Public App Logo
#ଡକାୟତ_ଗ୍ୟାଙ୍ଗ_ଗିରଫ ବ୍ରହ୍ମପୁର ଗୋଳନ୍ଥରା ଥାନା ପୁଲିସ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର ୪ ଜଣକୁ ଗିରଫ କରିଛି l ସେମାନଙ୍କୁ ଠାରୁ ପୁଲିସ ନଗଦ ୬.୯୨ ଲକ୍ଷ ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି l ଗିରଫ ମଧ୍ୟରେ ୩ ଜଣ ଆନ୍ଦ୍ରପ୍ରଦେ ଶ ରାଜ୍ୟର ହୋଇଥିବା ବେଳେ ଜଣେ ବ୍ରହ୍ମପୁର ଟାଉନ୍ ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି l #odishacitynews #SP Brahmapur #silkcity #rubery #arrested #interstate #GANG #6Lakhsmoney - Raurkela M News