#ଛୁରିଭୁସି_ହତ୍ୟା_ତିନି_ଅଭିଯୁକ୍ତ_ଗିରଫ
କୋଟପାଡ଼ ଥାନା ଷଡ଼ରଙ୍ଗା ଜାମୁଗୁଡା ହତ୍ୟାକାଣ୍ଡର ପର୍ଦାଫାସ କଲା କୋଟପାଡ଼ ପୋଲିସ୍ l ଜାମୁଗୁଡା ଗ୍ରାମର ସମାରୁ ପୂଜାରୀଙ୍କୁ ଛୁରୀ ଭୁସି ହତ୍ୟା l 3 ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ l ପ୍ରେସ୍ ମିଟରେ ସୂଚନା ଦେଲେ ବୋରିଗୁମ୍ମା SDPO l #Kotpad #Sadaranga #MurderCase #KotpadPolice #BorigumaSdpo #PressMeet #Fbviralvideo #nonfollowers #Thankyou #Foryou #BigBreakingNews #Kotpadbreakingnews
Koraput Town, Koraput | Aug 16, 2026