Public App Logo
୨୪ ଘଣ୍ଟାରେ ହତ୍ୟାକାଣ୍ଡର ପର୍ଦାଫାସ! କୋଟପାଡ଼ ଥାନା ଜାମୁଗୁଡ଼ାରେ ସମାରୁ ପୂଜାରୀ ହତ୍ୟା ମାମଲାରେ ୩ ଅଭିଯୁକ୍ତ ଗିରଫ। ଅଭିଯୁକ୍ତମାନେ ହେଲେ ସମାରୁ ଭତ୍ରା, ଚିତ ସମରଥ ଓ ପ୍ରେମାନନ୍ଦ ରନ୍ଧାରି। ଘଟଣାସ୍ଥଳରୁ ରକ୍ତାକ୍ତ ଛୁରୀ ଓ ୨ଟି ବାଇକ୍ ଜବତ। ପ୍ରେସମିଟ୍‌ରେ ସୂଚନା ଦେଲେ ବୋରିଗୁମ୍ମା SDPO ସତ୍ୟବ୍ରତ ଲେଙ୍କା। #Kotpad #Koraput #BreakingNews #OdishaNews - Koraput Town News