Public App Logo
Profile Picture

Daman TV Live

@damantv
232Followers
0Following
ଜୀବନ ଥିବା ଯାଇ ମା ମାଟି ପାଇଁ ଲଢ଼ିବି ତାପରେ ଯାଇ ପାର୍ଟି କଥା<nis:link nis:type=tag nis:id=ତାଳଚେର#ଅନୁଗୁଳ#damantv nis:value=ତାଳଚେର#ଅନୁଗୁଳ#damantv nis:enabled=true nis:link/>
Video 1
ବାହାରିଆ କେତେ ଆସିବେ କେତେ ଯିବେ କେହିକିଛି କରିବେନି ନିଜ ଲୋକ ସଦାବେଳେ ଥିବେ<nis:link nis:type=tag nis:id=talcher#ଅନୁଗୁଳ#damantv nis:value=talcher#ଅନୁଗୁଳ#damantv nis:enabled=true nis:link/>
ଆନ୍ତର୍ଜାତୀୟ ମଞ୍ଚରେ ଓଡ଼ିଶାର ଯୁବ ଶ୍ରମିକ ନେତା ଅଜିତ ସାହୁ<nis:link nis:type=tag nis:id=talcher#angul#damantv nis:value=talcher#angul#damantv nis:enabled=true nis:link/>
ହର ଘର ତ୍ରିରଙ୍ଗା ଘର ଘର କାର୍ଯ୍ୟକ୍ରମ ସାଲେପୁର ମଣ୍ଡଳ ଠାରେ ଅନୁଷ୍ଠିତ ହୋଇଯାଇଛି<nis:link nis:type=tag nis:id=damantv nis:value=damantv nis:enabled=true nis:link/>
୮୦ତମ ସ୍ୱାଧୀନତା ଦିବସରେ ଅଭିନନ୍ଦନ ଓ ଶୁଭେଚ୍ଛା 🇮🇳🇮🇳🇮🇳
DAMAN TV LIVE  ତାଳଚେର 
JCI ତରଫରୁ ୭ତମ ରକ୍ତଦାନ ଶିବିର ଆୟୋଜିତ l
 ମୁଖ୍ୟ ଅତିଥି ଭାବେ 
ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଓ ତାଳଚେର ଉପଜିଲ୍ଲାପାଳଙ୍କ ଉପସ୍ଥିତ<nis:link nis:type=tag nis:id=ତାଳଚେର#ଅନୁଗୁଳ#damantv nis:value=ତାଳଚେର#ଅନୁଗୁଳ#damantv nis:enabled=true nis:link/>
ନିଜର ଅଙ୍ଗଦାନ(liver)କରି ବାପାଙ୍କୁ ନୁଆଁ ଜୀବନ ଦେଲେ ଝିଅ<nis:link nis:type=tag nis:id=damantv nis:value=damantv nis:enabled=true nis:link/>
ଚର୍ଚ୍ଚିତ ସୁଭଦ୍ରା ପଦିଲି ଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତ ଅଟୋ ଚାଳକ ବିଷ୍ଣୁ ଗୋଛାୟତ ଦୋଷୀ ସାବ୍ୟସ୍ତ, ୨୨ ତାରିଖ ରେ ଦଣ୍ଡ ଘୋଷଣା 
ଗତ ୨୦୨୫ ଏପ୍ରିଲ ୨୬ ରେ  ସୁଭଦ୍ରା ପଦିଲି ଭୁବନେଶ୍ୱର ଯିବାପାଇଁ ତାଳଚେର ଷ୍ଟେସନରୁ ତାଳଚେର ରୋଡ଼ ଷ୍ଟେସନକୁ ଅଟୋ ରେ ଯିବା ବେଳେ ଅଟୋ ଚାଳକ ବିଷ୍ଣୁ ଗୋଛାୟତ ଦୁଷ୍କର୍ମ କରିବା ସହ ହତ୍ୟାକରି ମୃତ ଦେହକୁ ଵଅଁରପାଳ ଥାନା ଅନ୍ତର୍ଗତ ଭୋଗବେରିଣୀ ପଞ୍ଚାୟତ କେନ୍ଦୁପଲ୍ଲୀ ନିକଟରେ ଫୋପାଡ଼ି ଫେରାର ହୋଇଯଇଥିଲା<nis:link nis:type=tag nis:id=talcher#anugola#damantv nis:value=talcher#anugola#damantv nis:enabled=true nis:link/>
ଆଜି ଅନୁଗୁଳ କଂଗ୍ରେସ ତରଫରୁ ୧୨ଘଣ୍ଟିଆ ବନ୍ଦ ଡାକରା<nis:link nis:type=tag nis:id=ଅନୁଗୁଳ#damantv nis:value=ଅନୁଗୁଳ#damantv nis:enabled=true nis:link/>
୫୦ବର୍ଷର ବାଲିଆ ମାର୍କେଟ ଓ ହରିଜନ ବସ୍ତିକୁ ଭାଙ୍ଗବାକୁ ପ୍ରଶାସନ ନୋଟିସକୁ ବିରୋଧ<nis:link nis:type=tag nis:id=ଅନୁଗୁଳ#damantv nis:value=ଅନୁଗୁଳ#damantv nis:enabled=true nis:link/>
ଏ ବର୍ଷ କଳିଙ୍ଗ ଗଣନାଟ୍ୟ ର ସୁପରହିଟ ନାଟକ ଗୋଟେ ଶୁଆ ଗୋଟେ ଶାରୀର ଟାଇଟେଲ ସଙ୍ଗ<nis:link nis:type=tag nis:id=damantv nis:value=damantv nis:enabled=true nis:link/>
କାହାକୁ କହିବା ଶୁଣିବ କିଏ ?
ଶ୍ରାବଣ ମାସ ଦ୍ୱତୀୟ ସୋମବାର ରେ ଅନୁଗୁଳଜିଲ୍ଲାରେ ପାଣି ଆଣିବା ସମୟରେ ଜୁରରେ ଭାସି ଗଲେ କାଉଡ଼ିଆଁ ଭକ୍ତ<nis:link nis:type=tag nis:id=ଅନୁଗୁଳ#damantv nis:value=ଅନୁଗୁଳ#damantv nis:enabled=true nis:link/>
DAMAN TV LIVE | SPECIAL NEWS
🔱 ଓଡ଼ିଶାର ଦ୍ୱିତୀୟ କେଦାରନାଥ! 🔱
ବାବା କୁଶଳେଶ୍ୱରଙ୍କ ପୀଠରେ
କାଉଡ଼ିଆଙ୍କ ଜଳାଭିଷେକ! 🙏🔱
ବୋଲ୍ ବମ୍… ହର ହର ମହାଦେବ ଧ୍ୱନୀରେ ପ୍ରକମ୍ପିତ ତାଳଚେର!
📍 ଧରମପୁର, ତାଳଚେର
🕉️ ଶ୍ରାବଣ ଦ୍ୱିତୀୟ ସୋମବାର
🙏 ଭକ୍ତଙ୍କ ଭବ୍ୟ ସମାଗମ
ତ୍ରିଦେବ ସାରଙ୍କ ୪୮ତମ ଜନ୍ମଦିନ ଉପଲକ୍ଷେ ଚାରା ରୋପଣ ଓ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ<nis:link nis:type=tag nis:id=କଟକ#damantv nis:value=କଟକ#damantv nis:enabled=true nis:link/>
ତାଳଚେର କୋଲିୟରୀ ପୋଲିସଙ୍କୁ ବଡ ସଫଳତା କାର ସହ ୪ଜଣ ବ୍ରାଉନସୁଗାର ବେପାରୀ ଗିରଫ<nis:link nis:type=tag nis:id=ତାଳଚେର#ଅନୁଗୁଳ#damantv nis:value=ତାଳଚେର#ଅନୁଗୁଳ#damantv nis:enabled=true nis:link/>
ଚାରି ଧାମ ଯାତ୍ରାରୁ କେଉଁଠୁ କଣ ଆଣିବେ<nis:link nis:type=tag nis:id=damantv#viralvideo nis:value=damantv#viralvideo nis:enabled=true nis:link/>
ତାଳଚେରର ଭରତପୁର କୋଇଲାଖଣିର ମନମାନି ଯୋଗୁଁ ହନ୍ତସନ୍ତ ହେଉଛନ୍ତି ପଦ୍ମାବତୀପୁର ପଞ୍ଚାୟତବାସୀ<nis:link nis:type=tag nis:id=ତାଳଚେର#coalmine#ଅନୁଗୁଳ#damantv nis:value=ତାଳଚେର#coalmine#ଅନୁଗୁଳ#damantv nis:enabled=true nis:link/>
ମେରାମଣ୍ଡଳୀ ଟାଟା ଷ୍ଟିଲ କାରଖାନା ରେ ୩ ୪ଦିନ ଭିତରେ ଗଲାଣି ୨ଟି ଅମୁଲ୍ୟ ଜୀବନ, ମରଣ ଯନ୍ତା ପାଲଟିଛି କି ଟାଟା ଷ୍ଟିଲ କାରଖାନା ସାଧାରଣରେ ପ୍ରଶ୍ନ ବାଚୀ<nis:link nis:type=tag nis:id=ଅନୁଗୁଳ#ଢେଙ୍କାନାଳ#damantv nis:value=ଅନୁଗୁଳ#ଢେଙ୍କାନାଳ#damantv nis:enabled=true nis:link/>
ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା'ସମଲେଇଙ୍କ ଆଶୀର୍ବାଦରୁ ମୁଁ କେବେ ଓଡ଼ିଆଙ୍କ ମୁଣ୍ଡ ତଳକୁ କରିନାହିଁ କି କରିବି ନାହିଁ<nis:link nis:type=tag nis:id=dharmendra nis:value=Dharmendra nis:enabled=true nis:link/> Pradhan<nis:link nis:type=tag nis:id=damantv nis:value=damantv nis:enabled=true nis:link/>
ଦାମୀ ବେପାରକୁ ଦାମୀ ଗାଡ଼ିରେ ଚାଲିଥିଲା ବ୍ରାଉନସୁଗାର କାରବାର<nis:link nis:type=tag nis:id=କଣିହାଁ#ଅନୁଗୁଳ#damantv nis:value=କଣିହାଁ#ଅନୁଗୁଳ#damantv nis:enabled=true nis:link/>
ସରପଞ୍ଚଙ୍କ ଉପରକୁ ଚା ଫିଙ୍ଗି ରାଗ ଝାଡିଲେ ଭୋଗରାଇ ବିଧାୟକ<nis:link nis:type=tag nis:id=damantv nis:value=damantv nis:enabled=true nis:link/>
ଭାଇରାଲ ଗୀତରେ ପିୟୁଷ କ୍ଷିତୀଶ<nis:link nis:type=tag nis:id=damantv nis:value=damantv nis:enabled=true nis:link/>
DAMAN TV LIVE | BREAKING NEWS
ସାପ କାମୁଡ଼ାରେ ଚାଲିଗଲା ନିରୀହ ଶିଶୁର ଜୀବନ! 
ଆଗରପଡ଼ା ଶିଶୁ ମନ୍ଦିରରେ ଦୁଃଖଦ ଘଟଣା
ସାପ କାମୁଡ଼ିଲେ ତୁରନ୍ତ ହସ୍ପିଟାଲ ନିଅନ୍ତୁ!
 ସ୍ଥାନ: ଆଗରପଡ଼ା, ଭଦ୍ରକ<nis:link nis:type=tag nis:id=damantv nis:value=damantv nis:enabled=true nis:link/>