Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
Congress
Modi
Delhi
Viral
मारपीट
Crime
Jharkhand
Dm
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh

ବନ୍ୟା ପାଣି ଘେରରେ ଚକଦର୍ହ ଶିବ ମନ୍ଦିର ଏବଂ ପୂଜକ; ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି #kuchindatvlive #kuchinda #sambalpur #odishanews

Kochinda, Sambalpur | Aug 16, 2026

MORE NEWS

ବନ୍ୟା ପାଣି ରେ ବୁଡ଼ିଲା ମନ୍ଦିର ବ ଫସି ଥିଲେ ପୂଜକ ମୁସ୍କିଲ ରେ ବାହାର କଲେ ଅଗ୍ନିଶମ ବିଭାଗ #heavyrain #newsfeed #amarkuchinda #NewsUpdate

ବନ୍ୟା ପାଣି ରେ ବୁଡ଼ିଲା ମନ୍ଦିର ବ ଫସି ଥିଲେ ପୂଜକ ମୁସ୍କିଲ ରେ ବାହାର କଲେ ଅଗ୍ନିଶମ ବିଭାଗ #heavyrain #newsfeed #amarkuchinda #NewsUpdate

Kochinda, Sambalpur | Aug 16, 2026

ବନ୍ୟା ପାଣି ଘେରରେ ଚକଦର୍ହ ଶିବ ମନ୍ଦିର ଏବଂ ପୂଜାରୀ ଦମ୍ପତି; ପ୍ରଶାସନ ପକ୍ଷରୁ ଉଦ୍ଧାର ପରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ବନ୍ୟା ପ୍ରଭାବିତ ପୂଜାରୀ ଦମ୍ପତି ଙ୍କୁ ଭେଟି ରିଲିଫ ସାମଗ୍ରୀ ପ୍ରଦାନ କରିଥିଲେ। #kuchindatvlive #kuchinda #BreakingNews #rainfall #sambalpur #OdishaNews

ଟାଇଁସର କଦୋପଡା ପାଖେ ଥିବା ଚକଦରହ ନେ ବନ୍ୟା ପରିସ୍ଥିତି 
ଦେଖବାର କେ ମିଳିଛେ l ସୁରକ୍ଷିତ ହିସାବେ ପୂଜାରି ଆର ତାଙ୍କର ସ୍ତ୍ରୀ ଙ୍କୁ ଉଦ୍ଧାର କରିଛେ କୁଚିଣ୍ଡା ଦମକଳ ବାହିନୀ, ପରେ ମନ୍ତ୍ରୀ ଆର ପ୍ରଶାସନିକ ଅଧିକାରୀ ଭିଲ ପହଞ୍ଚି ସେନର ସୁବିଧା ଅସୁବିଧା ବୁଝା ସୁଝା କରିଥିଲେ, ମନ୍ଦିର ପରିସରରେ ଥିବା ଘରେ ଖାଦ୍ୟ ସାମଗ୍ରୀ ଆର ଅନ୍ୟାନ୍ୟ ସମାନ ବନ୍ୟା ପାଏନ ଥି ଭାସି ଯାଇଛେ I #newsfeed #kuchinda #amarkuchinda

ଟାଇଁସର କଦୋପଡା ପାଖେ ଥିବା ଚକଦରହ ନେ ବନ୍ୟା ପରିସ୍ଥିତି ଦେଖବାର କେ ମିଳିଛେ l ସୁରକ୍ଷିତ ହିସାବେ ପୂଜାରି ଆର ତାଙ୍କର ସ୍ତ୍ରୀ ଙ୍କୁ ଉଦ୍ଧାର କରିଛେ କୁଚିଣ୍ଡା ଦମକଳ ବାହିନୀ, ପରେ ମନ୍ତ୍ରୀ ଆର ପ୍ରଶାସନିକ ଅଧିକାରୀ ଭିଲ ପହଞ୍ଚି ସେନର ସୁବିଧା ଅସୁବିଧା ବୁଝା ସୁଝା କରିଥିଲେ, ମନ୍ଦିର ପରିସରରେ ଥିବା ଘରେ ଖାଦ୍ୟ ସାମଗ୍ରୀ ଆର ଅନ୍ୟାନ୍ୟ ସମାନ ବନ୍ୟା ପାଏନ ଥି ଭାସି ଯାଇଛେ I #newsfeed #kuchinda #amarkuchinda

Kochinda, Sambalpur | Aug 16, 2026