ବନ୍ଦେ ମାତରମ୍ ଗାନକୁ ଅପମାନ ଅଭିଯୋଗ!
କଂଗ୍ରେସ ଦଳ ପକ୍ଷରୁ ‘ବନ୍ଦେ ମାତରମ୍’ ଗାନକୁ ଅପମାନ କରାଯାଇଥିବା ଅଭିଯୋଗ ନେଇ ତାତିଲା ରାଜନୀତି।
ଏହାକୁ ବିରୋଧ କରି କୋରାପୁଟ ସଦର ମହକୁମାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦେଶର ଜାତୀୟ ଭାବନା ଓ ସମ୍ମାନ ସହ ଜଡ଼ିତ ‘ବନ୍ଦେ ମାତରମ୍’କୁ ନେଇ ଏଭଳି ଅଭିଯୋଗକୁ ନେଇ ଯୁବମୋର୍ଚ୍ଚା କର୍ମୀମାନେ ପ୍ରତିବାଦ ଜଣାଇଛନ୍ତି।
📍 ସ୍ଥାନ: କୋରାପୁଟ ସଦର ମହକୁମା
#Koraput #KoraputNews #BJP #BJYM #VandeMataram #Congress #Protest #OdishaNews #BreakingNews