ଈଶାଣୀରେ ସମାଜସେବୀ ମନ୍ମଥ ପରିଡ଼ାଙ୍କ ଏକାଦଶାହ: ଯୋଗଦେଲେ ରେମୁଣା ବିଧାୟକ
Baleshwar, Balasore | Oct 6, 2026
ଈଶାଣୀ ସ୍ଥିତ ବାସଭବନରେ ସମାଜସେବୀ ମନ୍ମଥ କୁମାର ପରିଡ଼ାଙ୍କ ଏକାଦଶାହ ଓ ସ୍ମୃତି ସଭା ଅନୁଷ୍ଠିତ । କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ।