Public App Logo
Profile Picture

ମାଲକାନଗିରି ଖବର

@mini02
1639Followers
0Following
ମାଲକାନଗିରି: କାଲିମେଳାରେ ‘ଜିରୋ ଫାଟାଲିଟି ସପ୍ତାହ’: ସଡ଼କ ସୁରକ୍ଷା ନେଇ ବ୍ୟାପକ ସଚେତନତା ରାଲି, ସାମିଲ ହେଲେ ୨୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ
ମାଲକାନଗିରି: ଦଶହରା ପୂର୍ବରୁ କାଲିମେଳା ପୋଲିସର ଚଢ଼ାଉ: ୩୧ ଲିଟର ବିଦେଶୀ ମଦ ଜବତ, ଜଣେ ଅଟକ
ମାଲକାନଗିରି: ସିଲାଗୁଡ଼ାରେ ବନ୍ୟା ପରବର୍ତ୍ତୀ ସ୍ଥିତି ପାରଖିଲେ ସାଂସଦ ବଳଭଦ୍ର ମାଝୀ: ଚାଷଜମି କ୍ଷୟକ୍ଷତିର ନେଲେ ଆକଳନ
ମାଲକାନଗିରି: ମୋଟୁରେ ବନ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା କଲେ ସାଂସଦ ବଳଭଦ୍ର ମାଝୀ: କ୍ଷୟକ୍ଷତିର ନେଲେ ଆକଳନ
ମାଲକାନଗିରି: କୋଇମେଟଲା ଗାଁରେ 'ଜଳ ଅର୍ପଣ ଦିବସ' ପାଳିତ: ୩୭୧ ପରିବାରକୁ ମିଳିଲା ନଳ ଯୋଗେ ବିଶୁଦ୍ଧ ପାନୀୟ ଜଳ
​
ମାଲକାନଗିରି: ରାଜ୍ୟରେ ଆଗାମୀ କିଛି ଦିନ ପାଣିପାଗ ପରିସ୍ଥିତି: ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ବୈଜ୍ଞାନିକ ଡ. ସଞ୍ଜୀବ ଦ୍ୱିବେଦୀଙ୍କ ଆକଳନ
ମାଲକାନଗିରି: କାଲିମେଳାରେ ‘ଏକ ପେଡ୍ ମା’ କେ ନାମ’ ଓ ସ୍ୱଚ୍ଛ ଭାରତ ଅଭିଯାନ: ଚାରାରୋପଣ କଲେ ସାଂସଦ ବଳଭଦ୍ର ମାଝୀ ଓ ବିଧାୟକ ନରସିଂହ ମାଡକାମୀ
ମାଲକାନଗିରି: ବି.ବି.ଗୁଡା ପ୍ରାଥମିକ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ‘ସେବା ସଂକଳ୍ପ ଅଭିଯାନ’ ଅନୁଷ୍ଠିତ: ଯୋଗଦେଲେ ସାଂସଦ ବଳଭଦ୍ର ମାଝୀ
ମାଲକାନଗିରି: ବନ ଓ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ଗ୍ରାମସଭାରେ ମନ୍ଥନ: VB-GRAM ଆଧାରରେ ନୂତନ ପ୍ରସ୍ତାବ ଆଗତି
ମାଲକାନଗିରି: ମାଲକାନଗିରି DPEP ଠାରେ ୧୫୭ତମ ଗାନ୍ଧୀ ଜୟନ୍ତୀ ପାଳିତ: ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ସାଂସଦ ବଳଭଦ୍ର ମାଝୀ
ମାଲକାନଗିରି: ଚିତ୍ରକୋଣ୍ଡା ପି.ଏମ୍.ଶ୍ରୀ ବିଦ୍ୟାଳୟରେ ଅଘଟଣ: କ୍ଲାସରୁମ୍‌ ଛାତରୁ କଂକ୍ରିଟ୍‌ ଖସି ଅଷ୍ଟମ ଶ୍ରେଣୀ ଛାତ୍ର ଗୁରୁତର, ମୁଣ୍ଡରେ ୫ଟି ଷ୍ଟିଚ୍
ମାଲକାନଗିରି: ବୋଣ୍ଡାଘାଟିର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ 'ସୀତାକୁଣ୍ଡ'ର ହେବ ସର୍ବାଙ୍ଗୀନ ବିକାଶ:ମାଷ୍ଟର ପ୍ଲାନ୍ ପ୍ରସ୍ତୁତି ପାଇଁ ବିଶେଷଜ୍ଞ ଟିମର ସମୀକ୍ଷା
ମାଲକାନଗିରି: କୁଡ଼ୁମୁଲୁଗୁମ୍ମାରେ ଉଦ୍ଧାର ବଜ୍ରକାପ୍ତାର ସ୍ୱାସ୍ଥ୍ୟ ପରୀକ୍ଷା:ସମ୍ପୂର୍ଣ୍ଣ ସୁସ୍ଥ ଥିବା ସୂଚନା, ପ୍ରାକୃତିକ ପରିବେଶରେ ଛାଡ଼ିବାକୁ ଉଦ୍ୟମ
ମାଲକାନଗିରି: ବନ୍ୟା ସ୍ଥିତି ଅନୁଧ୍ୟାନ ବେଳେ ମାଲକାନଗିରିରେ ସ୍ଥାନୀୟ ଲୋକ ଓ ପ୍ରଶାସନିକ ଅଧିକାରୀଙ୍କ ସହ ମଧ୍ୟାହ୍ନ ଭୋଜନ କଲେ ସାଂସଦ ବଳଭଦ୍ର ମାଝୀ
ମାଲକାନଗିରି: ଓଡ଼ିଶାରେ ଆଗାମୀ ୭ ଦିନ ଯାଏଁ ପାଣିପାଗରେ ନାହିଁ ବିଶେଷ ପରିବର୍ତ୍ତନ: କେତେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା
ମାଲକାନଗିରି: ଦିନମଜୁରିଆରୁ ସଫଳ ଚାଷୀ: 'ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ' ବଦଳାଇଲା ମାଲକାନଗିରିର ବୁଲୁ ମିଡ଼ିଆମୀଙ୍କ ଭାଗ୍ୟ
ମାଲକାନଗିରି: କଲ୍ୟାଣ ମଣ୍ଡପଠାରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ: ୬ ଜଣ ଆଦର୍ଶ ବରିଷ୍ଠ ନାଗରିକ ସମ୍ବର୍ଦ୍ଧିତ
ମାଲକାନଗିରି: ବରିଷ୍ଠ ନାଗରିକ ତୀର୍ଥଯାତ୍ରା: ରାୟଗଡ଼ାରୁ ଅଯୋଧ୍ୟା ଓ ବାରଣାସୀ ଅଭିମୁଖେ ବାହାରିଲେ ୭୭୫ ଶ୍ରଦ୍ଧାଳୁ
ମାଲକାନଗିରି: ମାଥିଲିରେ ବନ୍ୟା ପରବର୍ତ୍ତୀ ସ୍ଥିତି ଅନୁଧ୍ୟାନ କଲେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ
ମାଲକାନଗିରି: ମାଲକାନଗିରି ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ 'ସ୍ୱଚ୍ଛତା ହିଁ ସେବା ୨୦୨୬' କାର୍ଯ୍ୟକ୍ରମ ଅନୁଷ୍ଠିତ
ମାଲକାନଗିରି: ଖୁବଶୀଘ୍ର ରାଜ୍ୟରୁ ବିଦାୟ ନେବ ମୌସୁମୀ, ଗତ 24 ଘଣ୍ଟାରେ ମାଲକାନଗିରି ସମେତ ରାଜ୍ୟରେ ନାହିଁ ବର୍ଷା ରେକର୍ଡ
ମାଲକାନଗିରି: ଏମ୍‌.ଭି.-୫୩ ଗ୍ରାମରୁ ବଜ୍ରକାପ୍ତା ଉଦ୍ଧାର: ଗ୍ରାମବାସୀଙ୍କ ସୂଚନା ଆଧାରରେ ବନ ବିଭାଗର ତୁରନ୍ତ ପଦକ୍ଷେପ
ମାଲକାନଗିରି: ରାଜ୍ୟରେ ସ୍ୱାଭାବିକଠାରୁ ୨୯% ଅଧିକ ବର୍ଷା: ମାଲକାନଗିରି ଜିଲ୍ଲାରେ ୧୪୬୯.୧ ମିମି ରେକର୍ଡ
ମାଲକାନଗିରି: ଅକ୍ଟୋବର ୨ରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା: ମାଲକାନଗିରିରେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ମାଲକାନଗିରି: ଆଜି ପାଇଁ ମାଲକାନଗିରି ସମେତ ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା, 16 ଜିଲ୍ଳାକୁ ନାହିଁ ଆଲର୍ଟ ନେଇ ପ୍ରତିକ୍ରିୟା