Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
odishatour
ଭାଇନା ଦେଖିକି ଅନା ମନ ନେଇଯିବ କାଳିଆ ନନା #JaiJagannath #NiladriBije #RathaYatra2026 #BahudaYatra #Phulbani
Baudh Sadar, Boudh (Bauda)
| Jul 28, 2026
#jaijagannath
#niladribije
#rathayatra2026
#bahudayatra
#phulbani
MORE NEWS
#୨_କ୍ୱିଣ୍ଟାଲ_ଗଞ୍ଜେଇ_ଜବତ_୨_ଗିରଫ -ମାଲକାନଗିରି: କାଲିମେଳା ନିକଟରୁ ୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ଗିରଫ -ସୁଧାକୁଣ୍ଡା ଜଙ୍ଗଲରୁ ଗଞ୍ଜେଇ ଲୋଡିଂ ହୋଇ ମହାରାଷ୍ଟ୍ର ଚାଲାଣ ହେଉଥିଲା -ଆମ୍ବୁଲାନ୍ସ ପାଲଟିଥିଲା ଗଞ୍ଜେଇ ଚାଲାଣର ମାଧ୍ୟମ #Malkangiri #GanjaSeized #Kalimela #DrugBust #OdishaPolice
Baudh Sadar, Boudh (Bauda) | Aug 17, 2026
କଣ୍ଟାମାଲ ଅଂଚଳରେ ପ୍ରବଳ ବର୍ଷା
Baudh Sadar, Boudh (Bauda) | Aug 17, 2026
କଣ୍ଟାମାଲ ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଏସପିଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
Baudh Sadar, Boudh (Bauda) | Aug 17, 2026
କଣ୍ଟାମାଳରେ ଆୟୋଜିତ ହୋଇଯାଇଛି ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ କଣ୍ଟାମାଳଠାରେ ଏକ ବିଶେଷ "ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର" ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ (SP) ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମ ଭାଇଭଉଣୀମାନଙ୍କୁ ଆତ୍ମନିର୍ଭରଶୀଳ ଓ ସଶକ୍ତ କରିବା ପାଇଁ ବିଭିନ୍ନ ସହାୟତା ସାମଗ୍ରୀ ଓ ସୁବିଧା ବଣ୍ଟନ କରିଛନ୍ତି। ଭିନ୍ନକ୍ଷମ ଭତ୍ତା ଭିନ୍ନକ୍ଷମ ପ୍ରମାଣପତ୍ର (Disability Certificate) ହ୍ୱିଲ ଚେୟାର (Wheelchairs) ମାଗଣା ବସ୍ ପାସ (Free Bus Passes) ପ୍ରଶାସନର ଏହି ଜନକଲ୍ୟାଣକାରୀ ପଦକ୍ଷେପ ଫଳରେ ସ୍ଥାନୀୟ ଅଞ୍ଚଳର ଅନେକ ଭିନ୍ନକ୍ଷମ ହିତାଧିକାରୀ ଉପକୃତ ହୋଇଛନ୍ତି। ସମାଜର ମୁଖ୍ୟସ୍ରୋତରେ ସେମାନଙ୍କୁ ଯୋଡ଼ିବା ଏବଂ ସେମାନଙ୍କ ଜୀବନଧାରାକୁ ସହଜ କରିବା ପାଇଁ ଏହା ଏକ ପ୍ରଶଂସନୀୟ ପ୍ରୟାସ। #Kantamall #Boudh #SocialSecurity #BhimBhoiSamarthyaSibira #OdishaGovernment #PublicService #InclusionMatters #odishanewstoday
Baudh Sadar, Boudh (Bauda) | Aug 17, 2026
ପୁରୁଣାକଟକ ପୋଲିସର ବଡ଼ ପଦକ୍ଷେପ: ବେଆଇନ ମଦ କାରବାର ଉପରେ ଚଢ଼ାଉ ପୁରୁଣାକଟକ ଥାନା ପୋଲିସ ଟିମ୍କୁ ମିଳିଛି ବଡ଼ ସଫଳତା। ମାଧପୁର ଗ୍ରାମ ନିକଟରେ ଅବକାରୀ ଚଢ଼ାଉ କରାଯାଇ ୨୦ କିଲୋଗ୍ରାମ ଅବୈଧ ମହୁଲ ପୋଚ ଜବତ କରାଯାଇ ନଷ୍ଟ କରାଯାଇଛି। ଏହାସହ ଅଭିଯୁକ୍ତଙ୍କ ନିକଟରୁ ୭ ଲିଟର ଦେଶୀ ମଦ ଜବତ କରାଯାଇଛି। ଅଞ୍ଚଳରେ ବେଆଇନ ମଦ ବ୍ୟବସାୟ ଓ କାରବାରକୁ ରୋକିବା ପାଇଁ ପୋଲିସ ପକ୍ଷରୁ ଏହି ଚଢ଼ାଉକୁ ଆହୁରି କଡ଼ାକଡ଼ି କରାଯାଉଛି। #BoudhNews #OdishaPolice #Purunakataka #CrimeUpdate #ExciseRaid #LawAndOrder #Boudh #Odisha
Baudh Sadar, Boudh (Bauda) | Aug 17, 2026
ଭାଇନା ଦେଖିକି ଅନା ମନ ନେଇଯିବ କାଳିଆ ନନା #JaiJagannath #NiladriBije #RathaYatra2026 #BahudaYatra #Phulbani - Baudh Sadar News