#୪୯_ନମ୍ବର_ଜାତୀୟ_ରାଜପଥରେ_ଓଲଟିଲା_ଟ୍ରକ୍ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଧୀନ ବିଂଝବାହାଳ ୪୯ ନମ୍ବର ଜାତୀୟ ରାଜପଥର ନୂଆଡିହ ଛକ ନିକଟରେ ଏକ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡ଼ିଛି ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ଡ୍ରାଇଭର୍ ଓ ହେଲପର୍।
#latastnewsupdate #roadaccident #breakingnews #odishanews #pabitranews #pabitranewsodisha
Kendujhar Town, Kendujhar | Oct 3, 2026