Public App Logo
ରବିବାର ସନ୍ଧ୍ୟାରେ ହୋଇଥିବା ବର୍ଷାରେ ରାଉରକେଲା ସହରରେ ଘରେ ଘରେ ପଶିଲା ପାଣି। ଡେଲି ମାର୍କେଟ , ବିରଜା ପାଲି ରେ ଘରେ ଘରେ ପାଣି ପଶିଲା। ପ୍ରଶାସନ ଆଲର୍ଟ ରହିବାକୁ ନିବେଦନ । #raurkela #Heavyrain #SatyaNewsAlert - Raurkela M News