Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Jharkhand
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
damantv
1
ଦାମୀ ବେପାରକୁ ଦାମୀ ଗାଡ଼ିରେ ଚାଲିଥିଲା ବ୍ରାଉନସୁଗାର କାରବାର#କଣିହାଁ#ଅନୁଗୁଳ#damantv
Anugul, Angul
| Aug 8, 2026
#କଣିହାଁ#ଅନୁଗୁଳ#damantv
MORE NEWS
ଜୀବନ ଥିବା ଯାଇ ମା ମାଟି ପାଇଁ ଲଢ଼ିବି ତାପରେ ଯାଇ ପାର୍ଟି କଥା#ତାଳଚେର#ଅନୁଗୁଳ#damantv
Anugul, Angul | Aug 16, 2026
ଅନୁଗୁଳ ଜିଲ୍ଲାର ନାଲକୋ ଠାରେ ପ୍ରଥମ କରି ଖୋଲିଲା ଅତ୍ୟାଧୁନିକ କ୍ଲିନ୍ ଆଣ୍ଡ୍ ଡ୍ରାଏୱାସ୍ ର ପ୍ରିମିୟମ ଲଣ୍ଡ୍ରି ବ୍ରାଣ୍ଡ । ଗ୍ରାହକ ମାନଙ୍କ ପାଇଁ ଆରମ୍ଭ ହୋଇଛି ଆକର୍ଷଣୀୟ ଅଫର୍। #CleanAndDry #wash #Nalco #angul #angulexpress
Anugul, Angul | Aug 16, 2026
ମାନ୍ୟବର ସମ୍ବଲପୁର ସାଂସଦଙ୍କ ଅନୁଗୋଳ ଗସ୍ତ ଓ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ। -ତାଳଚେରରେ ୬୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ -କଦମ ପଡ଼ିଆଠାରେ ୯.୭୧ କୋଟିର ଉନ୍ନୟନ ମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ୫.୫ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ନୂତନ ଫ୍ଲଡଲାଇଟର ଶୁଭ ଉଦଘାଟନ ଅନୁଗୋଳ,୧୬.୦୮ : ତାଳଚେର ପୌରପରିଷଦ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ଏବଂ ସ୍ଥାନୀୟ ଜୀବିକା ପ୍ରୋତ୍ସାହନ ଲକ୍ଷ୍ୟରେ ଜିଲ୍ଲା ଖଣିଜ ପାଣ୍ଠି (DMF) ଓ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ମାଧ୍ୟମରେ ପ୍ରାୟ ୬୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଳଚେର ସହରର ରୂପରେଖ ବଦଳାଇବା ସହ ଭିତ୍ତିଭୂମି, ସଡ଼କ ଯୋଗାଯୋଗ, ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି ଏବଂ ରୋଜଗାର ସୃଷ୍ଟିକୁ ସର୍ବାଧିକ ପ୍ରାଧାନ୍ୟ ଦେବାକୁ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି।ଏହାସହ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ବ୍ୟାପକ ବୃକ୍ଷରୋପଣ କରିବାକୁ ସେ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ତାଳଚେରରେ ଏକ ଆର୍ଟ କଲେଜ ଓ ଚିଡ଼ିଆଖାନା ପ୍ରତିଷ୍ଠା ପାଇଁ ସାମୂହିକ ପ୍ରୟାସ କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମରେ ମାନ୍ୟବର ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ରନାରାୟଣ ପାଣି, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ମାନ୍ୟବର ପାଳଲହଡା ବିଧାୟକ ଶ୍ରୀ ଅଶୋକ ମହାନ୍ତି, ମାନ୍ୟବର ତାଳଚେର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ, ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା, ମାନ୍ୟବର ପରଜଙ୍ଗ ବିଧାୟକ ଶ୍ରୀ ବିଭୂତି ଭୂଷଣ ପ୍ରଧାନ, ଜିଲ୍ଲାପାଳ ଶ୍ରୀ ଅବ୍ଦାଲ୍ ମୁହମ୍ମଦ୍ ଅଖ୍ତର , ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାହୁଲ ଜୈନ, ତାଳଚେର ଉପ ଜିଲ୍ଲାପାଳ ଶ୍ରୀ ଆଶିଷ ରଞ୍ଜନ ସାହୁ, ତାଳଚେର ନଗରପାଳ ଶ୍ରୀ ପବିତ୍ର ଭୁତିଆ, ତାଳଚେର ପୌରପାଳିକା ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ସାହାଙ୍କ ସମେତ ବିଭାଗୀୟ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ଅପରାହ୍ନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଗୋଳ କଦମ ପଡ଼ିଆଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏଥିରେ ଅନୁଗୋଳ ପୌରପରିଷଦରେ ମୋଟ ୯.୭୧ କୋଟି ଟଙ୍କାର ୪ଟି ପ୍ରକଳ୍ପ ଏବଂ ୧୩ଟି ନୂତନ ଯାନବାହାନର ଶୁଭ ଉଦଘାଟନ ମାନ୍ୟବର ସମ୍ବଲପୁର ସାଂସଦ କରିଥିଲେ। ଏହି ପ୍ରକଳ୍ପରେ ୩ କୋଟି ଟଙ୍କାର ପଞ୍ଚମହଲାରେ FSTP , ୮୯.୧୦ ଲକ୍ଷ ଟଙ୍କାର ପଞ୍ଚମହଲା ଲିଗାସି ୱେଷ୍ଟ ପ୍ରକଳ୍ପ, ୨୭ ଲକ୍ଷ ଟଙ୍କାର ରାଜା ଛକରୁ ଥାନା ଛକ ସୌନ୍ଦର୍ଯ୍ୟକରଣ ନିମନ୍ତେ ଆଲୋକୀକରଣ ପ୍ରକଳ୍ପ ସମେତ ୪ଟି ଟାଟା ମିନି ଟିପର, ୪ଟି ଫଗିଂ ମେସିନ୍, ୧ଟି ବବକ୍ୟାଟ୍ JCB, ୧ଟି ବବକ୍ୟାଟ୍ ସ୍କିଡର, ୧ଟି ସେସପୁଲ୍ ଯାନ ଏବଂ ୨ଟି ପୋଲିସ ପାଟ୍ରୋଲିଂ ଗାଡ଼ି ରହିଛି। ଏହା ସହ ୫.୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ନୂତନ ଫ୍ଲଡଲାଇଟର ମଧ୍ୟ ଉଦଘାଟନ କରିଥିଲେ। ନିଜ ଅଭିଭାଷଣରେ ଜିଲ୍ଲା ଶିଳ୍ପକେନ୍ଦ୍ର (DIC)ର କାର୍ଯ୍ୟକୁ ତ୍ୱରାନ୍ୱିତ କରି ଯୁବପିଢିଙ୍କୁ ରୋଜଗାରକ୍ଷମ କରିବାକୁ ମାନ୍ୟବର ସାଂସଦ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉତ୍ତର କେନ୍ଦ୍ରାଞ୍ଚଳ ଆଇ.ଜି ଶ୍ରୀ ସତ୍ୟବ୍ରତ ଭୋଇ, ନଗରପାଳ ଶ୍ରୀ ଅକ୍ଷୟ କୁମାର ସାମନ୍ତ, ଉପନଗରପାଳ ଶ୍ରୀମତୀ ଅନୁପମା ସାହୁ, ପୌର ପାଳିକାର ନିର୍ବାହୀ ଅଧିକାରୀ ଶ୍ରୀ ସତ୍ୟ ପ୍ରକାଶ ତ୍ରିପାଠୀ, ଅନୁଗୋଳ କ୍ରିକେଟ ଆସୋସିଏସନ୍ ର ସାଧାରଣ ସମ୍ପାଦକ ଶ୍ରୀ ସାଗରନାଥ ମିଶ୍ରଙ୍କ ସମେତ ଜିଲ୍ଲା କ୍ରିକେଟ ଆସୋସିଏସନର କର୍ମକର୍ତ୍ତା, ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। #anguldistrictadministration #angulexpress #DharmendraPradhan #angul
Anugul, Angul | Aug 16, 2026
ବାହାରିଆ କେତେ ଆସିବେ କେତେ ଯିବେ କେହିକିଛି କରିବେନି ନିଜ ଲୋକ ସଦାବେଳେ ଥିବେ#talcher#ଅନୁଗୁଳ#damantv
Anugul, Angul | Aug 16, 2026
ଦେଶାତ୍ମବୋଧକ ସଙ୍ଗୀତ ଓ ନୃତ୍ୟରେ କମ୍ପିଲା ସରଧାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। #IndependenceDay #angulexpress
Anugul, Angul | Aug 16, 2026