Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Jharkhand
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी

ତୁମୁସିଙ୍ଗା: କାମାକ୍ଷାନଗର: ବାଲ୍ୟ ବିବାହ ମୁକ୍ତ ହେଲା କଙ୍କଡ଼ାହାଡ଼ ବ୍ଲକ: ଜିଲ୍ଲାପାଳ

Tumusingha, Dhenkanal | Nov 28, 2025
ଭାରତବର୍ଷରେ ବାଲ୍ୟ ବିବାହ ମୁକ୍ତ ଅଭିଯାନକୁ ସଫଳ କରିବା ଉଦ୍ଦେଶ୍ୟର ଆଜି ପୂର୍ବାହ୍ନ 11.30 ରେ ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ହଲଠାରେ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ଢେ ଙ୍କାନାଳ ଜିଲ୍ଲାପାଳ ଯୋଗଦେଇ କଙ୍କଡ଼ାହାଡ଼ ବ୍ଲକ ବାଲ୍ୟ ବିବାହ ମୁକ୍ତ ହୋଇ ପାରିଛି ବୋଲି ଘୋଷଣା କରିଥିଲେ।