#୨_କ୍ୱିଣ୍ଟାଲ_ଗଞ୍ଜେଇ_ଜବତ_୨_ଗିରଫ
-ମାଲକାନଗିରି: କାଲିମେଳା ନିକଟରୁ ୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ଗିରଫ
-ସୁଧାକୁଣ୍ଡା ଜଙ୍ଗଲରୁ ଗଞ୍ଜେଇ ଲୋଡିଂ ହୋଇ ମହାରାଷ୍ଟ୍ର ଚାଲାଣ ହେଉଥିଲା
-ଆମ୍ବୁଲାନ୍ସ ପାଲଟିଥିଲା ଗଞ୍ଜେଇ ଚାଲାଣର ମାଧ୍ୟମ
#Malkangiri #GanjaSeized #Kalimela #DrugBust #OdishaPolice
Baudh Sadar, Boudh (Bauda) | Aug 17, 2026