Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर

ତୁମୁସିଙ୍ଗା: ପରଜଙ୍ଗ: ରାଜ୍ୟ ବିଜେପିର ବଡ଼ ମିଶ୍ରଣ ପର୍ବ, ତାଳଚେର ଅଞ୍ଚଳର ନେତାଙ୍କୁ ସ୍ୱାଗତ କଲେ ପରଜଙ୍ଗ ବିଧାୟକ

Tumusingha, Dhenkanal | Nov 28, 2025
ଭୁବନେଶ୍ୱର ସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବଡ଼ ମିଶ୍ରଣ ପର୍ବ ଆୟୋଜିତ ହୋଇଛି। ଦଳରେ ସାମିଲ ହୋଇଛନ୍ତି ଅନୁଗୋଳ ତାଳଚେରର ବହୁ ବିଜେଡ଼ି ନେତା ଓ କର୍ମୀ। ଆଜି ଅପରାହ୍ନ 3 ଟାରେ ଆୟୋଜିତ ମିଶ୍ରଣ ପର୍ବରେ ପରଜଙ୍ଗ ବିଧାୟକ ବିଭୂତି ପ୍ରଧାନଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକ ମିଶ୍ରଣ ପର୍ବରେ ଉପସ୍ଥିତ ରହି ଦଳରେ ସାମିଲ ହୋଇଥିବା ନେତାଙ୍କୁ ସ୍ୱାଗତ କରିଥିଲେ।