#ବର୍ଷାରେ_ଭୁଶୁଡ଼ିଲା_ଘର
#ଅଳ୍ପକେ_ବର୍ତ୍ତିଲା_ପରିବାର
କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରି ଗ୍ରାମରେ ଲଗାଣ ବର୍ଷା ଯୋଗୁଁ ଏକ ମାଟିଘର ଭୁଶୁଡ଼ି ପଡ଼ିଛି। ଗ୍ରାମର ପୁରୁଷୋତ୍ତମ ମହାନ୍ତଙ୍କ ବାସଗୃହର ମାଟି କାନ୍ଥ ଭାଙ୍ଗି ପଡ଼ିବା ସହ ଘରର ଛାଉଣୀ ଓ ଘରୋଇ ସାମଗ୍ରୀ କ୍ଷତିଗ୍ରସ୍ତ ହୋଇଛି।
#Latastnews #Patna #keonjhar #Pabitranewsodisha #odishanews #odianews
Kendujhar Town, Kendujhar | Aug 17, 2026