Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
Police
Bihar
India
कांग्रेस
Accident
Congress
Modi
Delhi
Viral
Up
अमित_शाह
Bollywood
दिल्ली
Patna
Breakingnews
Narendramodi
Madhya_pradesh
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Lucknow
jogendrasingh4183
ଜୟପୁର ପୌରପାଳିକା ପକ୍ଷରୁ ପ୍ଲାଷ୍ଟିକ ବ୍ୟବହାର ହ୍ରାସ ଓ ସ୍ୱଚ୍ଛତା ନେଇ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଛି। ଏହି ପଦଯାତ୍ରାରେ ଜୟପୁରର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ବିଭିନ୍ନ ଅନୁଷ୍ଠାନ ଙ୍କ ସହ ଜୟପୁର ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରିର ସଦସ୍ୟମାନେ ଯୋଗଦେଇଥିଲେ। ଛାତ୍ରଛାତ୍ରୀମାନେ “ଆସ ଆଜି ଆମେ ପ୍ରତିଜ୍ଞା ନେବା, ପ୍ଲାଷ୍ଟିକ ହ୍ରାସ କରିବା, ପୃଥିବୀକୁ ବଞ୍ଚାଇବା”, “ସ୍ୱଚ୍ଛ ଜୟପୁର, ସୁନ୍ଦର ଜୟପୁର” ଓ “ପ୍ଲାଷ୍ଟିକକୁ ନା କହିବା” ଭଳି ସ୍ଲୋଗାନ ଦେଇ ଲୋକଙ୍କୁ ସଚେତନ କରିଥିଲେ।
Jeypore, Koraput
| Oct 2, 2026
MORE NEWS
କୋରାପୁଟ ଜିଲ୍ଲା ଜୟପୁର ଉପଖଣ୍ଡସ୍ତରୀୟ ଅନ୍ତର୍ଜାତୀୟ ବୟୋଜ୍ୟେଷ୍ଠ ଦିବସ ଟାଉନ ହଲ ଠାରେ ଅନୁଷ୍ଠିତ,
Jeypore, Koraput | Oct 2, 2026
ପ୍ଲାଷ୍ଟିକ ବିରୋଧରେ ଜୟପୁର ପୌରପାଳିକାର ସଚେତନତା ପଦଯାତ୍ରା, ପ୍ଲାଷ୍ଟିକ ବ୍ୟବହାର କମାଇ ସ୍ୱଚ୍ଛ ଓ ପରିବେଶମୁକ୍ତ ଜୟପୁର ଗଠନ ପାଇଁ ସମସ୍ତେ ସହଯୋଗ କରିବାକୁ ପଦଯାତ୍ରା ମାଧ୍ୟମରେ ଆହ୍ୱାନ କରାଯାଇଥିଲା।
Jeypore, Koraput | Oct 2, 2026
ବର୍ଷୀୟାନ ଅଭିନେତ୍ରୀ ଅନିତା ଦାଶଙ୍କ ପୁଣ୍ୟ ତିଥିରେ ଉଡ୍ର ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର. #odianews #OdishaPolitics #OdiaEntertainment #dinaratitv #currentaffairs #odianews #dinaratitv #currentaffairs #odianews #latestnews #news #odishaupdates
Jeypore, Koraput | Oct 2, 2026
ମଞ୍ଜରୀ ଦେବୀ ନର୍ସିଂ କଲେଜର ଗୁଣ୍ଡାରାଜ୍ ଓ ପ୍ରଶାସନିକ ସ୍ଥାଣୁତା. || MANJARI DEVI COLLEGE || BALAKATI || #manjaridevicollege #balakati #bhubaneswar #threghten #journalist #odianews #OdishaPolitics #OdiaEntertainment #dinaratitv #currentaffairs #odianews #dinaratitv #currentaffairs #odianews #latestnews #news #odishaupdates
Jeypore, Koraput | Oct 2, 2026
ଗାନ୍ଧୀ ଜୟନ୍ତୀରେ ଉମରକୋଟରେ ସ୍ୱଚ୍ଛତା ଅଭିଯାନ. || UMARKOT NEWS || GANDHI JAYANTI || SWACHATA ABHIYAN || #umarkot #nabarangpur #SWACHATAABHIYAN #nityanandagond #odianews #OdishaPolitics #OdiaEntertainment #dinaratitv #currentaffairs #odianews #dinaratitv #currentaffairs #odianews #latestnews #news #odishaupdates
Jeypore, Koraput | Oct 2, 2026
ସନ୍ଦିଗ୍ଧ ଟ୍ରକରୁ ୧୯ ମଇଁଷି ଉଦ୍ଧାର ପରେ ଦୁର୍ଘଟଣାଗ୍ରସ୍ତ ହେଲା PCR ଭ୍ୟାନ || DABUGAON NEWS || ODISHA || #odianews #OdishaPolitics #OdiaEntertainment #dinaratitv #currentaffairs #odianews #dinaratitv #currentaffairs #odianews #latestnews #news #odishaupdates
Jeypore, Koraput | Oct 2, 2026
ପ୍ଲାଷ୍ଟିକକୁ ନା କୁହନ୍ତୁ, ସଚେତନତା ପାଇଁ ପଦଯାତ୍ରା ଜୟପୁର ପୌରପାଳିକା ପକ୍ଷରୁ ସଚେତନତା ରାଲି, ସାମିଲ ହେଲେ ଛାତ୍ରଛାତ୍ରୀ ଓ କାଉନସିଲର ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ଜୟପୁର ପୌରପାଳିକା ପକ୍ଷରୁ ‘ପ୍ଲାଷ୍ଟିକକୁ ନା କୁହନ୍ତୁ’ ବାର୍ତ୍ତା ନେଇ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପ୍ଲାଷ୍ଟିକ ବ୍ୟବହାର ଦ୍ୱାରା ପରିବେଶ ଉପରେ ପଡ଼ୁଥିବା କୁପ୍ରଭାବ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ସହ ଏହାର ବ୍ୟବହାର ହ୍ରାସ କରିବା ଉଦ୍ଦେଶ୍ୟରେ ଏହି ପଦଯାତ୍ରା ଆୟୋଜନ କରାଯାଇଥିଲା। ପଦଯାତ୍ରାରେ ବିଭିନ୍ନ ସଚେତନତାମୂଳକ ସ୍ଲୋଗାନ ଓ ବାର୍ତ୍ତା ମାଧ୍ୟମରେ ପ୍ଲାଷ୍ଟିକ ବର୍ଜନ ପାଇଁ ସାଧାରଣ ଲୋକଙ୍କୁ ଆହ୍ୱାନ କରାଯାଇଥିଲା। ପୌର ନିର୍ବାହୀ ଅଧିକାରୀ ଶ୍ରୀମତୀ ପୂଜା ରାଉତଙ୍କ ନେତୃତ୍ୱରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ପୌରପାଳିକାର ଉପାଧ୍ୟକ୍ଷ ବି. ସୁନିତ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏଥିରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ପୌରପାଳିକାର ସମସ୍ତ କାଉନସିଲର ଓ କର୍ମଚାରୀ ସାମିଲ ହୋଇଥିଲେ। ପ୍ଲାଷ୍ଟିକମୁକ୍ତ ଓ ସ୍ୱଚ୍ଛ ଜୟପୁର ଗଠନ ପାଇଁ ସମସ୍ତେ ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକ ବ୍ୟବହାର କମାଇବା ସହ ପରିବେଶ ସୁରକ୍ଷା ଦିଗରେ ସଚେତନ ହେବା ଆବଶ୍ୟକ ବୋଲି ଏହି ପଦଯାତ୍ରା ମାଧ୍ୟମରେ ବାର୍ତ୍ତା ଦିଆଯାଇଥିଲା।
Jeypore, Koraput | Oct 2, 2026
I got over 10,000 reactions on my posts last week! Thanks everyone for your support! 🎉
Jeypore, Koraput | Oct 2, 2026