ଟାଇଁସର କଦୋପଡା ପାଖେ ଥିବା ଚକଦରହ ନେ ବନ୍ୟା ପରିସ୍ଥିତି
ଦେଖବାର କେ ମିଳିଛେ l ସୁରକ୍ଷିତ ହିସାବେ ପୂଜାରି ଆର ତାଙ୍କର ସ୍ତ୍ରୀ ଙ୍କୁ ଉଦ୍ଧାର କରିଛେ କୁଚିଣ୍ଡା ଦମକଳ ବାହିନୀ, ପରେ ମନ୍ତ୍ରୀ ଆର ପ୍ରଶାସନିକ ଅଧିକାରୀ ଭିଲ ପହଞ୍ଚି ସେନର ସୁବିଧା ଅସୁବିଧା ବୁଝା ସୁଝା କରିଥିଲେ, ମନ୍ଦିର ପରିସରରେ ଥିବା ଘରେ ଖାଦ୍ୟ ସାମଗ୍ରୀ ଆର ଅନ୍ୟାନ୍ୟ ସମାନ ବନ୍ୟା ପାଏନ ଥି ଭାସି ଯାଇଛେ I #newsfeed #kuchinda #amarkuchinda