କୁଚିଣ୍ଡା ଜୋନ ୧ ର ମୋଟ ଟ. ୨.୭୧ କୋଟି ଟଙ୍କା ବିନିମୟରେ ୬୨ ଗୋଟି ପ୍ରକଳ୍ପ ର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ #kuchindatvlive #kuchinda #kuchindanews #sambalpur #odishanews
Kochinda, Sambalpur | Aug 16, 2026