Public App Logo
ଜୟପୁର: ରେଲୱେ ଲାଇନ୍ ପାଇଁ ଜମି ଅଧିଗ୍ରହଣ ବେଳେ ଅନ୍ୟାୟ ହେଉଛି। ଲୋକଙ୍କୁ ଜମି ବାବଦରେ ଟଙ୍କା ଦେବାରେ ପକ୍ଷପାତିତା କରା ଯାଉଛି ବୋଲି ଅଭିଯୋଗ ହୋଇଛି। ବୋରିଗୁମା ତହସିଲର ଜମି ମାଲିକ କୋରାପୁଟ ଜିଲ୍ଲପାଳଙ୍କୁ ଭେଟିଛନ୍ତି। - Koraput Town News