Public App Logo
Profile Picture

Kartavya live

@www.kartavylive.com
236Followers
0Following
ଭୋଗରାଇ ରେ ବାଲି ମାଫିଆ ଙ୍କ ଦବଙ୍ଗଗିରି
ବିଜେପି ନେତା ଙ୍କ ସହ ଚାଲିଛି କଣ
ଶ୍ରମ ବିଭାଗର ଚଢ଼ାଉରେ ଓଡ଼ିଶାର ୧୫ ଜଣ ଉଦ୍ଧାର ।
📢 ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ

ଆପଣଙ୍କ ବ୍ୟବସାୟର ପ୍ରଚାର ପାଇଁ
SWADHIN LIVE NEWS ରେ
ବିଜ୍ଞାପନ ଦିଅନ୍ତୁ।

📱 ମୋବାଇଲ୍: 8018291254

🎥 ଭିଡିଓ ଚାଲୁଥିବା ସମୟରେ
ଆପଣଙ୍କ ବିଜ୍ଞାପନ ପ୍ରଦର୍ଶିତ କରାଯିବ।
ଯୁବତୀ ଦେହ ରେ ଲାଗିଛି ୬ ଟି ଭୁତ , ଏବେ ବି ବଂଚିଛି ଅନ୍ଧ ବିଶ୍ୱାସ
ତ୍ରିଶିକାଙ୍କ ଜୀବନ ବଞ୍ଚାଇବାକୁ ଦରକାର ₹୧୬ କୋଟି | ଆପଣଙ୍କ ଛୋଟ ସାହାଯ୍ୟ ହୋଇପାରେ ବଡ଼ ଆଶା ❤️

ମାତ୍ର ୧ ବର୍ଷ ୫ ମାସର ଶିଶୁ ତ୍ରିଶିକା  ଏକ ଗୁରୁତର ରୋଗ SMA (Spinal Muscular Atrophy) Type-II ସହ ଲଢ଼ୁଛନ୍ତି।

ଯେଉଁ ବୟସରେ ଟିକିଏ ଟିକିଏ ପାଦରେ ଚାଲିବା, ଖେଳିବା ଓ ହସିବା କଥା, ସେହି ବୟସରେ ଟ୍ରିଶିକା ନିଜ ଶରୀରର ଦୁର୍ବଳତା ସହ ସଂଘର୍ଷ କରୁଛନ୍ତି। AIIMSର ଚିକିତ୍ସା ରେକର୍ଡରେ ତାଙ୍କର SMA Type-II ନିର୍ଣ୍ଣୟ ଉଲ୍ଲେଖ ରହିଛି।

ତ୍ରିଶିକା ଚିକିତ୍ସା ପାଇଁ ପ୍ରାୟ ₹୧୬ କୋଟି ଟଙ୍କା ଆବଶ୍ୟକ।

ଏତେ ବଡ଼ ରାଶି ଗୋଟିଏ ପରିବାର ପାଇଁ ଏକାଠି କରିବା ଅସମ୍ଭବ ପ୍ରାୟ। କିନ୍ତୁ ଆମ ସମସ୍ତଙ୍କ ଛୋଟ ଛୋଟ ସହଯୋଗ ମିଶିଲେ ତ୍ରିଶିକା  ପାଇଁ ଆଶାର ଆଲୋକ ହୋଇପାରେ।
<nis:link nis:type=tag nis:id=trishika nis:value=Trishika nis:enabled=true nis:link/> <nis:link nis:type=tag nis:id=help nis:value=Help nis:enabled=true nis:link/> <nis:link nis:type=tag nis:id=trending nis:value=trending nis:enabled=true nis:link/>  <nis:link nis:type=tag nis:id=help nis:value=help nis:enabled=true nis:link/> <nis:link nis:type=tag nis:id=odishanews nis:value=OdishaNews nis:enabled=true nis:link/>
ରିକ୍ସା ହଁ ଭରସା
ବନ୍ୟା ପାଣିରେ ବରଯାତ୍ରା! 
ବାଲେଶ୍ୱର ଭୋଗରାଇରେ ସୁବର୍ଣ୍ଣରେଖାର ଚତୁର୍ଥ ବନ୍ୟା। ଚାରିଆଡ଼େ ପାଣି, ରାସ୍ତାଘାଟ ଜଳମଗ୍ନ। ହେଲେ ବନ୍ୟା ପାଣି ମଧ୍ୟ ଅଟକାଇ ପାରିଲା ନାହିଁ ବାହାଘରର ଖୁସିକୁ। 
ମନୁନଗର ଗ୍ରାମର ହେମନ୍ତ ପାତ୍ର ବର ବେଶରେ ସଜେଇ ହୋଇ ଡଙ୍ଗାରେ ବସି ବାହା ହେବାକୁ ବାହାରିଲେ। 
 ଗାଡ଼ି ନୁହେଁ,
 ଡଙ୍ଗା ହେଲା ବରଙ୍କ ଯାତ୍ରାର ସାଥୀ!
ବନ୍ୟା ଆସିଲା, ରାସ୍ତା ବୁଡ଼ିଲା… କିନ୍ତୁ ବରଙ୍କ ବାହାଘର ଅଟକିଲା ନାହିଁ! 
 ଭୋଗରାଇ, ବାଲେଶ୍ୱର
 SWADHIN LIVE
<nis:link nis:type=tag nis:id=swadhinlive nis:value=SwadhinLive nis:enabled=true nis:link/> <nis:link nis:type=tag nis:id=bhograi nis:value=Bhograi nis:enabled=true nis:link/> <nis:link nis:type=tag nis:id=baleswar nis:value=Baleswar nis:enabled=true nis:link/> <nis:link nis:type=tag nis:id=flood nis:value=Flood nis:enabled=true nis:link/> <nis:link nis:type=tag nis:id=subarnarekha nis:value=Subarnarekha nis:enabled=true nis:link/> <nis:link nis:type=tag nis:id=odishanews nis:value=OdishaNews nis:enabled=true nis:link/> <nis:link nis:type=tag nis:id=ବନ୍ୟା nis:value=ବନ୍ୟା nis:enabled=true nis:link/> <nis:link nis:type=tag nis:id=ବରଯାତ୍ରା nis:value=ବରଯାତ୍ରା nis:enabled=true nis:link/> <nis:link nis:type=tag nis:id=ଡଙ୍ଗାରେବରଯାତ୍ରା nis:value=ଡଙ୍ଗାରେବରଯାତ୍ରା nis:enabled=true nis:link/> <nis:link nis:type=tag nis:id=ଭୋଗରାଇ nis:value=ଭୋଗରାଇ nis:enabled=true nis:link/>
ବିଜେପି ସରକାର ପାଇଁ  ଆଜି ଭୋଗରାଇ ବାସି ପାଣି ଘେରରେ 

<nis:link nis:type=tag nis:id=odiareels nis:value=odiareels nis:enabled=true nis:link/> 
<nis:link nis:type=tag nis:id=newsupdate nis:value=NewsUpdate nis:enabled=true nis:link/>
ନାଚିନ୍ଦା ରାଜସ୍ୱନିରୀକ୍ଷକ ଙ୍କ ଅଜବ ନୀତି ବନ୍ୟା ରେ ଭାସୁଛି ଅନେକ ଗାଁ
ମଦ ପାଇଁ ଭଗରାଇ ରେ ଉତେଜନା
ହଟାତ ମାଡି ଆସିଲା ସମୁଦ୍ର ଦିଘା ହେଇଗଲା ଛାରଖାର A
ଆସୁଛି ବଡ଼ ବନ୍ୟା 2008 ମସିହା ପରି ବନ୍ୟା ଆସିବା ସମ୍ଭାବନା  ସୁବର୍ଣ୍ଣରେଖା ନଦୀ ର ଜଳସ୍ତର ବୃଦ୍ଧି ପାଉଥିବା ବେଳେ 12 ମିଟରେ ପହଁଚି ପାରେ
ଭୟଙ୍କର ରୂପ ଧାରଣ କରୁଛି ସୁବର୍ଣ୍ଣରେଖା ଆଜି ରାତିରେ ସବୁ ବୁଡି ଯିବ
ମାଉସୀ ପୁରା ରାଗିକି ପଞ୍ଚମ
କମର୍ଦା ଥାନା ଆଗରେ ହାଇଡ୍ରାମା
କୁଆଡେ ଗଲା ତୋମ ଡବଲ ଇଂଜିନ :ସତ୍ୟଶିବ ଦାସ କଂଗ୍ରେସ ଜିଲ୍ଲା ସଭାପତି
ଭୋଗରାଇ କଂଗ୍ରେସ ର ଜରୁରୀ କାଳୀନ ସାମ୍ବାଦିକ ସମିଳନି
ଚୋରା ମଦ ଭାଟିକୁ ନେଇ ତାତିଲେ ମହିଳା। ମଦ ବିକ୍ରି ବନ୍ଦ କରିବା ଦାବିରେ ମଦ ଭାଟିରେ ଧସେଇ ପଶିଲେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା। ଭାଟି ଭାଙ୍ଗିବା ସହ ମଦ ବୋତଲ ଭାଙ୍ଗି ପ୍ରତିବାଦ ଜଣାଇଛନ୍ତି ମହିଳାମାନେ ସୁଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ସାନ ଆଉସା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା। ସୂଚନା ଅନୁଯାୟୀ, ସାନ ଆଉସା ଗ୍ରାମର ଶମ୍ଭୁନାଥ ସାହୁ ଦୀର୍ଘ ୮ ବର୍ଷ ଧରି ଦେଶୀ ଓ ବିଦେଶୀ ମଦ ବିକ୍ରି କରି ଆସୁଥିଲେ। ଗ୍ରାମର ମହିଳା ମାନେ ମଦ ବିକ୍ରିକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଏନେଇ ଅବକାରୀ ବିଭାଗ ଓ ପୋଲିସ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ଜଣାଇ ଥିଲେ।  ତେବେ ବାରମ୍ବାର ଅଭିଯୋଗ ସତ୍ତ୍ୱେ କୈଣସି କାର୍ଯ୍ୟନୁଷ୍ଠାନ ନ ହେବାରୁ  ଜୟରାମପୁର, ଖଡ଼ିକାବାଡ଼ି, କାଠକଟା, ବଡ଼ ଆଉସା ଓ ସାନ ଆଉସା ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏକାଠି ହେଇ ମଦ ଭାଟିରେ ଧସେଇ ପଶି ଭାଟି ଭାଙ୍ଗିବା ସହ ମଦ ବୋତଲ ମଧ୍ୟ ଭାଙ୍ଗିଥିଲେ।
ମେରିଗୋଲଡ଼ ବିସ୍କୁଟ ଖାଇ ମଦ ଭାଟି ଭାଙ୍ଗିଲେ ମହିଳା 

ଭୋଗରାଇ ରୁ ଆସିଲା ଏମିତିକା ଚିତ୍ର
ଡାକ୍ତର ହେବ ତ ଏମିତି, କାଳେ ରୋଗୀ ବୁଝି ପାରିବନି ବୋଲି ସମ୍ପୂର୍ଣ ଶୁଦ୍ଧ ଓଡ଼ିଆ ଭାଷାରେ ପ୍ରେସ୍କିସନ ଲେଖିଲେ 
DrShiba Prasad Senapati 
<nis:link nis:type=tag nis:id=doctorstrange nis:value=DoctorStrange nis:enabled=true nis:link/>
ବ୍ରଜବାବୁ କିଛି କହିନାହିଁ
ସିପ୍ରାବାଜପେୟୀ କିଏ ଉଡ଼ିପଡ଼ା ସିଏ ବିଜେପି ନେତ୍ରୀ ଙ୍କୁ ଏ କି ବ୍ୟବହାର
ଜଳେଶ୍ୱର ବିଜେପି ରେ ଚାଲିଛି କଣ
ବିଜେପି ନେତା ଙ୍କ ଏ କି ବ୍ୟବହାର