Public App Logo
ଦେଉର ସହ ଭାଉଜ ଫେରାର ମୋ ସ୍ତ୍ରୀ ମଙ୍ଗଳବାର ଦିନ ରାତିରେ ମୋ ଭାଇ ସହ ପଳେଇ ଯାଇଛି ମୋର ଦୁଇଟା ପୁଅ 12 ବର୍ଷ ହେଲାଣି ବାହାଘର ଭୋଗରାଇ ବ୍ଲକ କଚୁଆଡି ଗାଁ ରୁ ଆସିଛି ଅଭଯୋଗ #odianewstoday #NewsUpdate #swadhinlive #bhogorai - Kamarda News