Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
jeyporemediaa
ନଳକୂପରୁ ପାଣି ସହ ମାଟି ବାହାରୁଛି। ପଞ୍ଚାୟତରୁ ବ୍ଲକ ଅଫିସ ଦୌଡି ଦୌଡି ହାଲିଆ ହେଲେଣି ଗ୍ରାମବାସୀ। ସମସ୍ୟା ସମାଧାନ ହେଉନି। ଜୟପୁର ସହର ନିକଟ ବାରିନିପୁଟ ପଞ୍ଚାୟତ ଗେଟଗୁଡ଼ା ଗାଁ ଲୋକ ଏହି ଅଭିଯୋଗ କରିଛନ୍ତି। District Magistrate Koraput CMO Odisha Taraprasad Bahinipati
Koraput Town, Koraput
| Aug 11, 2026
MORE NEWS
ବୋରିଗୁମ୍ମା-ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଜଣକୁ ହତ୍ୟା ଅନ୍ୟଜଣେ ଗୁରୁତର।ଏଭଳି ଘଟଣା ଘଟିଛି ବିସିଂହ ପୁର ଥାନା ଅଧିନସ୍ତ କାମତା ଗାଁ ଅଞ୍ଚଳରେ।
Koraput Town, Koraput | Aug 17, 2026
ନିଶାମୁକ୍ତ ଯୁବପିଢୀ ପାଇଁ ସଚେତନତା ହିଁ ଅସ୍ତ୍ର ଗଞ୍ଜେଇଠାରୁ ଆରମ୍ଭ କରି ମାରାତ୍ମକ ଇଞ୍ଜେକ୍ସନ୍ ନିଶା—ଆଜି ଅନେକ ଯୁବକଙ୍କୁ ନିଶା କବଳିତ କରୁଛି। ନିଶା ଯୋଗୁଁ କେବଳ ଜୀବନ ନଷ୍ଟ ହେଉନାହିଁ, ସାମାଜିକ ବିଶୃଙ୍ଖଳା ମଧ୍ୟ ବଢ଼ୁଛି। କୋରାପୁଟ ବାସିନ୍ଦା ଟୁବୁଲି ବେହେରା କହିଛନ୍ତି— “ମୋ ଜୀବନରେ କେବେ ନିଶା ନେଇନାହିଁ। ସମସ୍ତେ ନିଶାଠାରୁ ଦୂରେଇ ସଚେତନ ହେବା ଆବଶ୍ୟକ।” 👉 ଆସନ୍ତୁ, ନିଜେ ନିଶାମୁକ୍ତ ରହିବା ସହ ଅନ୍ୟମାନଙ୍କୁ ମଧ୍ୟ ନିଶା ବିରୋଧରେ ସଚେତନ କରିବା। ନିଶା ନୁହେଁ, ଜୀବନକୁ ବାଛନ୍ତୁ। ❤️ #ନିଶାମୁକ୍ତକୋରାପୁଟ #ନିଶାବିରୋଧୀଅଭିଯାନ #YouthAwareness #Koraput #DrugFreeSociety
Koraput Town, Koraput | Aug 17, 2026
୨୪ ଘଣ୍ଟାରେ ହତ୍ୟାକାଣ୍ଡର ପର୍ଦାଫାସ! କୋଟପାଡ଼ ଥାନା ଜାମୁଗୁଡ଼ାରେ ସମାରୁ ପୂଜାରୀ ହତ୍ୟା ମାମଲାରେ ୩ ଅଭିଯୁକ୍ତ ଗିରଫ। ଅଭିଯୁକ୍ତମାନେ ହେଲେ ସମାରୁ ଭତ୍ରା, ଚିତ ସମରଥ ଓ ପ୍ରେମାନନ୍ଦ ରନ୍ଧାରି। ଘଟଣାସ୍ଥଳରୁ ରକ୍ତାକ୍ତ ଛୁରୀ ଓ ୨ଟି ବାଇକ୍ ଜବତ। ପ୍ରେସମିଟ୍ରେ ସୂଚନା ଦେଲେ ବୋରିଗୁମ୍ମା SDPO ସତ୍ୟବ୍ରତ ଲେଙ୍କା। #Kotpad #Koraput #BreakingNews #OdishaNews
Koraput Town, Koraput | Aug 17, 2026
ସେମିଳିଗୁଡ଼ା ହାଟରେ ଜାତୀୟ ପତାକାକୁ ଅସମ୍ମାନ! ସେମିଳିଗୁଡ଼ା ହାଟରେ ଉଡ଼ୁଛି ଛିଣ୍ଡାଚିରା ଜାତୀୟ ପତାକା। ଜାତୀୟ ପତାକାର ଏଭଳି ଅବସ୍ଥା ଦେଖି ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା। ସୁନାବେଡ଼ା ପୌର ପ୍ରଶାସନ ତୁରନ୍ତ ଏହି ଛିଣ୍ଡା ପତାକାକୁ ପରିବର୍ତ୍ତନ କରି ସମ୍ମାନର ସହ ନୂଆ ଜାତୀୟ ପତାକା ଲଗାଇବାକୁ ଦାବି ହୋଇଛି। ଜାତୀୟ ପତାକା ଆମ ଗର୍ବ, ଆମ ସମ୍ମାନ। #Semiliguda #NationalFlag #ଜାତୀୟପତାକା #Sunabeda #Koraput #LocalNews #OdishaNews
Koraput Town, Koraput | Aug 17, 2026
୧୧ ଦଫା ଦାବିରେ ରାଜରାସ୍ତାରେ ମଜଦୁର ସଂଘ! ଝିପିଝିପି ବର୍ଷାକୁ ଖାତିର ନକରି ନିଶାଣିମୁଣ୍ଡାରୁ ବିଶାଳ ଶୋଭାଯାତ୍ରାରେ ବାହାରି କୋରାପୁଟ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ଭାରତୀୟ ମଜଦୁର ସଂଘ। ଦାବି ପୂରଣ ନହେଲେ ଆଗାମୀ ଦିନରେ ରାଜରାସ୍ତାରେ ଧାରଣା ଦେବାକୁ ଚେତାବନୀ। #କୋରାପୁଟ #ଭାରତୀୟମଜଦୁରସଂଘ #୧୧ଦଫାଦାବି #ଶ୍ରମିକଆନ୍ଦୋଳନ #ଦାବିପତ୍ର #Koraput #LabourNews #OdishaNews
Koraput Town, Koraput | Aug 17, 2026
ନଳକୂପରୁ ପାଣି ସହ ମାଟି ବାହାରୁଛି। ପଞ୍ଚାୟତରୁ ବ୍ଲକ ଅଫିସ ଦୌଡି ଦୌଡି ହାଲିଆ ହେଲେଣି ଗ୍ରାମବାସୀ। ସମସ୍ୟା ସମାଧାନ ହେଉନି। ଜୟପୁର ସହର ନିକଟ ବାରିନିପୁଟ ପଞ୍ଚାୟତ ଗେଟଗୁଡ଼ା ଗାଁ ଲୋକ ଏହି ଅଭିଯୋଗ କରିଛନ୍ତି। District Magistrate Koraput CMO Odisha Taraprasad Bahinipati - Koraput Town News