Public App Logo
Profile Picture

AMAR KUCHINDA

@amarkuchinda1122
1088Followers
0Following
ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ଗୋଷ୍ଠୀ କନ୍ଦଳ ପଦାରେ:
  ବ୍ଲକ ଅଧ୍ୟକ୍ଷ ଓ ଜିଲ୍ଲା ସାଧାରଣ ସମ୍ପାଦକଙ୍କୁ ଅଣଦେଖା
<nis:link nis:type=tag nis:id=bjd nis:value=bjd nis:enabled=true nis:link/> <nis:link nis:type=tag nis:id=bjdodisha nis:value=BJDOdisha nis:enabled=true nis:link/> <nis:link nis:type=tag nis:id=amarkuchinda nis:value=amarkuchinda nis:enabled=true nis:link/> <nis:link nis:type=tag nis:id=newsfeed nis:value=newsfeed nis:enabled=true nis:link/>
ଦ୍ୱିତୀଆ ଓଷା ପୁଓ ଜିଉଁନ୍ତିଆ ଲାଗି ମାଁ ମାନେ ଦଧିବାମନ ମନ୍ଦିରରେ ବ୍ରତ ପାଳନ, ନିଜର ପୁଓ ମାନଙ୍କର ଲାଗି ଖୁସି ମନାସି ଲାଗି, ଦୀର୍ଘାୟୁ ଖୁସି ଲାଗି ମାଁମାନେ ପାଳନ କରିଥିସନ ଇ ବ୍ରତ..
<nis:link nis:type=tag nis:id=amarkuchinda nis:value=amarkuchinda nis:enabled=true nis:link/> <nis:link nis:type=tag nis:id=puajiuntia nis:value=puajiuntia nis:enabled=true nis:link/> <nis:link nis:type=tag nis:id=kuchinda nis:value=kuchinda nis:enabled=true nis:link/>
ବିଦ୍ୟୁତ ଆଘାତରେ ଯୁବକ ଗୁରୁତର: ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ସ୍ଥାନାନ୍ତର <nis:link nis:type=tag nis:id=kuchinda nis:value=kuchinda nis:enabled=true nis:link/> <nis:link nis:type=tag nis:id=newsupdate nis:value=NewsUpdate nis:enabled=true nis:link/> <nis:link nis:type=tag nis:id=amarkuchinda nis:value=amarkuchinda nis:enabled=true nis:link/>
ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ, ପୁରୁଣା ବସଷ୍ଟାଣ୍ଡ ନିକଟ ମାର୍କେଟ କମ୍ପ୍ଲେକ୍ସ ରେ ସେଡିଙ୍ଗ କାମ କରୁଥିବା ବେଳେ ବିଦ୍ୟୁତ ଆଘାତ. ରେ ଯୁବକ ଗୁରୁତର . ଉପରେ ଯାଇଥିବା ୩୩ କେଭି ଲାଇନ ସଂସ୍ପର୍ଶ ରେ ଆସି ସଇଡ଼ା ଆଶୀଷ ବାଦୀ ଗୁରୁତର. କୁଚିଣ୍ଡା ଡାକ୍ତରଖାନା ରେ ଭର୍ତି 
<nis:link nis:type=tag nis:id=amarkuchinda nis:value=amarkuchinda nis:enabled=true nis:link/> <nis:link nis:type=tag nis:id=kuchinda nis:value=kuchinda nis:enabled=true nis:link/> <nis:link nis:type=tag nis:id=newsupdate nis:value=NewsUpdate nis:enabled=true nis:link/>
କୁସୁମୀରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ।
<nis:link nis:type=tag nis:id=bjd nis:value=bjd nis:enabled=true nis:link/> <nis:link nis:type=tag nis:id=amarkuchinda nis:value=amarkuchinda nis:enabled=true nis:link/> <nis:link nis:type=tag nis:id=sambalpur nis:value=sambalpur nis:enabled=true nis:link/>
ସେବା ସଙ୍କଳ୍ପ ଅଭିଯାନ ଓ ଗାନ୍ଧୀ ଜୟନ୍ତୀ ଅବସରରେ ସ୍ବଚ୍ଛ ଭାରତ ସମେତ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଲେ ମନ୍ତ୍ରୀ ରବିନାରାୟଣ ନାଏକ । ସେବା ସଙ୍କଳ୍ପ ଅଭିଯାନ ଓ ଗାନ୍ଧୀ ଜୟନ୍ତୀ ଅବସରରେ କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ଜମନକିରା ବ୍ଲକ୍‌ ଅନ୍ତର୍ଗତ କୁଳୁଣ୍ଡି, ଖର୍ସନମାଲ, ମୁଣ୍ଡେନପାଲି ଗ୍ରାମରେ ସ୍ଥାନୀୟ ଗ୍ରାମବାସୀଙ୍କ ସହ ମିଶି ସ୍ବଚ୍ଛତା ହିଁ ସେବା ବାର୍ତ୍ତା ନେଇ ଗ୍ରାମର ମନ୍ଦିର ପରିସର ସଫେଇ , ପୋଖରୀ ହୁଡା, ଗ୍ରାମ୍ଯ ରାସ୍ତା ସଫା ସହିତ ପରିଷ୍କାର ପରିଚ୍ଛନ୍ନ କରିବା ସହିତ ବୃକ୍ଷରୋପଣରେ ସାମିଲ ହୋଇଛନ୍ତି ମନ୍ତ୍ରୀ ରବିନାରାୟଣ ନାଏକ । ଗ୍ରାମକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବା ପାଇଁ ସମସ୍ତଙ୍କୁ ଉତ୍ସାହିତ କରିଛନ୍ତି। ​ସ୍ୱଚ୍ଛ ପରିବେଶ, ସୁସ୍ଥ ସମାଜ ଓ ସୁନ୍ଦର ଓଡ଼ିଶା ଗଢ଼ିବା ଆମ ସମସ୍ତଙ୍କ ଦାୟିତ୍ୱ। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ ଏବଂ ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦୃଷ୍ଟିକୁ ଆଧାର କରି ସ୍ୱଚ୍ଛ ଓ ସୁସ୍ଥ ଓଡ଼ିଶା ଗଠନର ସଂକଳ୍ପକୁ ଆମେ ସମସ୍ତେ ମିଶି ଆହୁରି ଦୃଢ଼ କରିବା। ଆସନ୍ତୁ, ଆମ ଗାଁ, ଆମ ସହରକୁ ସ୍ୱଚ୍ଛ ଓ ସବୁଜ ରଖିବା ପାଇଁ ମିଳିତ ଭାବେ ସଂକଳ୍ପବଦ୍ଧ ହେବା ବୋଲି ମନ୍ତ୍ରୀ ରବିନାରାୟଣ କହିଛନ୍ତି। <nis:link nis:type=tag nis:id=amarkuchinda nis:value=amarkuchinda nis:enabled=true nis:link/> <nis:link nis:type=tag nis:id=kuchinda nis:value=kuchinda nis:enabled=true nis:link/> Rabi Narayan Naik
ଡ଼ିମିରିମୁଣ୍ଡା ପଞ୍ଚାୟତରେ ବେଆଇନ ମଦ କାରବାର:
  ବନ୍ଦ ପାଇଁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର, 
<nis:link nis:type=tag nis:id=amarkuchinda nis:value=amarkuchinda nis:enabled=true nis:link/> <nis:link nis:type=tag nis:id=kuchinda nis:value=kuchinda nis:enabled=true nis:link/> <nis:link nis:type=tag nis:id=newsupdate nis:value=NewsUpdate nis:enabled=true nis:link/>
କୁଚିଣ୍ଡା କଂଗ୍ରେସ ପକ୍ଷରୁ କଂଗ୍ରେସ ଭବନ ରେ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀ ଙ୍କ ଜନ୍ମଜୟନ୍ତୀ ପାଳନ <nis:link nis:type=tag nis:id=amarkuchinda nis:value=amarkuchinda nis:enabled=true nis:link/>
ହାତୀ ଆକ୍ରମଣନେ ବୁଢ଼ା ଲୋକେ ଗୁରୁତର
<nis:link nis:type=tag nis:id=amarkuchinda nis:value=amarkuchinda nis:enabled=true nis:link/> <nis:link nis:type=tag nis:id=kuchinda nis:value=kuchinda nis:enabled=true nis:link/>
ନିଜର ନିଜର ଅଭିଯୋଗ ନେଇ ଆସବେ 🙏
<nis:link nis:type=tag nis:id=amarkuchinda nis:value=amarkuchinda nis:enabled=true nis:link/> <nis:link nis:type=tag nis:id=kuchinda nis:value=kuchinda nis:enabled=true nis:link/> <nis:link nis:type=tag nis:id=sambalpur nis:value=sambalpur nis:enabled=true nis:link/>
<nis:link nis:type=tag nis:id=breakingnews nis:value=BreakingNews nis:enabled=true nis:link/> 
<nis:link nis:type=tag nis:id=amarkuchinda nis:value=amarkuchinda nis:enabled=true nis:link/> <nis:link nis:type=tag nis:id=kuchinda nis:value=kuchinda nis:enabled=true nis:link/>
🔴 ଦଶହରା ଲାଗି ପ୍ରସ୍ତୁତି ବୈଠକ.. 
<nis:link nis:type=tag nis:id=amarkuchinda nis:value=amarkuchinda nis:enabled=true nis:link/> <nis:link nis:type=tag nis:id=kuchinda nis:value=kuchinda nis:enabled=true nis:link/> <nis:link nis:type=tag nis:id=newsupdate nis:value=NewsUpdate nis:enabled=true nis:link/>
କୁଚିଣ୍ଡା ଥାନାର ଡ଼ିମିରିମୁଣ୍ଡା ପଁଚାଏତ୍‌ନେ ବେଆଇନ ମହୁଲି ଆରୁ କୁସୁନା କାରବାର୍ ବଢ଼ୁଥିବାର୍‌ନୁ ମାଏକିନିଆଁମାନେ ଚିନ୍ତା ପରଗଟ୍ କରିଛନ୍। ପ୍ରଶାସନର୍ ଢିଲାପନ୍ ଲାଗି ଡ଼ିମିରିମୁଣ୍ଡା, ବାଲିବୁଡ଼ା, ବାମଣ୍ଡାଗଡ଼, ଲେପେଇକାନି ଆରୁ ତବଲାକଟା ଗାଁମାନଙ୍କର୍ ଘରେ ଘରେ ନିଶା କାରବାର୍ ଚାଲିଛେ। ନିଶା ଲାଗି ମୁନୁଷମାନେ ରୋଗ୍‌ନେ ପଡ଼ି ଅକାଳେ ମରୁଛନ୍, ଘରୋଇ କଲିବିବାଦ୍ ବଢ଼ିଯାଇଛେ। ସ୍କୁଲ୍ ଆରୁ ଡାକ୍ତରଖାନା ବାଟେ ମଦୁଆଙ୍କର୍ ଉତ୍ପାତ୍ ବଢ଼ିବାର୍‌ନୁ ଛୁଆ ଆରୁ ଝି-ବୋହୂମାନେ ଅସୁରକ୍ଷିତ୍ ଭାବୁଛନ୍। ​ଇଥିର୍ ଲାଗି ପଁଚାଏତ୍‌ର୍ ମାଏକିନିଆଁମାନେ ଏକାଠି ହୋଇ କୁଚିଣ୍ଡା ଉପଜିଲ୍ଲାପାଳ, ଆରୁ ଅବକାରୀ ବିଭାଗ୍‌କେ ଦାବିପତ୍ର ଦେଇଛନ୍। <nis:link nis:type=tag nis:id=amarkuchinda nis:value=amarkuchinda nis:enabled=true nis:link/>
🔴 ପ୍ରଶାସନ ପକ୍ଷରୁ ଶାନ୍ତି ବୈଠକ...
<nis:link nis:type=tag nis:id=amarkuchinda nis:value=amarkuchinda nis:enabled=true nis:link/> <nis:link nis:type=tag nis:id=kuchinda nis:value=kuchinda nis:enabled=true nis:link/>
ପ୍ରଶାସନ ପକ୍ଷରୁ ଦଶହରା ପାଇଁ ଶାନ୍ତି ପ୍ରସ୍ତୁତି ବୈଠକ.. 
<nis:link nis:type=tag nis:id=dasahara nis:value=dasahara nis:enabled=true nis:link/> <nis:link nis:type=tag nis:id=amarkuchinda nis:value=amarkuchinda nis:enabled=true nis:link/> <nis:link nis:type=tag nis:id=kuchinda nis:value=kuchinda nis:enabled=true nis:link/>
ଆଗାମୀ ଶାରଦୀୟ ଦୁର୍ଗାପୂଜା ତଥା ଦଶହରା ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ପାଇଁ କୁଚିଣ୍ଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କୁଚିଣ୍ଡା ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମନ୍ୱୟ ବୈଠକରେ ସହରର ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ଯୋଗଦେଇଥିଲେ। ବିଶେଷ କରି ସ୍ଥାନୀୟ ଦୁର୍ଗା ମନ୍ଦିର କମିଟି, ପଞ୍ଚମୁଖୀ ମନ୍ଦିର କମିଟି ଏବଂ ମନ୍ଦିର ଛକ ପୂଜା କମିଟିର ସଭାପତି ଓ ସଦସ୍ୟମାନେ ଉପସ୍ଥିତ ରହି ପୂଜା ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ​<nis:link nis:type=tag nis:id=amarkuchinda nis:value=amarkuchinda nis:enabled=true nis:link/> <nis:link nis:type=tag nis:id=kuchinda nis:value=kuchinda nis:enabled=true nis:link/>
କୁଚିଣ୍ଡା ସାର୍ବଜନୀନ ୯୯ତମ ବର୍ଷ କୁଚିଣ୍ଡା ଦୁର୍ଗାପୂଜା ଦଶହରା ପାଇଁ ମୂର୍ତ୍ତି କାମ ଆରମ୍ଭ  କୁଚିଣ୍ଡା ରେ ହୋଇ ଆସୁଥିବା ସାର୍ବଜନୀନ ଦୁର୍ଗାପୂଜା ତଥା ପଶ୍ଚିମ ଓଡିଶା ପ୍ରସିଦ୍ଧ ଦଶହରା ପର୍ବ ପାଇଁ ମୂର୍ତ୍ତି ନିର୍ମାଣ କାମ ଆରମ୍ଭ ହୋଇଯାଇଛି। ପ୍ରକାଶ ମହାରଣା କଟକ ର ମୂର୍ତ୍ତି କାରିଗର ଚଳିତ ବର୍ଷ ମୂର୍ତ୍ତି ନିର୍ମାଣ କାମ ଆରମ୍ଭ କରିଛନ୍ତି. ଆଜି ଗଣେଷ ଙ୍କ ଠାରୁ ଆରମ୍ଭ କରି ସମସ୍ତ ବିଗ୍ରହ ଙ୍କ ପାଳ ବନ୍ଧା କାର୍ଯ୍ୟ ଆରମ୍ଭ ହୋଇଥିଲା l <nis:link nis:type=tag nis:id=amarkuchinda nis:value=amarkuchinda nis:enabled=true nis:link/> <nis:link nis:type=tag nis:id=kuchinda nis:value=kuchinda nis:enabled=true nis:link/> 
<nis:link nis:type=tag nis:id=dasahera nis:value=Dasahera nis:enabled=true nis:link/>
ଧର୍ମାତ୍ମା ବିଦୁର ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ
ଏସିଆ ମହାଦେଶ ର ପ୍ରଥମ ଭବ୍ୟ ମନ୍ଦିର ନିର୍ମାଣ ଓ ପ୍ରତିଷ୍ଠା 
<nis:link nis:type=tag nis:id=amarkuchinda nis:value=amarkuchinda nis:enabled=true nis:link/> <nis:link nis:type=tag nis:id=kuchinda nis:value=kuchinda nis:enabled=true nis:link/> <nis:link nis:type=tag nis:id=newsupdate nis:value=NewsUpdate nis:enabled=true nis:link/>
‘ବନ୍ଦେ ମାତରଂ’ର ୧୫୦ ବଛର ପୂରିବା ଅବସରନେ କୁଚିଣ୍ଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାନେ ‘ନମାମି ଭାରତମ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛେ।  ସକାଲ ୧୧ଟାର ସମିଆନେ ସଭେ ଏକାସାଙ୍ଗେ ମିଶିକରି ‘ବନ୍ଦେ ମାତରଂ’ ଗାନ କରିଥିଲେ। <nis:link nis:type=tag nis:id=bandemataram nis:value=BandeMataram nis:enabled=true nis:link/> <nis:link nis:type=tag nis:id=amarkuchinda nis:value=amarkuchinda nis:enabled=true nis:link/>
କୁଚିଣ୍ଡା ବ୍ଲକ ଅନ୍ତର୍ଗତ ବକ୍ସମା ଗ୍ରାମ ପଞ୍ଚାୟତ ପକ୍ଷରୁ ଜମନକିରା (ବି) ଗ୍ରାମରେ "ଏକ ପେଡ ମାଁ କେ ନାମ"  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ବିଭିନ୍ନ ପ୍ରକାରର ମୋଟ ୭୦୦ ଚାରା ରୋପଣ କରାଯାଇଥିଲା। <nis:link nis:type=tag nis:id=ekpedmaakenaam nis:value=EkpedMaaKeNaam nis:enabled=true nis:link/> <nis:link nis:type=tag nis:id=treeplanting nis:value=treeplanting nis:enabled=true nis:link/> <nis:link nis:type=tag nis:id=amarkuchinda nis:value=amarkuchinda nis:enabled=true nis:link/> <nis:link nis:type=tag nis:id=plants nis:value=plants nis:enabled=true nis:link/>
କୁଚିଣ୍ଡା କଂଗ୍ରେସ ତରଫରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଝୁଲେନ ପୋଲ, ଲସା ବ୍ରିଜ, ବିଦ୍ୟୁତ ସମସ୍ୟା କେ ନେଇ କଂଗ୍ରେସ ର ଅଭିଯୋଗ..
<nis:link nis:type=tag nis:id=kuchinda nis:value=kuchinda nis:enabled=true nis:link/> <nis:link nis:type=tag nis:id=breakingnews nis:value=BreakingNews nis:enabled=true nis:link/> <nis:link nis:type=tag nis:id=amarkuchinda nis:value=amarkuchinda nis:enabled=true nis:link/>
🔴 କାଇଁଯେ ବନ୍ଦ କରଲେ କୁଚିଣ୍ଡା ସୁନୁନ...
<nis:link nis:type=tag nis:id=kuchinda nis:value=kuchinda nis:enabled=true nis:link/> <nis:link nis:type=tag nis:id=amarkuchinda nis:value=amarkuchinda nis:enabled=true nis:link/> <nis:link nis:type=tag nis:id=sambalpuri nis:value=sambalpuri nis:enabled=true nis:link/> 
<nis:link nis:type=tag nis:id=strike nis:value=strike nis:enabled=true nis:link/> <nis:link nis:type=tag nis:id=newsupdate nis:value=NewsUpdate nis:enabled=true nis:link/> <nis:link nis:type=tag nis:id=newsfeed nis:value=newsfeed nis:enabled=true nis:link/>
ପୂର୍ବତନ ଏନ. ଏ. ସି ଅଧକ୍ଷ ବନ୍ଦ କେ ନେଇ କାଣା କହୁଛନ 
<nis:link nis:type=tag nis:id=amarkuchinda nis:value=amarkuchinda nis:enabled=true nis:link/> <nis:link nis:type=tag nis:id=kuchinda nis:value=kuchinda nis:enabled=true nis:link/> <nis:link nis:type=tag nis:id=sambalpur nis:value=sambalpur nis:enabled=true nis:link/>
ବିଭିନ୍ନ ଜନସ୍ୱାର୍ଥ ସମସ୍ୟାକୁ ନେଇ କୁଚିଣ୍ଡା ନଗର କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଝୁଲେନପୋଲ ବ୍ରିଜ ନିର୍ମାଣ ସହ ମହୁଲଡିହି-ଲସା ବ୍ରିଜ ଆପ୍ରୋଚ୍ ରୋଡ୍ କାମ ଅଧପନ୍ତରିଆ ପଡ଼ିରହିବା ଏବଂ <nis:link nis:type=tag nis:id=tpwodl nis:value=TPWODL nis:enabled=true nis:link/> ର ବାରମ୍ବାର ବିଦ୍ୟୁତ୍ କାଟ ଯୋଗୁଁ ପାନୀୟ ଜଳ ଓ କୃଷି କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି। ଏହି ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ଜରୁରୀ ସେବାକୁ ବାଦ୍ ଦେଇ ଦୋକାନବଜାର, ଯାନବାହନ ଚଳାଚଳ ତଥା ସରକାରୀ-ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। ଏହି ବନ୍ଦ ଯୋଗୁଁ ସ୍ଥାନୀୟ ପ୍ରଶାସନ ଉପରେ ଚାପ ବଢ଼ିଥିବା ବେଳେ ତୁରନ୍ତ କାର୍ଯ୍ୟାନୁଷ୍ଠାନକୁ ସାଧାରଣ ଲୋକ ଅପେକ୍ଷା କରିଛନ୍ତି। <nis:link nis:type=tag nis:id=kuchinda nis:value=kuchinda nis:enabled=true nis:link/> <nis:link nis:type=tag nis:id=amarkuchinda nis:value=amarkuchinda nis:enabled=true nis:link/> <nis:link nis:type=tag nis:id=sambalpur nis:value=sambalpur nis:enabled=true nis:link/>
ଦେଶର ନାଗରିକଙ୍କୁ ଗୋଟାଏ ସୂତ୍ରରେ ବାନ୍ଧି ରଖିବାର ପ୍ରାୟସ ଆରମ୍ଭ କରିଛି ବିଦ୍ୟାଭାରତୀ ଅନୁଷ୍ଠାନ। ଏହି ଅବସରରେ ବନ୍ଦେ ମାତରମ୍ ର ୧୫୦ ବର୍ଷ ପୁର୍ତ୍ତି ଅବସରରେ ନମାମି ଭାରତମ୍  <nis:link nis:type=tag nis:id=amarkuchinda nis:value=amarkuchinda nis:enabled=true nis:link/> <nis:link nis:type=tag nis:id=kuchinda nis:value=kuchinda nis:enabled=true nis:link/> <nis:link nis:type=tag nis:id=booknow nis:value=booknow nis:enabled=true nis:link/>