ବାଲେଶ୍ୱରରେ ଭୋଟର ତାଲିକା ସଂଶୋଧନ: ଅକ୍ଟୋବର 7, 8 ଓ 9 ରେ ସ୍ୱତନ୍ତ୍ର ଅଭିଯାନ
Baleshwar, Balasore | Oct 6, 2026
ବାଲେଶ୍ୱର ଜିଲ୍ଲାରେ ଯୋଗ୍ୟ ଓ ନୂତନ ଯୁବ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ। ଅକ୍ଟୋବର 7, 8 ଓ 9 ତାରିଖରେ ଫର୍ମ-6 ମାଧ୍ୟମରେ ଆବେଦନ କରିପାରିବେ। 1 ଅକ୍ଟୋବର 2026 ସୁଦ୍ଧା 18 ବର୍ଷ ପୂରଣ କରିଥିବା ଯୁବକ-ଯୁବତୀ ଏଥିରେ ଅଂଶଗ୍ରହଣ କରିପାରିବେ।