Public App Logo
#୨_କ୍ୱିଣ୍ଟାଲ_ଗଞ୍ଜେଇ_ଜବତ_୨_ଗିରଫ -ମାଲକାନଗିରି: କାଲିମେଳା ନିକଟରୁ ୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ଗିରଫ -ସୁଧାକୁଣ୍ଡା ଜଙ୍ଗଲରୁ ଗଞ୍ଜେଇ ଲୋଡିଂ ହୋଇ ମହାରାଷ୍ଟ୍ର ଚାଲାଣ ହେଉଥିଲା -ଆମ୍ବୁଲାନ୍ସ ପାଲଟିଥିଲା ଗଞ୍ଜେଇ ଚାଲାଣର ମାଧ୍ୟମ #Malkangiri #GanjaSeized #Kalimela #DrugBust #OdishaPolice - Baudh Sadar News