ବନ୍ଦେ ମାତରମ୍ କୁ ନେଇ ବିବାଦ, କୋରାପୁଟରେ ବିଜେପିର ବିକ୍ଷୋଭ!
କଂଗ୍ରେସ ଦଳ ପକ୍ଷରୁ ‘ବନ୍ଦେ ମାତରମ୍’ ଗାନକୁ ଅପମାନ କରାଯାଇଥିବା ଅଭିଯୋଗ ନେଇ କୋରାପୁଟ ସଦର ମହକୁମାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ।
ଏହି ଅଭିଯୋଗକୁ ନେଇ ଯୁବମୋର୍ଚ୍ଚା କର୍ମୀମାନେ ପ୍ରତିବାଦ କରିବା ସହ କଂଗ୍ରେସ ବିରୋଧରେ ନାରାବାଜି କରିଥିଲେ। ‘ବନ୍ଦେ ମାତରମ୍’ର ସମ୍ମାନ ରକ୍ଷା ପାଇଁ ଆନ୍ଦୋଳନ ଜାରି ରହିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି।
📍 କୋରାପୁଟ ସଦର ମହକୁମା
#Koraput #KoraputNews #BJP #BJYM #VandeMataram #Congress #Protest #OdishaNews
Koraput Town, Koraput | Aug 16, 2026