Public App Logo
ଲଗାଣ ବର୍ଷାର ଯୋଗୁଁ ଆଜି ବାରିପଦା ସହରର ଷ୍ଟେସନବଜାର-ଶୁନଗଡ଼ିଆ ନିକଟରେ ପ୍ରାୟ ୫୦ ମିଟର ରେଳଧାରଣା ଦବିଯାଇଛି। ଫଳରେ ରେଳ ବିଭାଗ ପକ୍ଷରୁ ଏହି ରୁଟ୍‌ରେ ସମସ୍ତ ରେଳ ଚଳାଚଳକୁ ବନ୍ଦ ରଖାଯାଇଛି। #Pabitranewsodisha #Baripada #OdishaNews #Train #Trainrouteclosed #mayurbhanj - Kendujhar Town News