Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
Congress
Modi
Delhi
Viral
मारपीट
Crime
Jharkhand
Dm
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh

News in Anugul

୮୦ ତମ ସ୍ୱାଧୀନତା ଦିବସରେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟ ର ଟ୍ରମାକେୟାରରେ ଆଇସିୟୁ ବେଡ଼ ସହ ଏଣ୍ଡସ୍କୋପି କେନ୍ଦ୍ରର ଉଦଘାଟନ କଲେ ପଞ୍ଚାୟତିରାଜ ତଥା ଜଳସମ୍ପଦ ମନ୍ତ୍ରୀ ଶ୍ରୀଯୁକ୍ତ ରବି ନାରାୟଣ ନାଏକ। #angul #Dhh #Odisha #ICU #rabinarayannayak #angulexpress

Anugul, Angul | Aug 15, 2026

ନାରାୟଣୀ ଇଞ୍ଜିନିୟରିଂ କଲେଜରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ। #NIET #angul #indipendenceday #angulexpress

ନାରାୟଣୀ ଇଞ୍ଜିନିୟରିଂ କଲେଜରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ। #NIET #angul #indipendenceday #angulexpress

Anugul, Angul | Aug 15, 2026

🚨 Breaking News 

~ଅନୁଗୋଳରେ ଉଦ୍‌ଘାଟିତ ହେଲା ୧୦ ଶଯ୍ୟା ବିଶିଷ୍ଟ ନୂଆ ICU
~ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅନୁଗୋଳକୁ ବଡ଼ ଉପହାର
~ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନୂଆ ସ୍ୱାସ୍ଥ୍ୟସେବା
~୩ଟି ମୋଡ୍ୟୁଲାର ଅପରେସନ ଥିଏଟର ସହ ନୂଆ ICU ଲୋକାର୍ପିତ
~ଇକୋକାର୍ଡିଓଗ୍ରାଫି ଓ ଏଣ୍ଡୋସ୍କୋପି ମେସିନ୍‌ର ସୁବିଧା ଆରମ୍ଭ
~ଦୁର୍ଗମ ଅଞ୍ଚଳ ପାଇଁ ‘ଜୀବନ ସାଥୀ’ ଅଟୋ ଆମ୍ବୁଲାନ୍ସ ସେବା ଶୁଭାରମ୍ଭ
~ସ୍ୱାଧୀନତା ଦିବସରେ ଅନୁଗୋଳବାସୀଙ୍କୁ ସ୍ୱାସ୍ଥ୍ୟସେବାର ବଡ଼ ଉପହାର
~ଉନ୍ନତ ସ୍ୱାସ୍ଥ୍ୟସେବାରେ ଆଉ ଏକ ପାଦ ଆଗକୁ ଅନୁଗୋଳ
#BreakingNews #BREAKING #HealthAndWellness #DHHANUGOLA #MedicalCollege @PRATAPPRADHAN

🚨 Breaking News ~ଅନୁଗୋଳରେ ଉଦ୍‌ଘାଟିତ ହେଲା ୧୦ ଶଯ୍ୟା ବିଶିଷ୍ଟ ନୂଆ ICU ~ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅନୁଗୋଳକୁ ବଡ଼ ଉପହାର ~ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନୂଆ ସ୍ୱାସ୍ଥ୍ୟସେବା ~୩ଟି ମୋଡ୍ୟୁଲାର ଅପରେସନ ଥିଏଟର ସହ ନୂଆ ICU ଲୋକାର୍ପିତ ~ଇକୋକାର୍ଡିଓଗ୍ରାଫି ଓ ଏଣ୍ଡୋସ୍କୋପି ମେସିନ୍‌ର ସୁବିଧା ଆରମ୍ଭ ~ଦୁର୍ଗମ ଅଞ୍ଚଳ ପାଇଁ ‘ଜୀବନ ସାଥୀ’ ଅଟୋ ଆମ୍ବୁଲାନ୍ସ ସେବା ଶୁଭାରମ୍ଭ ~ସ୍ୱାଧୀନତା ଦିବସରେ ଅନୁଗୋଳବାସୀଙ୍କୁ ସ୍ୱାସ୍ଥ୍ୟସେବାର ବଡ଼ ଉପହାର ~ଉନ୍ନତ ସ୍ୱାସ୍ଥ୍ୟସେବାରେ ଆଉ ଏକ ପାଦ ଆଗକୁ ଅନୁଗୋଳ #BreakingNews #BREAKING #HealthAndWellness #DHHANUGOLA #MedicalCollege @PRATAPPRADHAN

Anugul, Angul | Aug 15, 2026