୍ନ_ସ୍ଥାନରେ_୮୦ତମ_ସ୍ୱାଧିନତା_ଦିବସ_ପାଳିତ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ପ୍ରେସ୍ କ୍ଲବ ପକ୍ଷରୁ ସକାଳ ୭ ଘଟିକା ସମୟରେ ଚାନ୍ଦବାଲି ବିଡ଼ିଓ ଙ୍କ ଦ୍ବାରା ପତକା ଉତ୍ତୋଳନ କରାଯାଇଥିଲା ଚଳିତବର୍ଷ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ ମାନେ ଉତ୍ସାହର ସହିତ ସ୍ୱାଧୀନତା ଦିବସ ପାଳନ କରିଛନ୍ତି | #pabitranewsodisha #latastnewsupdate #IndependenceDay #HappyIndependenceDay #bhadrak

Kendujhar Town, Kendujhar | Aug 15, 2026

#କଥା_ଦେଇ_କଥା_ରଖିଲେ_ସରପଞ୍ଚ 
ଯେଉଁଠି ଦିନେ ଥିଲା ଆଣ୍ଠୁଏ କାଦୁଅ ଓ ପାଣି ମାହାରା, ଲୋକେ ଘରୁ ବାହାରକୁ ଗୋଡ଼ କାଢି ପାରୁ ନଥିଲେ, ସେଠି ଆଜି ନିର୍ମାଣ ହୋଇଛି ପକ୍କା ସଡ଼କ। ଲୋକଙ୍କ ଯାତାୟାତ ପାଇଁ ସୁଗମିତ ହୋଇଛି ଏହି ରାସ୍ତା। 
#Latastnews #Newroadconstructionunderway #villageroad #PabitraNewsOdisha #Odianews #odishanews

#କଥା_ଦେଇ_କଥା_ରଖିଲେ_ସରପଞ୍ଚ ଯେଉଁଠି ଦିନେ ଥିଲା ଆଣ୍ଠୁଏ କାଦୁଅ ଓ ପାଣି ମାହାରା, ଲୋକେ ଘରୁ ବାହାରକୁ ଗୋଡ଼ କାଢି ପାରୁ ନଥିଲେ, ସେଠି ଆଜି ନିର୍ମାଣ ହୋଇଛି ପକ୍କା ସଡ଼କ। ଲୋକଙ୍କ ଯାତାୟାତ ପାଇଁ ସୁଗମିତ ହୋଇଛି ଏହି ରାସ୍ତା। #Latastnews #Newroadconstructionunderway #villageroad #PabitraNewsOdisha #Odianews #odishanews

Kendujhar Town, Kendujhar | Aug 15, 2026