Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर

ଜୟପୁରରେ ବିଶାଳ ‘ଘର ଘର ତ୍ରିରଙ୍ଗା’ ଶୋଭାଯାତ୍ରା,ଘର ଘର ତ୍ରିରଙ୍ଗା’ ଅଭିଯାନକୁ ନେଇ ବାହାରିଥିଲା ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା। ହାତରେ ତ୍ରିରଙ୍ଗା ଧରି ଦେଶପ୍ରେମର ବାର୍ତ୍ତା ଦେଇଥିଲେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ। ଜୟପୁର ରଜାନଗର ଛକରୁ ବାହାରିଥିଲା ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା। ସହରର ବିଭିନ୍ନ ରାସ୍ତା ପରିକ୍ରମା କରି ଶୋଭାଯାତ୍ରା ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ପଡ଼ିଆରେ ପହଞ୍ଚିଥିଲା,ଏହି ଦେଶପ୍ରେମର ଯାତ୍ରାରେ ସାମିଲ ହୋଇଥିଲେ ଓଡ଼ିଶା ସରକାରଙ୍କ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି,କୋରାପୁଟ ବିଧାୟକ ରଘୁରାମ ମାଛ ଏବଂ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ।

Jeypore, Koraput | Aug 13, 2026

MORE NEWS

ବନ୍ଦେ ମାତରମ୍‌’ର ଅପମାନକୁ ନେଇ କୋରାପୁଟରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ପ୍ରତିବାଦ କରାଯାଇଛି। ଯୁବମୋର୍ଚ୍ଚାର କର୍ମୀ ଓ ସମର୍ଥକମାନେ ଏକତ୍ରିତ ହୋଇ ବ୍ୟାନର ଧରି ନାରାବାଜି କରିଥିଲେ।
ପ୍ରତିବାଦ ସମୟରେ “ବନ୍ଦେ ମାତରମ୍‌ର ଅପମାନ – ସହିବ ନାହିଁ ହିନ୍ଦୁସ୍ଥାନ” ବାର୍ତ୍ତା ଦିଆଯାଇଥିଲା। ଦେଶର ଜାତୀୟ ଭାବନା ଓ ଦେଶପ୍ରେମର ପ୍ରତୀକ ‘ବନ୍ଦେ ମାତରମ୍‌’କୁ ଅପମାନ କରାଯିବା ଗ୍ରହଣୀୟ ନୁହେଁ ବୋଲି ପ୍ରତିବାଦକାରୀମାନେ କହିଥିଲେ।

ବନ୍ଦେ ମାତରମ୍‌’ର ଅପମାନକୁ ନେଇ କୋରାପୁଟରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ପ୍ରତିବାଦ କରାଯାଇଛି। ଯୁବମୋର୍ଚ୍ଚାର କର୍ମୀ ଓ ସମର୍ଥକମାନେ ଏକତ୍ରିତ ହୋଇ ବ୍ୟାନର ଧରି ନାରାବାଜି କରିଥିଲେ। ପ୍ରତିବାଦ ସମୟରେ “ବନ୍ଦେ ମାତରମ୍‌ର ଅପମାନ – ସହିବ ନାହିଁ ହିନ୍ଦୁସ୍ଥାନ” ବାର୍ତ୍ତା ଦିଆଯାଇଥିଲା। ଦେଶର ଜାତୀୟ ଭାବନା ଓ ଦେଶପ୍ରେମର ପ୍ରତୀକ ‘ବନ୍ଦେ ମାତରମ୍‌’କୁ ଅପମାନ କରାଯିବା ଗ୍ରହଣୀୟ ନୁହେଁ ବୋଲି ପ୍ରତିବାଦକାରୀମାନେ କହିଥିଲେ।

Jeypore, Koraput | Aug 17, 2026

୨୪ ଘଣ୍ଟା ଭିତରେ ହତ୍ୟାକାଣ୍ଡର ପର୍ଦାଫାସ,୩ ଅଭିଯୁକ୍ତ ଗିରଫ,
ଅଗଷ୍ଟ ୧୪ ତାରିଖରେ କୋଟପାଡ଼ ଥାନା ଅନ୍ତର୍ଗତ ଷଡ଼ରଙ୍ଗାର ଜାମୁଗୁଡା ଅଞ୍ଚଳରେ ଘଟିଥିବା ହତ୍ୟାକାଣ୍ଡର ୨୪ ଘଣ୍ଟାରେ ପର୍ଦାଫାସ କଲା କୋଟପାଡ଼ ପୋଲିସ୍,

୨୪ ଘଣ୍ଟା ଭିତରେ ହତ୍ୟାକାଣ୍ଡର ପର୍ଦାଫାସ,୩ ଅଭିଯୁକ୍ତ ଗିରଫ, ଅଗଷ୍ଟ ୧୪ ତାରିଖରେ କୋଟପାଡ଼ ଥାନା ଅନ୍ତର୍ଗତ ଷଡ଼ରଙ୍ଗାର ଜାମୁଗୁଡା ଅଞ୍ଚଳରେ ଘଟିଥିବା ହତ୍ୟାକାଣ୍ଡର ୨୪ ଘଣ୍ଟାରେ ପର୍ଦାଫାସ କଲା କୋଟପାଡ଼ ପୋଲିସ୍,

Jeypore, Koraput | Aug 17, 2026

କାଉଡ଼ିଆ ଭକ୍ତଙ୍କ ସେବା ପାଇଁ ଆଗେଇ ଆସିଲେ JOB LESS GROUP। ଭକ୍ତମାନଙ୍କୁ ସହଯୋଗ ଓ ସେବା ଯୋଗାଇ ଦେଇ ଗଢ଼ିଲେ ଏକ ସେବାମୟ ପରିବେଶ।

UD MEDIA News Page #Jeypore #jeyporenews #jeyporeupdatenews #jeyporesocialmedia #koraputupdate  #koraput #Rayagada #Malakangiri #Nabarangpur  #viralpost2024 #viralfacebookpage #public  #highlightseveryonefollowers2025 #highlights #dmkoraput #CMOdisha #jeyporemuncipalty

କାଉଡ଼ିଆ ଭକ୍ତଙ୍କ ସେବା ପାଇଁ ଆଗେଇ ଆସିଲେ JOB LESS GROUP। ଭକ୍ତମାନଙ୍କୁ ସହଯୋଗ ଓ ସେବା ଯୋଗାଇ ଦେଇ ଗଢ଼ିଲେ ଏକ ସେବାମୟ ପରିବେଶ। UD MEDIA News Page #Jeypore #jeyporenews #jeyporeupdatenews #jeyporesocialmedia #koraputupdate #koraput #Rayagada #Malakangiri #Nabarangpur #viralpost2024 #viralfacebookpage #public #highlightseveryonefollowers2025 #highlights #dmkoraput #CMOdisha #jeyporemuncipalty

Jeypore, Koraput | Aug 17, 2026